ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଛନ୍ଦିଲେ ସାଂସଦ ଅପରାଜିତା

ପଦ୍ମପୁର: ୨୨ ବର୍ଷ ଶାସନ ଭିତରେ କାହିଁକି ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା କଲେନି? କାହିଁକି ଏଠାରେ ରେଳ ଲାଇନ୍ କରିବାକୁ ପଦକ୍ଷେପ ନେଲେନି ? କାହିଁକି ଘୋଷଣା ମୁତାବକ ୩୫ ପ୍ରତିଶତ ଜମିକୁ ଏଠାରେ ଜଳସେଚିତ କରିପାରିନାହାନ୍ତି ? ଗଙ୍ଗାଧର ମେହର ଜଳସେଚନ ପ୍ରକଳ୍ପ କୁଆଡ଼େ ଗଲା ? କାହିଁକି ସମସ୍ତ ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ପକ୍କାଘର ଦେଲେନି ? କାହିଁକି ସମସ୍ତଙ୍କୁ ପାଇପ୍ ପାନୀୟଜଳ ସୁବିଧା ଦେଉନାହାନ୍ତି ? କାହିଁକି ସମସ୍ତଙ୍କୁ ଶୌଚାଚଳ […]

Continue Reading

ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଲେଖାଯାଇଛି । ଏହାକୁ ଏବିଭିପି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହା ପଛରେ ଲେଫ୍ଟ ୱୀଙ୍ଗ ଛାତ୍ରଙ୍କର ହାତ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ […]

Continue Reading

ବିଜେଡିକୁ ସୁରେଶଙ୍କ କଟାକ୍ଷ: କହିଲେ- ପଦ୍ମପୁରକୁ ରାଜଧାନୀ କରିଦେଲେ ଭଲ ହୁଅନ୍ତା

ପଦ୍ମପୁର: ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଉ ମଜାଳିଆ ଢଙ୍ଗରେ କହିଛନ୍ତି, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ପାଲଟି ଯାଇଛି। ଏଠି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଅଛନ୍ତି। ପଦ୍ମପୁରକୁ ପରମାନେଣ୍ଟଲି ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୧୦ରୁ ୧୫ ଦିନ ହେଲା ଓଡ଼ିଶା […]

Continue Reading

ବଜ୍ରକାପ୍ତା ଉଦ୍ଧାର, ୩ ବେପାରୀ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବନଖଣ୍ଡରୁ ଏକ ବଜ୍ରକାପ୍ତା ଚାଲାଣ କରୁଥିବାବେଳେ ଏସଟିଏଫ୍ ଟିମ୍ ଖୋର୍ଦ୍ଧା-ଜଟଣୀ ବାଇପାସ୍ ଠାରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଛି । ଏହା ସହିତ ଜୀବନ୍ତ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ସହିତ କିଛି ଆପତ୍ତିଜନକ ସାମଗ୍ରୀ ସେମାନଙ୍କଠାରୁ ଜବତ କରିଛି ଏସଟିଏଫ୍ । ଗିରଫ ତିନି ଜଣ ହେଲେ କଟକ ବଡମ୍ୱାର ସାଧୁଚରଣ ମହାନ୍ତି, ରାୟଗଡା ଚାନ୍ଦିଲିର କଷ୍ଟି କାଦ୍ରକା ଓ ବଡମ୍ୱାର ବିଜୟ କୁମାର ପରିଡା । ସେମାନଙ୍କୁ ଏସଟିଏଫ୍ ଭୁବନେଶ୍ୱର କୋର୍ଟ […]

