ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ
ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି। ଗୁରୁବାର ସୁରତ କୋର୍ଟରେ ମୋଦୀ ସାଙ୍ଗିଆ ନେଇ ବିବାଦୀୟ ଟିପ୍ପଣୀ ଯୋଗୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲାର ଶୁଣାଣି ହୋଇଥିଲା। […]
Continue Reading
