ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ ଛୁଟି ଘୋଷଣା କରିବା ସରକାରଙ୍କ କାର୍ଯ୍ୟ, ଏଥିପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇପାରିବେନାହିଁ । ଏଥିରେ କୋର୍ଟଙ୍କ କାର୍ଯ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । […]
Continue Reading
