ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବ ସାଉଦିଆରବ

ରିୟାଦ: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ ସଲମାନ ପଡୋଶୀ ଦେଶ ୟୁଏଇକୁ ଟକ୍କର ଦେବା ପାଇଁ ଅଂଟା ଭିଡିଛନ୍ତି । ସାଉଦିଆରବ ୟୁଏଇର ବୁର୍ଜ ଖଲୀଫାଠାରୁ ଅଧିକ ଉଚ୍ଚତାର ଟାୱାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ସାଉଦିଆରବ ବିଶ୍ୱରେକର୍ଡ କରିବା ଲକ୍ଷ୍ୟରେ ମଧ୍ୟ ରହିଛି । ୧୮କିମି ଅଂଚଳରେ ଏହି ଟାୱାର ନିର୍ମାଣ କରାଯିବ । ବୁର୍ଜ ଖଲୀଫା ୮୨୮ ମିଟର ଉଚ୍ଚତା ହୋଇଥିବା ବେଳେ ଏହି ଟାୱାର ଏହାଠାରୁ […]

Continue Reading

ଶାଶୁ ଓ ଶ୍ୱଶୁରଙ୍କ ଆଶୀର୍ବାଦ ନେଲେ ବର୍ଷା

ଭୁବନେଶ୍ୱର: ଶ୍ୱଶୁର ଘରେ ବୋହୂ। ପଦ୍ମପୁର ଉପ ନିର୍ବାଚନରେ ବିପୁଳ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଛନ୍ତି ନବ ନିର୍ବାଚିତ ବିଧାୟକ ବର୍ଷା ସିଂ ବରିହା। ସ୍ୱାମୀ ସ୍ମୃତି ସୌରଭଙ୍କ ସହ ସେ ଆଜି ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରକୁ ଯାଇଛନ୍ତି। ଘରେ ହଞ୍ଚିବା ପରେ ସେ ପ୍ରଥମେ ଶ୍ୱଶୁର ରମାରଞ୍ଜନ ବଳିଆର ସିଂ ଓ ଶାଶୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି। ପରେ ବର୍ଷା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି। […]

Continue Reading

ୟୁଟ୍ୟୁବ ଠାରୁ ୭୫ ଲକ୍ଷ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, ଗଣିଲେ ୨୫ ହଜାର ତଣ୍ଡ

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ହଠାତ୍‌ ଅଶ୍ଳୀଳ ବିଜ୍ଞାପନ ଆସିଯିବାରୁ ଏହାକୁ ଦେ‌ଖିଥିଲେ ଜଣେ ଯୁବକ। ଏଥିଯୋଗୁ ସେ ବିଚଳିତ ହେବା ସହ ପରୀକ୍ଷାରେ ଫେଲ ହୋଇଯାଇଥିଲେ। ଏହା ବିରୋଧରେ ସେ ୟୁଟ୍ୟୁବ ଠାରୁ ୭୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଆଦାୟ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟରେ ଆବେଦଦ କରିଥିଲେ। କିନ୍ତୁ ଆବେଦନକାରୀଙ୍କୁ ସର୍ବୋଚ୍ଚ ଅଦାଲତ ତୀବ୍ର ସମାଲୋଚନା କରି ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏପରି ଆବେଦନକୁ ସୁପ୍ରିମକୋର୍ଟ ଦୁଷ୍ଟାମୀର ପରିଚୟ […]

Continue Reading

୨୦୨୩କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୨୦୨୩ରେ କଣ ହେବ ? ଆସିବ କି ପ୍ରଳୟଙ୍କାରୀ ଝଡ଼ ? ମଣିଷ ପାଇଁ କେମିତି ରହିବ ନୂତନ ବର୍ଷ ? କଣ କହୁଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ପୂରା ଦୁନିଆରେ ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟ ବାଣୀ ସତ ହୋଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧରୁ ନେଇ ୧୯୯୬ରେ ବାବା ଭେଙ୍ଗା ନିଜ ମୃତ୍ୟୁକୁ ନେଇ କରିଥିବା ଆକଳନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ । ବୁଲଗେରିଆର ରହସ୍ୟବାଦୀ ବାବା ଭେଙ୍ଗା ତାଙ୍କ […]

