ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ
ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩ ଗୁଣ ବଡ । ଭାରତ, ଜର୍ମାନୀ, ସୁଇଜରଲ୍ୟାଣ୍ଡ ଓ ଆମେରିକାର ବୈଜ୍ଞାନିକଙ୍କୁ ନେଇ ଗଠିତ ଟିମ୍ ଏହି ଗ୍ରହର ଘନତ୍ୱକୁ ସଠିକ୍ ରୂପରେ ମାପିବା ଲାଗି ମାଉଣ୍ଟ ଆବୁ ଗୁରୁଶିଖର ଅନୁସନ୍ଧାନ କେନ୍ଦ୍ର ଠାରେ ସ୍ୱଦେଶୀ ନିର୍ମିି ପିଆରଏଲ୍ ଆଡଭାନ୍ସଡ୍ ରେଡିଆଲ୍ ଭେଲୋସିଟି ଆବୁ […]
Continue Reading