ଛାତ୍ରଛାତ୍ରୀମାନେ କରନ୍ତୁ ନାହିଁ ଚିନ୍ତା, IGNOU ଜାନୁଆରୀ ସେସନ ପାଇଁ ବଢିଲା ଆବେଦନ କରିବାର ଡେଟ୍ ଲିଷ୍ଟ
ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ IGNOU ଜାନୁଆରୀ ସେସନ ପାଇଁ ଆବେଦନ କରିନାହାଁନ୍ତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସି ପହଁଚିଛି। ଯେଉଁ ଛାତ୍ରମାନେ ଏହି ଅଧିବେଶନ ପାଇଁ ଆବେଦନ କରିନାହାଁନ୍ତି, ସେମାନେ ବର୍ତ୍ତମାନ ଚିନ୍ତା କରନ୍ତୁ ନାହିଁ, କାରଣ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି, ଆଇଜିଏନୟୁ ପୁନଃ ପଞ୍ଜିକରଣ ପାଇଁ ଶେଷ ତାରିଖ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପ୍ରାର୍ଥୀମାନେ ଏହି ଅଧିବେଶନ ପାଇଁ ମାର୍ଚ୍ଚ ୨୭, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ […]
Continue Reading
