ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୋପାଳ ମାନସିକ ରୋଗୀ ନ ଥିଲେ । ସେ କେବେ ବି ବଦଳି ପାଇଁ ଆବେଦନ କରି ନ ଥିଲେ । କାର୍ଯ୍ୟକାଳ ସମୟରେ ସୂଚାରୁ […]

Continue Reading

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ ସିଡିଆର ରିପୋର୍ଟ ମାଗି ଯାଞ୍ଚ ଚଳାଇଛି । କଲ ରେକର୍ଡରୁ ଆଜେକ୍ସ ଶେଷ ଥର କାହା ସହ ଓ […]

Continue Reading

ଏପ୍ରିଲରୁ ୩ ତାରିଖରୁ ମାଟ୍ରିକ ଖାତାଦେଖା, ପଢନ୍ତୁ ପୁରା ଖବର

କଟକ: ଶେଷ ହୋଇଛି ମାଟ୍ରିକ ପରୀକ୍ଷା, ଏବେ ମୂଲ୍ୟାଙ୍କନର ବେଳ। ଆସନ୍ତା ମାସ ଏପ୍ରିଲ ୩ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏନେଇ ବୋର୍ଡ ଅଧକ୍ଷ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ସମୟରେ କିଛି ତ୍ରୁଟି ଦେଖା ଦେଇଥିଲା, କିନ୍ତୁ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିବା ସେ କହିଛନ୍ତି। ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ଭରିଥିଲେ। ଏଥିପାଇଁ ୩୨୧୮ଟି […]

Continue Reading

ଆଜି ପଖାଳ ଦିବସ: ବିଶ୍ୱ ଦରବାରରେ ଓଡ଼ିଆର ପରିଚୟ, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ଲାଗି ହୁଏ ଅନେକ କିସମର ପଖାଳ

ଭୁବନେଶ୍ୱର: କଥାରେ ଅଛି ନଇକେ ବାଙ୍କ୍ ଦେଶକେ ଫାଙ୍କ୍ । ବିଶାଳ ଭାରତ ବର୍ଷରେ ଭାଷାରେ ଯେପରି ଭିନ୍ନତା ରହିଛି ଖାଦ୍ୟରେ ମଧ୍ୟ ବିବିଧତା ଭରି ରହିଛି । ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ଖାଦ୍ୟ ଓ ପାନୀୟରେ ଥାଏ ସେହି ରାଜ୍ୟର ଭିନ୍ନ ଏକ। ମହକ ଓ ଭିନ୍ନ ଏକ ସ୍ୱାଦ । ବିଶ୍ୱ ଦରବାରରେ ଓଡିଆ ମାନଙ୍କର ଯଦି କିଛି ସ୍ୱତନ୍ତ୍ର ପରିଚୟ ଥାଏ ତାହା ହେଉଛି ବଡଦେଉଳ ଆଉ ଓଡିଆମାନଙ୍କର ଅତି ପ୍ରିୟ ପଖାଳକୁ […]

Continue Reading

ଚାଉଳର ଦାମ ଶୁଣିଲେ ହଜିଯିବ ଭୋକ, ଖାଇଲେ ଦିଶିବେ ଚିକ୍କଣ

ନୂଆଦିଲ୍ଲୀ : ଚାଉଳର ମୂଲ୍ୟ ୧୧୦୦ ଟଙ୍କା। ବଞ୍ଚିବା ପାଇଁ ଖାଦ୍ୟ ସମସ୍ତଙ୍କୁ ଲୋଡ଼ା। ଆଉ ଭାରତୀୟଙ୍କ ପାଇଁ ପ୍ରଧାନ ଖାଦ୍ୟ ଭାତ ହୋଇଥାଏ। ଯାହା ଖାଇଲେ ସୁଦ୍ଧା ଭାତ ମୁଠାଏ ନଖାଇଲେ ଶାନ୍ତି ନାହିଁ। ଆଉ ଏହା ଖାଇଲେ ଆମ ଶରୀରକୁ ପ୍ରଚୁର ପରିମାଣର ଶକ୍ତି ମିଳିଥାଏ ଯାହା ଶ୍ଵେତସାର ଯୋଗାଇଥାଏ। ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ହେଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଭାବୁ ଥିବେ ଯେ ଭାରତରେ ଉତ୍ପାଦିତ ବାସୁମତି […]