Continue Reading

ଗୁଜରାଟରେ ଯୋଗୀ ଆଦିତ୍ୟନାଥଙ୍କ ଷ୍ଟ୍ରାଇକ ରେଟ ୭୨%

ଅହମଦାବାଦ: ଗୁଜରାଟରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଦଳ ୧୮୨ ବିଧାନସଭା ଆସନରୁ ୧୫୬ଟିରେ ଜିତି ନୂଆ ରେକର୍ଡ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟରେ ବିଜେପି କ୍ରମାଗତ ୭ମ ଥର ପାଇଁ ଜିତିଛି। ଏଥର ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି ପାଇଁ ସମ୍ମାନର ଲଢ଼େଇ ଥିଲା। ଏଥିପାଇଁ ଏକାଧିକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘନଘନ ପ୍ରଚାର କରିଥିଲେ। ଏହାର ଫାଇଦା ମଧ୍ୟ ଦଳକୁ ମିଳିଛି। ତେବେ […]

Continue Reading

ଆଜି ମଧ୍ୟରାତିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ । ଆଜି ମଧ୍ୟରାତ୍ର ସୁଦ୍ଧା ମାଣ୍ଡୋସ ଲ୍ୟାଣ୍ଡଫଲ୍‌ କରିପାରେ । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ‘ମାଣ୍ଡୋସ୍’ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଉପକୁଳ ଦେଇ ସ୍ଥଳପଥ ଅତିକ୍ରମ କରିପାରେ। ବାତ୍ୟା ପ୍ରଭାବରେ ଉତ୍ତର ତାମିଲନାଡ଼ୁର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା […]

Continue Reading

ଆପ୍‌କୁ ‘ଜାତୀୟ ଦଳ’ ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦମ୍ଭୋକ୍ତି ଓ ଆଶା ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଗୁଜରାଟ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି ନାହିଁ। ପ୍ରଥମଥର ପାଇଁ ଗୁଜରାଟରେ ନିର୍ବାଚନ ଲଢ଼ୁଥିବା ଆପ୍‌ ୨୭ ବର୍ଷ ହେଲା କ୍ଷମତାରେ ଥିବା ବିଜେପିକୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏହି ଯୋଜନା ସଂପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଆପ୍‌ ମାତ୍ର ୫ଟି ଆସନ ଜିତି ଥିବା ବେଳେ ବିଜେପି ରେକର୍ଡ ୧୫୦ରୁ ଅଧିକ ଆସନ ଦଖଲ କରିବାକୁ ଯାଉଛି। ତେବେ ଗୁଜରାଟରେ […]

Continue Reading

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ମୋଦୀଜୀଙ୍କ ବିକାଶ, ସୁରକ୍ଷା ଓ ସୁଶାସନ ପ୍ରତି ଜନତା-ଜନାର୍ଦ୍ଦନଙ୍କ ଅପାର ସ୍ନେହ ଅଭିବ୍ୟକ୍ତି । ଏହି ବିଜୟ ପାଇଁ ସେ […]

Continue Reading

ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏ ନେଇ ଏକ ପ୍ରେସ ମିଟରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ […]

Continue Reading

ଘର ଇଣ୍ଟେରିୟର୍‌ ଡିଜାଇନ୍‌ କରିବା ପାଇଁ ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନାଙ୍କୁ କିଏ ଦେଇଛି ଟଙ୍କା?

ଭୁବନେଶ୍ୱର: ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ଘର ଇଣ୍ଟେରିୟର୍‌ ଡିଜାଇନ୍‌ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ସେ ଟଙ୍କା କିଏ ଦେଇଛି? ଏବେ ସେହି ଅର୍ଥର ହେଉଛି ଖୋଳତାଡ଼। ତୃତୀୟ ଦିନ ଜେରାରେ ଏପରି ଅନେକ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚାରିଥିବା ଚର୍ଚ୍ଚା ହେଉଛି। ଇଡିର ସବୁ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଦେଉଥିବା ତାଙ୍କ ଓକିଲ କହିଛନ୍ତି। ଅନ୍ୟପକ୍ଷରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧଙ୍କ ପାଖରୁ ଜବତ ହୋଇଥିବା ପ୍ରମାଣ ସୁରକ୍ଷିତ ଅଛି […]

Continue Reading