Bjd

କାହିଁକି ଚାଲିଛି “ଶଙ୍ଖ ମୋ ଗର୍ବ”ର କ୍ୟାମ୍ପେନ, କଣ ରହିଛି କାରଣ, ଜାଣନ୍ତୁ ସବୁ ସତ

Why is the “Shankh Mo Gharb” campaign going on, what are the reasons, know all the truth

Continue Reading
It's True: Alcohol Helps You Speak a Foreign Language Better

ମଦ ପିଇଲେ ଶିଖିବେ ଇଂରାଜୀ : ରିସର୍ଚ୍ଚ

କୁହାଯାଏ ମଦ୍ୟପାନ କଲେ ଜଲଦି ଯମରାଜଙ୍କ ଦ୍ୱାରସ୍ଥ ହେଇଯାଆନ୍ତି। ଆଉ ଏଥିପାଇଁ ଯମଦୂତ ଭାବେ କିଡନୀ ସମସ୍ୟା, ଲିଭର ସମସ୍ୟାରୁ ନେଇ ହାର୍ଟ ଆଟାକ୍ ପର୍ଯ୍ୟନ୍ତ ଉଭା ହୋଇଥାନ୍ତି। କିନ୍ତୁ ଆଜି ଆମେ ଏପରି କିଛି କଥା ତଥା ତଥ୍ୟ ରଖିବୁ ଯାହା ଆପଣଙ୍କୁ ବାଧ୍ୟ କରିବ ଚିନ୍ତା କରିବା ପାଇଁ। ତାହା ହେଉଛି ମଦ ଲାଭଦାୟକ। ଏକ ନୂଆ ରିସର୍ଚ୍ଚ ମାଧ୍ୟମରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିକୁ ମଦ ନିଶା ଚଢ଼ିଯାଏ, ତା’ହେଲେ ସେ […]

Continue Reading

ସ୍ମାଟ୍ ସିଟିକୁ ପ୍ରଦୂଷିତ କଲେ ଧରିବେ ସାନିଟେସନ ଇନିସପେକ୍ଟର୍ ! ଦେବାକୁ ହେବ ୧୦ ହଜାର ଫାଇନ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା କଲେ ଗଣିବେ ଜୋରିମାନା। ୫ଶହ କି ହଜାରେ ନୁହେଁ, ଉଲଙ୍ଘନକାରୀଙ୍କୁ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜୋରିମାନା । ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତକୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ିକୁ ହସ୍ତାନ୍ତର ନକରି ଖଆମଖିଆଲି ଭାବେ ଏଠିସେଠି ଖୋଲାରେ ଢାଳିଦେଉଛନ୍ତି କିମ୍ବା ନିଆଁ ଲଗାଇ ବାୟୁ ପ୍ରଦୂଷଣ କରୁଛନ୍ତି, ସେମାନଙ୍କଠାରୁ […]

Continue Reading

ଭାରତୀୟ ବୈଜ୍ଞାନିକଙ୍କ ବଡ ସଫଳତା ; ଏଣିକି ଭୂକମ୍ପ ପୂର୍ବରୁ ଫୋନକୁ ଆସିବ ମେସେଜ୍

ନୂଆଦିଲ୍ଲୀ : ଭୂକମ୍ପ ହେତୁ ଅନେକ ଧନ-ଜୀବନ ନଷ୍ଟ ହେଉଛି । ଏହାର ସବୁଠାରୁ ବଡ ଉଦାହରଣ ଯାହା ଆମେ ତୁର୍କୀ ଏବଂ ସିରିଆରେ ଦେଖିଲେ । ଭୂକମ୍ପରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି । ଭୂକମ୍ପ ହେତୁ ଅଧିକ କ୍ଷତି ନହେବା ପାଇଁ ଏକ ଭୂକମ୍ପ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଆଇଆଇଟି ରୁର୍କି ((Earthquake Early Warning System)) ଦ୍ୱାରା ବିକଶିତ […]

Continue Reading

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ, ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଆଣ୍ଚା ଭିଡିଛନ୍ତି ରାଜ୍ୟ ସରକାର । ରାଜ୍ୟର ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରିବାକୁ ବିଭାଗ ଗୁଡ଼ିକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ […]

