ଟ୍ରେନରୁ ଖସି ୨ଜଣ ଗୁରୁତର, ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଧାରଣା
ଯାଜପୁର : ଦୁଲଖପାଟଣା ଷ୍ଟେସନରେ ଆଜି ଅଭାବନୀୟ ଘଟଣା ଘଟିଛି। ଟ୍ରେନରୁ ଖସି ୨ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ରୁ ଭୁବନେଶ୍ୱର ମେମୁ ଟ୍ରେନ ଦୁଲଖପାଟଣା ଷ୍ଟେସନରେ ଅଟକିବା ପରେ ଯାତ୍ରୀମାନେ ଟ୍ରେନରେ ଚଢୁଥିଲେ। ସେହି ସମୟରେ ତିନି ଜଣ ଟ୍ରେନରୁ ଖସି ପଡ଼ିଥିଲେ। ଟ୍ରେନଟି ଜାମ ଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ସ୍ଥାନୀୟ ଲୋକେ ଗୁରୁତର ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ଲୋକେ ଟ୍ରେନକୁ ଅଟକ ରଖି ବିଭିନ୍ନ […]
Continue Reading
