୧୯୬୬ରୁ ପାଳିତ ହେଉଛି ନ୍ୟାସନାଲ ପ୍ରେସ ଡେ’
ଭୁବନେଶ୍ୱର: ଆଜି ନ୍ୟାସନାଲ ପ୍ରେସ ଡେ’ । ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସମ୍ମନାର୍ଥେ ଏହି ଦିବସକୁ ପାଳନ କରାଯାଏ । ଦେଶରେ ମୁକ୍ତ ଓ ଦାୟିତ୍ୱବାନ ପ୍ରେସର ଉପସ୍ଥିତିକୁ ଦର୍ଶାଇବା ପ୍ରେସ ଡେ’ର ମହତ୍ତ୍ୱ । ଦେଶର ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଉଚ୍ଚମାନର ସାମ୍ୱାଦିକତା ପାଇଁ ଉତ୍ତରଦାୟୀ ହେଉଛି ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ(ପିସିଆଇ) । ଏହା ସହିତ ଗଣମାଧ୍ୟମ ତଥା ସାମ୍ୱାଦିକତା ସମୟରେ ଅନ୍ୟାନ୍ୟ କାର୍ଯ୍ୟକଳାପ ଗୁଡିକର ମାନଦଣ୍ଡ ପ୍ରସ୍ତୁତ କରେ ପ୍ରେସ କାଉନସିଲ […]
Continue Reading
