ଭାରତକୁ ନେଇ ବଡ ଘୋଷଣା କଲେ ଋଷର ରାଷ୍ଟ୍ରପତି: ଚୀନ ବିଷୟରେ କ’ଣ କହିଲେ ପୁତିନ?
ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ସମ୍ବୋଧିତ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ରାଜଧାନୀ ମସ୍କୋର ଗୋଷ୍ଟିବନୀ ଡାବର ହଲରେ ନିଜ ଅଭିଭାଷଣ ସମୟରେ ପୁତିନ କହିଛନ୍ତି ଯେ, ଋଷ ବର୍ତ୍ତମାନ ୟୁକ୍ରେନରେ ସ୍ପେଶାଲ ଅପରେସନ ଜାରି ରଖିଛି । ତେବେ ଏଡି ସମ୍ବୋଧନରେ ସେ ଭାରତକୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ । ଭାରତ ସହ ବ୍ୟାପାର ଏବଂ ସହଯୋଗିତା ଋଷ ଜାରି ରଖିବ ବୋଲି […]
Continue Reading
