ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ପଶ୍ଚିମାଝଡ: ପ୍ରଭାବରେ ୪ ଦିନ ଭିଜିବ ସାରା ରାଜ୍ୟ
ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ କାଲିଠୁ ସାରା ରାଜ୍ୟରେ ସକ୍ରିୟ ହେବ ଆଉ ଏକ ପଶ୍ଚିମାଝଡ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ସମୟରେ ବିଜୁଳି, ଘଡଘଡି ସହ ବର୍ଷା ଏବଂ ଝଡ ପବନ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୪ ଦିନ ରାଜ୍ୟରେ ପଶ୍ଚିମାଝଡର ପ୍ରଭାବ ରହିବ ଏବଂ ୨୪ ଘଣ୍ଟା […]
Continue Reading