Continue Reading

ନବୀନ ନିବାସମୁହାଁ ଅଲଚିକ ଶିକ୍ଷକ, ନିୟମିତ ନ କଲେ ଚାକିରି ଛାଡ଼ିବା ଧମକ୍‌ ଦେଲେ

ନୀଳଗିରି: ଯେଉଁ ହାତ ଦିନେ ପାଠ ପଢ଼ାଉଥିଲା, ଯେଉଁ ପାଟିରୁ ଶିକ୍ଷଣୀୟ କଥା ବାହାରୁଥିଲା, ଏବେ ସେହି ହାତରେ ମୃଦଙ୍ଗ ଓ ସେହି ପାଟିରେ ଶୁଭୁଛି ପ୍ରତିବାଦର ସ୍ୱର। ନିୟମିତ ହେବା ଆଶାରେ ପ୍ରାୟ ୧୫ ବର୍ଷ ବେଠି ଖଟିବା ପରେ ଏହାକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ଶତାଧିକ ସାନ୍ତାଳୀ ଭାଷାର ଅଲଚିକ ଶିକ୍ଷକ । ମୟୂରଭଞ୍ଜର ଜନଜାତି ଭାଷାକୁ ବଞ୍ଚାଇ ରଖିବାକୁ ପ୍ରାୟ ୧୯ଟି ଆଦିବାସୀ ବ୍ଲକ ଅଞ୍ଚଳରେ ଶହେ ଅଲଚିକ ଶିକ୍ଷକଙ୍କୁ […]

Continue Reading

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା । ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି । ବିସ୍ପୋରଣ କରିବା ପରେ ସେ ଫେରାର ଥିଲେ । ପରେ ହରପ୍ରିତ ସିଂକୁ ଧରିବା ପାଇଁ NIA ୧୦ ଲକ୍ଷ ଟଙ୍କାର ପୁରସ୍କାର […]

Continue Reading

ଯିଏ ରାମଙ୍କୁ ବିଶ୍ୱାସ କରନ୍ତି ନାହିଁ ସିଏ ମୋତେ ରାବଣ କହୁଛନ୍ତି : ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ସହ ତୁଳନା କରିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ପାଲଟା ଜବାବ ଦେଇଛନ୍ତି ମୋଦି। ଆଜି ଗୁଜରାଟର ଏକ ନିର୍ବାଚନୀ ସଭାରେ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନଙ୍କ ଉପରେ ବର୍ଷିଛନ୍ତି। ମୋଦି କହିଛନ୍ତି ଯେ, ତାଙ୍କ ବିରୋଧରେ କିଏ କେତେ ଅପଶବ୍ଦ କହିପାରିବ କଂଗ୍ରେସ ଭିତରେ ଏକ ପ୍ରତିଯୋଗିତା ଚାଲୁଛି। ଗୁଜରାଟର ପଞ୍ଚମାହଲ ଜିଲ୍ଲାର କାଲୋଲ ସହରରେ ଦଳୀୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ମୋଦି। ସେ […]

Continue Reading

ମମିତା ହତ୍ୟା ମାମଲା: ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଗିରଫ

ବଲାଙ୍ଗିର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍‌ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୁଲିସ୍‌ ଗିରଫ କରିଛି। ବୁଧବାର ରାତିରେ କଣ୍ଟାବାଞ୍ଜି ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲେ। ପରେ ଉଭୟଙ୍କୁ ଗିରଫ କରି […]

Continue Reading

ଜି-୨୦ର ଅଧ୍ୟକ୍ଷ ହେବା ପରେ ଭାରତକୁ କ’ଣ ଫାଇଦା ମିଳିବ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୯ ଏବଂ ୧୦ ସେପ୍ଟେମ୍ବରରେ ଦେଶରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବ। ଗୁରୁବାର ଠାରୁ ଭାରତ ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପାଇଛି। ଏହା ସହିତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ୨୦୦ ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି କାର୍ଯ୍ୟକ୍ରମ ଦେଶର ୫୦ ରୁ ଅଧିକ ସହରରେ ଆୟୋଜିତ ହେବ। ଜି -୨୦ ସମ୍ମିଳନୀର ଆୟୋଜନ ଭାରତ ପାଇଁ ସ୍ୱତନ୍ତ୍ର ତଥା ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ। ତଥାପି, […]

Continue Reading

ପାଣି ଭାବି ଡିଜେଲ ପିଇ ଦେଲା ଛୋଟ ଛୁଆ, ତାପରେ…

ବାଲେଶ୍ୱର: ଏକ ଛୋଟ ଛୁଆ ଡିଜେଲକୁ ପାଣି ଭାବି ପିଇଦେବାରୁ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁଃଖର କଥା ହେଲା ପିଲାଟିର ବୟସ ଦେଢ ବର୍ଷ । ଆଉ ଏହି ଡିଜେଲ ବୋତଲଟି ତାର ବାପା ରଖିଥିଲେ। ପିଲାଟିକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା, ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବାରୁ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମ୍ପର୍କରେ ପୋଲିସ କହିଛି ଯେ ବାପା ମଙ୍ଗଳବାର ଦିନ ତାଙ୍କ କାରକୁ ମରାମତି […]

Continue Reading