ଉତ୍କଳ କନିକା ଗ୍ୟାଲେରିଆ ମଲରେ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗ୍ରୁପର ସହ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଭଁଓ୍ବରଲାଲ ବୈଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ବୈଦ ଜଣେ ପରଉପକାରୀ, ସାମାଜିକ କର୍ମୀ ଏବଂ ସମଗ୍ର ଭାରତରେ ଜୈନ ସମ୍ପ୍ରଦାୟ ପାଇଁ କାମ କରିଛନ୍ତି |ଏହି ଅବସରରେ ସେ କହିଥିଲେ ୨୬ ଜାନୁଆରୀ ହେଉଛି ଭାରତର ଏକ ଉଲ୍ଲେଖନୀୟ ଶୁଭ ଐତିହାସିକ ଦିବସ। ଏକ ରାଷ୍ଟ୍ର ଭାବରେ […]

Continue Reading

ରିଷଭ ପନ୍ତଙ୍କ ପାଇଁ ମନ୍ଦିରରେ ପୂଜାକଲେ ସାଥୀ ଖେଳାଳି

ବ୍ୟୁରୋ : କୁହାଯାଏ ଭାଇ ଥିଲେ ପାଖରେ ସବୁ ହୁଏ ଖୁସିରେ। ଯାହା କେବଳ କଥାରେ ନୁହଁ ଅନେକ୍ ଥର କାମରେ ମଧ୍ୟ ଦେଖିବାକୁ ମିଳେ। ଆଜି ତାହା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ସାଥୀ ଖେଳାଳିଙ୍କ ପାଇଁ ପୂରା ଭାରତୀୟ କ୍ରିକେଟ ଟିମର ଭଲପାଇବା ସାମ୍ନାକୁ ଆସିଛି। ରିଷଭ ପନ୍ତଙ୍କ ଦୁର୍ଘଟଣା କଥା ସମସ୍ତେ ଜାଣନ୍ତି। ଆଜି ତାଙ୍କ ପାଇଁ ପୂରା ଟିମ ମନ୍ଦିରରେ ପହଞ୍ଚିଛନ୍ତି। ଖାଲି ପହଞ୍ଚିଛନ୍ତି ତାହା ନୁହଁ, ସେଠାରେ ତାଙ୍କ […]

Continue Reading
Dharaninews.in

SBIର ନୂଆ ନିୟମ, ମହଙ୍ଗା ହେଲା ଭତ୍ତା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପୁଣି ଥରେ ଋଣକୁ ମହଙ୍ଗା କରିଛି। ଏହି ଖବର ପ୍ରକାଶ ପରେ କୋଟି କୋଟି ଗ୍ରାହକଙ୍କୁ ଚକିତ କରିଦେଇଛି। ବ୍ୟାଙ୍କ ଋଣ ହାରର ମୂଲ୍ୟ ବୃଦ୍ଧି କରିଛି। ବ୍ୟାଙ୍କ ଏହାର ମାର୍ଜିନାଲ୍ କଷ୍ଟ ଆଧାରିତ ଋଣ ହାର ଅର୍ଥାତ୍ MCLR କୁ 1 ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି ବୃଦ୍ଧି ପରେ ଗ୍ରାହକଙ୍କୁ ସମସ୍ତ ପ୍ରକାର ଋଣ ଯେପରିକି ହୋମ […]

Continue Reading