Continue Reading

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ ଯୁଦ୍ଧ ଘଟାଇଥିବାରୁ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ କରିବାକୁ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ ୟୁକ୍ରେନର ଅଧିକୃତ ଅଞ୍ଚଳରୁ ପିଲାମାନଙ୍କୁ ବେଆଇନ ଭାବେ ଋଷିଆ ନେଇ ଯାଇଥିବା ଅଭିଯୋଗରେ ପୁଟିନଙ୍କୁ ଦାୟୀ କରି ଏଭଳି ଏକ ଗିରଫ ଓ୍ୱାରେଂଟ ଜାରି ହୋଇଛି। […]

Continue Reading

‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା ସମ୍ପୂର୍ଣ୍ଣ ଭୁଲ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହା ପଛର ପ୍ରକୃତ ସତ୍ୟତା ସ୍ପଷ୍ଟ ଭାବରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ଉପରେ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ସମୀର ଦାଶ […]

Continue Reading

ବିଧାନସଭାରେ ବିଜୁଳି ତାତି: ସରକାର ଓ ବିତରଣ କମ୍ପାନୀକୁ ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ବିଜୁଳି ଦର ବୃଦ୍ଧି କରୁଛି ଟାଟା ପାଓ୍ୱାର। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ହେଲେ ରାଜ୍ୟ ସରକାର ଏହି ଘରୋଇ କମ୍ପାନୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ଓ କଂଗ୍ରେସ ବିଧାନସଭାରେ କହିଛନ୍ତି। ଆଉ ଏହାକୁ ନେଇ ଶୁକ୍ରବାର ବିଧାନସଭାରେ ବିଜୁଳି ତାତି ଦେଖିବାକୁ ମିଳିଛି। ଶୁକ୍ରବାର ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଏହି ବିଦ୍ୟୁତ୍ ତାତି ଦେଖିବାକୁ ମିଳିଥିଲା। ବିଜୁଳି ସରପ୍ଲସ ବା ବଳକା ରାଜ୍ୟ ଓଡ଼ିଶା […]

Continue Reading

ଭାରତ ଉପରେ ଆସିପାରେ ଖାଦ୍ୟ ଉତ୍ପାଦନର ସଂକଟ

ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ ଯୋଗୁଁ ବିଭିନ୍ନ ଦେଶରେ ଅନେକ ପ୍ରକାର କୁପ୍ରଭାବ ଦେଖିବାକୁ ମିଳୁଛି । ତେଣୁ ଖୁବଶୀଘ୍ର କିଛି ଦେଶରେ ଖାଦ୍ୟ ଯୋଗାଣ ସଂକଟ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହି ତାଲିକାରୁ ଭାରତ ମଧ୍ୟ ବାଦ୍ ପଡିନି । ଧେଶକୁ ଖୁବଶୀଘ୍ର ଜଳ ଏବଂ ଖାଦ୍ୟ ସଂକଟକୁ ସାମନା କରିବାକୁ ପଡିପାରେ । ତେବେ ଏ ନେଇ ଜାରି ହୋଇଥିବା ଏକ ରିପୋର୍ଟରେ ବିଶେଷ ଭାବେ ପ୍ରକାଶ କରାଯାଇଛି । ମିଳିଥିବା […]

Continue Reading

ପଶ୍ଚିମା ଝଡ ପ୍ରଭାବରେ ବଢିବ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପରିମାଣ । ପଶ୍ଚିମା ଝଡ ପ୍ରଭାବରେ ଗତ ଦୁଇଦିନ ଧରି କେତେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଏହାର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, […]

Continue Reading