୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ RAW ଅଫିସର

ନୂଆଦିଲ୍ଲୀ : RAW ଅଫିସରଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କଲେ (RAW)ର ଜଣେ ଓଡିଆ ଅଫିସର । ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ଜଣେ ଓଡିଆ ଅଫିସର ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ମୃତ ଅଫିସର ଜଣକ ନାଁ ହେଉଛି ଅନିକେତ କୁମାର । ସେ କଟକ ଅଞ୍ଚଳର ବାସିନ୍ଦା ଥିଲେ । ଗତକାଲି ସକାଳେ ତାଙ୍କ […]

Continue Reading

ଏୟାର ଇଣ୍ଡିଆକୁ ୧୨୫.୯ ନିୟୁତ ଦେବାକୁ ଆମେରିକାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟାଟା ଗ୍ରୁପ ମାଲିକାନାରେ ଥିବା ଏୟାର ଇଣ୍ଡିଆକୁ ୧୨୫.୯ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ମହାମାରୀ କରୋନା ଓ ଅନ୍ୟାନ୍ୟ ସମୟରେ ଏୟାର ଇଣ୍ଡିଆର ବିମାନ ବାତିଲ ଏବଂ ବିମାନ ସମୟରେ ପରିବର୍ତ୍ତନ ଯୋଗୁ ଅନେକ ଲୋକ ଟିକେଟ ବାତିଲ କରିଥିଲେ। ଏହି ଟଙ୍କା ଏବେ ଆମେରିକା ସରକାର ଯାତ୍ରୀଙ୍କୁ ଫେରସ୍ତ କରିବାକୁ ଏୟାର ଇଣ୍ଡିଆକୁ କହିଛନ୍ତି। ତେଣୁ ଏ ବାବଦରେ ଏୟାର ଇଣ୍ଡିଆକୁ ୧୨୧.୫ ମିଲିୟନ ଡଲାର ଦେବାକୁ କୁହାଯାଇଛି। ସେହିପରି […]

Continue Reading

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ । ସୂଚନା ଅନୁସାରେ, ରାଜ୍ୟର ୧୨ ଜିଲ୍ଲାର ୧୫ଟି ସହରାଞ୍ଚଳ ଓ ୬୪ଟି ବ୍ଲକର ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷଜମିରେ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସତ୍ […]

Continue Reading

ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଛୁଇଁଲା , ୨୦୨୩ରେ ଚାଇନାକୁ ପାର କରିବ ଭାରତ

ନୂଆଦିଲ୍ଲୀ: ବିଶ୍ୱଜନସଂଖ୍ୟା ଆଜି ଅର୍ଥାତ ୨୦୨୨ ମସିହା ନଭେମ୍ବର ୧୫ରେ ୮୦୦ କୋଟି ପାର କରିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ […]

Continue Reading

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ବିଶ୍ୱାସ ଲାଗୁ ନଥିଲେ ବି ସତ । ଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏବଂ ଷ୍ଟିଫନ ହକିଂଙ୍କୁ IQ ଟେଷ୍ଟରେ ମାତ ଦେଇଛି ୧୧ ବର୍ଷର ବାଳକ ୟୁସୁଫ ଶାହା । […]

Continue Reading

ରାଜଧାନୀ ଢୋଲକାଠରେ ଭିନ୍ନ ଢଙ୍ଗରେ ପାଳନ ହେଲା ଶିଶୁ ଦିବସ

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଯାଯାବର ଟ୍ରଷ୍ଟ, ମାଷ୍ଟର ଗିରିଜା ଓ ଚଣ୍ଡିପ୍ରସାଦ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଢୋଲକାଠ ଗାଁର ଆଦିବାସୀ ପିଲାଙ୍କ ସହ ଶିଶୁ ଉତ୍ସବ ପାଳନ କରାଯାଇଛି। ଛୋଟ ଛୋଟ ପିଲାମାନେ ଗୀତ, ନାଚ, ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେମାନଙ୍କ ଅଭିଭାବକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସବୁଠୁ ବଡ଼ କଥା ହେଲା ରାଜଧାନୀ ଉପକଣ୍ଠ ଏହି ଗାଁର ପିଲାମାନେ ଏବେବି ଅନ୍ଧାରୀ ମୂଲକର […]