Continue Reading

‘ନାଟୁ ନାଟୁ’ ଗୀତ ସାହାଯ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ଦେଲା ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର: ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିବା ପରେ ସାରା ଭାରତରେ ଏବେ ନାଟୁ ନାଟୁ ଗୀତ ଚର୍ଚ୍ଚାରେ। ଫିଲ୍ମ RRR ର ଏହି ଗୀତ ଓସ୍କାର ପାଇବା ପରେ ସାରା ଭାରତ ଏହାକୁ ନେଇ ଗର୍ବ ଅନୁଭବ କରୁଛି। ନାଟୁ ନାଟୁ ଗୀତର ସଫଳତା ପାଇଁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ RRR ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି […]

Continue Reading

ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ମୁଣ୍ଡପିଛା ଋଣ ଭାର ୨୨ହଜାର ୪୨ଟଙ୍କା ରହିଛି। ରାଜ୍ୟ ସରକାରଙ୍କ ମୁଣ୍ଡପିଛା ଋଣଭାର ବୃଦ୍ଧି ପାଇନାହିଁ। ମୁଣ୍ଡପିଛା ଆୟ ଅପେକ୍ଷା ଋଣ କମ୍‍ ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି, ଦେବୀପ୍ରସାଦ ମିଶ୍ର, ଅମରପ୍ରସାଦ ଶତପଥୀ, ମୁକେଶ ମହାଲିଙ୍ଗଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏହା କହିଛନ୍ତି। ତେବେ ଏହି ତଥ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବୋଲି ମନ୍ତ୍ରୀ କହିଛନ୍ତି। […]

Continue Reading

ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

କଟକ: ସାରଦା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ଓଡ଼ିଶା ହାଇକୋର୍ଟ। ସାରଦା ରିଅଲଇଷ୍ଟେଟ୍‌ କମ୍ପାନୀ ଲୋକଙ୍କୁ ଲୋଭ ଦେଖାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ୍‌ କରିଥିଲା। ଏ ନେଇ ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ ହୋଇଥିଲା ପଶ୍ଚିମବଙ୍ଗରେ ଏହାର ସିବିଆଇ ତଦନ୍ତ ମଧ୍ୟ ଜାରି ରହିଛି। ତେବେ ୨୦୧୭ରେ ବାଲେଶ୍ୱର ସ୍ୱତନ୍ତ୍ର ଅଧିକୃତ କୋର୍ଟ କମ୍ପାନୀର ୪ କୋଟି […]

Continue Reading

କଡାକଡି ହେବ ଟ୍ରାଫିକ ବ୍ୟବସ୍ଥା: ଏଣିକି ଅମାନିଆ ମାନଙ୍କୁ ଲେନ୍ସ ଜଗିବ,ଆଉ ଚାଲାଣ କାଟିବ ଆପ

ଭୁବନେଶ୍ୱର: ଟ୍ରାଫିକ ସମସ୍ୟାକୁ ସଜାଡିବା ପାଇଁ ରାଜ୍ୟ ସରକାର ତତ୍ପର । ଦ୍ରୃତଗତିରେ ଗାଡି ଚଳାଇବା ଟ୍ରାଫିକ ନିୟମ ପାଳନ ନକରିବା, ବିନା ହେଲମେଟ ପରିଧାନରେ ଗାଡି ଚଳାଇବା ପାଇଁ ବହୁ ଲୋକଙ୍କର ଚାଲାଣ କଟୁଛି । ତେବେ ଏହି ସବୁ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କ ଜୀବନ ମଧ୍ୟ ବଳି ପଡୁଛି । ସଡକ ଦୁର୍ଘଠଣାରେ ପ୍ରତିବର୍ଷ ନାନା ଲୋକଙ୍କର ଜୀବନ ଯାଉଛି । ସୂଚନାମୁତାବକ ଗତବର୍ଷରେ କେବଳ ରାଜଧାନୀରେ ୬୩୬ ଲୋକଙ୍କର ଦୁର୍ଘଟଣା ଘଟିଛି । […]

Continue Reading

ଓଡ଼ିଶାରେ ମାଡ଼ୁଛି ଜଙ୍ଗଲ ନିଆଁ; ତୁରନ୍ତ ରୋକିବାକୁ କେନ୍ଦ୍ର ପରିବେଶମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ନିଆଁ ଲାଗୁଛି। ଜଙ୍ଗଲ ଜଳିବା ମାତ୍ରା ଜୈବବିବିଧତା ନଷ୍ଟ ହେଉଛି। ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ ଏହାର ସମାଧାନ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ପାଣିପାଗ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଭୂପେନ୍ଦ୍ର ଯାଦବ ଜୀଙ୍କ ସହିତ ଏକ ବୈଠକ କରି ବଢ଼ୁଥିବା […]

Continue Reading