ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଜି ଆଉ ଦୁଇଟି ବିଭାଗର ଦାୟିତ୍ୱ ମିଳିଲା । ତାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଭାର ଦିଆଯାଇଛି । ପୂର୍ବରୁ ସେ କେବଳ ରାଜସ୍ୱ ବିପର୍ଯ୍ୟୟ ବିଭାଗର ପରିଚାଳନା କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁଯାୟୀ, ୨ଟି ମନ୍ତ୍ରୀ ଇସ୍ତଫା ଦେବାପରେ ଗଣଶିକ୍ଷା ଓ ଶ୍ରମ ବିଭାଗ ଖାଲି ପଡିଥିଲା । ଗତକାଲି ମନ୍ତ୍ରୀ ସମୀର […]

Continue Reading

କଂଗ୍ରେସର ବିଜୟ ଟ୍ରେଣ୍ଡ କାମ ଦେଲାନି; ହାରିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ ପାଇଁ ମହଙ୍ଗା ପଡିଲା କି ? କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ […]

Continue Reading

ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି ଡଗଆଉଟରେ ଦର୍ଶକମାନେ କିଛି ଜିନିଷ ଫିଙ୍ଗିବାରୁ, ଏଭଳି ଅଭାବନୀୟ ଆଚରଣ ଯୋଗୁଁ ମ୍ୟାଚକୁ ପ୍ରାୟ ୧୦ ମିନିଟ ପାଇଁ ବନ୍ଦ କରିବାକୁ ପଡିଥିଲା। ତୁରନ୍ତ ଅନ୍ ଫିଲ୍ଡ ଅମ୍ପାୟାର ଅକ୍ଷୟ ଟୋଟ୍ରେ, ଜେ ମାଡଙ୍ଗୋପାଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା ​​କାରଣ LSG ଖେଳାଳି ଏବଂ […]

Continue Reading

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳଙ୍କ ଉପରେ ବର୍ଷିବା ସହ ବାଚସ୍ପତିଙ୍କ ଉପରେ ମଧ୍ୟ ବର୍ଷିଥିଲେ। ଏପରିକି ଯେଉଁ ଢଙ୍ଗରେ ସିନ୍ଦେ ସରକାର ଗଢ଼ା ହେଲା ତାହା ଆଇନସମ୍ମତ ନୁହେଁ […]

Continue Reading

ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ହାଇଦ୍ରାବାଦ୍‌: ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ୍ ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ଟିମ୍ ୩ ଉଇକେଟ୍ ହରାଇ ହାସଲ କରି ନେଇଥିଲା। ଲକ୍ଷ୍ନୌ ପାଇଁ ପ୍ରେରକ ମଙ୍କଡ଼ ସର୍ବାଧିକ ରନ୍ ସ୍କୋର କରିଥିବା ବେଳେ […]

Continue Reading

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ କହିଛନ୍ତି । ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]

Continue Reading

ସାରଙ୍କ ଚାପୁଡା ସହିନପାରି ଛାତ୍ରର ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱରରେ ଥିବା ଏକ ଆଇଟିଆଇ କଲେଜରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାର ବାସିନ୍ଦା ତଥା କଲେଜରେ ଛାତ୍ର ରୁଦ୍ର ମାଧବ ରଣାଙ୍କୁ ଶୁକ୍ରବାର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀ ନାମକ ଜଣେ ଶିକ୍ଷକଙ୍କ ଦ୍ୱାରା ମାଡ ଖାଇଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ତାଙ୍କ ମା’ ଦାବି କରିଛନ୍ତି। ମୃତ ଛାତ୍ରଙ୍କ ମା’ଙ୍କ କହିବାନୁସାରେ, […]

Continue Reading

ଅନଲାଇନରେ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରି, ଆମାଜନ ଭଳି ସଂସ୍ଥା ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରୟ କରୁଥିବାରୁ ଟପ୍ ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ଏହି କ୍ଲିପ୍ ଗୁଡିକ ସିଟ୍ ବେଲ୍ଟ ନ ପିନ୍ଧିବା ସମୟରେ ଆଲାରାମ ବିପ୍ ବନ୍ଦ କରି ଗ୍ରାହକଙ୍କ ଜୀବନକୁ ବିପଦରେ ପକାଇଥାଏ। ମୁଖ୍ୟ କମିଶନର ଶ୍ରୀମତୀ ନିଧି ଖାରେଙ୍କ ନେତୃତ୍ୱରେ ସିସିପିଏ ଆମାଜନ, ଫ୍ଲିପକାର୍ଟ, ସ୍ନାପଡାଲ, […]

Continue Reading

ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ। ସିବିଆଇ କହିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ରାଞ୍ଚି ସମେତ ୨୯ ଟି ସ୍ଥାନରେ ଚଢାଉ କରାଯାଇଛି। କ୍ରୁଜ୍ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ […]

Continue Reading

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ: ଶ୍ରମମନ୍ତ୍ରୀ ବି ଛାଡିଲେ ପଦ

ଭୁବନେଶ୍ୱର: ଅଚାନକ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ତାଙ୍କ ପରେ ପରେ ମନ୍ତ୍ରୀମଣ୍ଡଳର ଆଉ ଦୁଇ ଜଣ ମନ୍ତ୍ରୀ ମଧ୍ୟ ନିଜ ନିଜ ପଦରୁ ଇସ୍ତପା ଦେଇଛନ୍ତି । ରାଜ୍ୟର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତିଙ୍କ ଇସ୍ତଫା ପରେ ଆଉ ଦୁଇ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ତେବେ ୩ ଜଣ ପ୍ରମୁଖ ମନ୍ତ୍ରୀଙ୍କ […]

Continue Reading