Continue Reading

‘ରାଷ୍ଟ୍ରପତି ଜଣେ ଅତି ଭଲ ଏବଂ ସ୍ନେହୀ ମହିଳା’… ଦଳୀୟ ନେତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଟିଏମସି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ମମତା ବାନାର୍ଜୀ ବଡ଼ ଆଡ଼ୁଆରେ ପଡିଥିଲେ । ବିରୋଧୀ ଲଗାତାର ମମତା କ୍ଷମା ମାଗନ୍ତୁ ବୋଲି ଦାବି କରୁଥିଲେ । ଏହାରି ମଧ୍ୟରେ ମମତା ବାନାର୍ଜୀ ଦଳୀୟ ନେତା ଅଖିଲ ଗିରିଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଛନ୍ତି। ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କହିଛନ୍ତି ଯେ, ‘ସେ ଜଣେ ବହୁତ ଭଲ ମହିଳା ଅଟନ୍ତି । ମୁଁ ମୋ ଦଳର […]

Continue Reading

ପଦ୍ମପୁର ଭୋଟ୍‌: ମିଛ ପ୍ରେସ୍ ରିଲିଜ୍ ବାଣ୍ଟିଲା ବିଜେଡି, ହଟହଟା ହେଲେ ବିଧାୟକ

ଭୁବନେଶ୍ୱର: ଚାଷୀ ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଦଳ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ମିଛ ତଥ୍ୟ ପ୍ରଦାନ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡିର ବିଧାୟକଙ୍କୁ ସର୍ବସମ୍ମୁଖରେ ହଟହଟା ହେବାକୁ ପଡ଼ିଛି । ଆଉ ଏପଟେ ମିଛ ପ୍ରେସ୍ ରିଲିଜ୍ ଦେଇଥିବା ଦଳର ମୁଖପାତ୍ର ମଧ୍ୟ ନିଜ ଭୁଲ୍ ପାଇଁ ଅନୁତପ୍ତ କରିବାକୁ ବି ଆଗ୍ରହ ଦେଖାଉନାହାନ୍ତି । […]

Continue Reading

ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା ପାଇଁ ପୂର୍ବରୁ ଟ୍ଵିଟର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରଖିଥିଲା। ଏବେ ଏଲନ ମସ୍କ ଉକ୍ତ କର୍ମଚାରୀଙ୍କୁ କମ୍ପାନିରୁ ବାହାର କରି ଦେଇଛନ୍ତି। ଏହା ପୂର୍ବରୁ ନଭେମ୍ବର […]

Continue Reading

ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଶାର୍ଦ୍ଦୁଲ ଠାକୁରଙ୍କୁ ନେଲା କୋଲକାତା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅନ୍ୟତମ ଅଲରାଉଣ୍ଡ ଶାର୍ଦ୍ଦୁଲ ଠାକୁରଙ୍କୁ ଟ୍ରେଡିଂ ୱିଣ୍ଡୋ ଜରିଆରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ କିଣିଛି କୋଲକାତା ନାଇଟ ରାଇଡର୍ସ। ଏହାର ଅର୍ଥ ୨୦୨୩ ଆଇପିଏଲରେ ଶାର୍ଦ୍ଦୁଲ କେକେଆର ଜର୍ସିରେ ନଜର ଆସିବେ। ଏହି ଟ୍ରେଡ ସୋମବାର ଚୂଡ଼ାନ୍ତ ହୋଇଛି। ଶାର୍ଦ୍ଦୁଲ ବର୍ତ୍ତମାନ ଭାରତୀୟ ଟିମ୍‌ର ଦିନିକିଆ ସ୍କ୍ୱାଡ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଛନ୍ତି। ସେଠାରେ ଦଳ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ୨୦୨୨ ମେଗା ଆଇପିଏଲ ଅକ୍ସନ ବେଳେ […]

Continue Reading