ତାଣ୍ଡବ ରଚିଛି ଘୂର୍ଣ୍ଣିବଳୟ ; ଭାଙ୍ଗିଲା ଘର-ଦ୍ୱାର, ୨୫ ରୁ ଅଧିକ ଲୋକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଆମେରିକାରରେ ଭୟଙ୍କର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ମିସିସିପି ଏବଂ ଆଲାବାମାରେ ତାଣ୍ଡବ ରଚିଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ମିସିସିପିରୁ ଆସିଥିବା ଚିତ୍ରଗୁଡ଼ିକରେ ବିନାଶର ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ପର୍ୟ୍ୟନ୍ତ ଘୂର୍ଣ୍ଣିବଳୟ ଯୋଗୁଁ ୨୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମିସିସିପି ଜରୁରୀକାଳୀନ ପରିଚାଳନା ଏଜେନ୍ସି ଅନୁଯାୟୀ ଘୂର୍ଣ୍ଣିବଳୟର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ ଅଧିକ ଥିଲା। ଏଥିରେ ଶହ ଶହ […]
Continue Reading