ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬, ୨୧-୧୧ରେ ପରାସ୍ତ କରିଥିଲେ । ଏହି ମ୍ୟାଚ ୪୦ମିନିଟ ପର୍ଯ୍ୟନ୍ତ ଖେଳା ଯାଇଥିଲା । କ୍ୱାର୍ଟରରେ ସିନ୍ଧୁ ଚୀନର ୟି ମାନ ହଙ୍ଗଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ଚୀନର ଶି […]

Continue Reading

୨୭ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ସେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାନେଇ ଦାବି ଦୋହରାଇବେ ବୋଲି ସୂଚନା ମିଳିଛି । ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ପ୍ୟାକେଜ ସହ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ଦାବି ରଖିବେ । ଏହାସହ ଟେଲି କମ୍ୟୁନିକେସନ ବ୍ୟବସ୍ଥା ନେଇ ମଧ୍ୟ ଦାବି ରଖିବେ ବୋଲି ସୂଚନା ମିଳିଛି । […]

Continue Reading

ତେଜିଲା ନୂଆ ସଂସଦ ଭବନ ଉଦଘାଟନ ବିବାଦ; ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଯେତେ ଯେତେ ପାଖେଇ ଆସୁଛି, ବିବାଦ ସେତେ ଘନଉଛି । ଉଦ୍‌ଘାଟନ ସମାରୋହକୁ ୧୯ ବିରୋଧୀ ଦଳ ବହିଷ୍କାର କରିବେ ବୋଲି ଘୋଷଣା କରିବା ପରେ ଏବେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଦର୍ଶାଇଛନ୍ତି, ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ । ଏପରିକି […]

Continue Reading

ପ୍ରଥମେ ପଶୁ ମାନଙ୍କ ଠାରେ ବ୍ୟାପିବ ଓ ପରେ ମଣିଷଙ୍କୁ ସଂକ୍ରମିତ ହେବ

ୱାଶିଂଟନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ । ଯେଉଁ ସମୟରେ କରୋନା ଭାଇରସ୍ ଆତଙ୍କରୁ ବିଶ୍ୱକୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ସେହି ସମୟରେ ହୁ ପ୍ରମୁଖଙ୍କ ଏହି ଚେତାବନୀ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା […]

Continue Reading

ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ, ୨୯ ଜୁଲାଇରୁ ପାଠପଢ଼ା

ଭୁବନେଶ୍ୱର: ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ମିିିଳିଥିବା ସୂଚନା ଅନୁଯାୟୀ, ଜୁନ ୨୦ ଆବେଦନ କରିବାର ଶେଷ ତାରିଖ ରହିଥିବା ବେଳେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ। ୨୯ […]

Continue Reading

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ମିଳିବ ୱାଇଫାଇ ସେବା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ । ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏବେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ୱାଇଫାଇ ସହ ଏକ ଜିବି ଡାଟା ସୁବିଧା ଯୋଗାଇ ଦିଆଯିବ । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ଉପଭୋଗ କରିପାରିବେ । ଚଳିତ ବର୍ଷର ଆଗାମୀ ପାଠ୍ୟକ୍ରମ ସମୟୁ […]

Continue Reading

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ । ପ୍ରଶାସକ ବ୍ରିଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେବା ପରେ ଏହି ଧାରଣା ପ୍ରତ୍ୟାହାର ହୋଇଥିଲା […]

Continue Reading

ଅପମିଶ୍ରଣ ରୋକିବାକୁ ସାରା ଦେଶରେ ଦୁଗ୍ଧ ଜାତ ସାମଗ୍ରୀର ପରୀକ୍ଷା କରିବ ଏଫଏସଏସଏଆଇ

ନୂଆଦିଲ୍ଲୀ: କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଅପମିଶ୍ରଣକୁ ରୋକିବା ପାଇଁ ଚାଲିଥିବା ପ୍ରୟାସରେ ଦେଶର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଗୁରୁବାର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଦେଶବ୍ୟାପୀ ପରୀକ୍ଷା କରିବ ବୋଲି କହିଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ କୁହାଯାଇଛି ଯେ, ଏହି ସର୍ବ ଭାରତୀୟ ସର୍ଭେଲାନ୍ସ ରାଜ୍ୟର ସମସ୍ତ ଜିଲ୍ଲା ଓ କେନ୍ଦ୍ରଶାସିତ ଅଞ୍ଚଳରେ ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରରୁ ନମୁନା ସଂଗ୍ରହ କରି ବ୍ୟାପକ ଭାବେ […]

Continue Reading

ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ ଯୋଗଦେବେ ୨୫ଟି ରାଜନୈତିକ ଦଳ- ସୂତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ । ଏନେଇ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବୟକଟ ଘୋଷଣା କରାଯାଇଥିଲା । ଏପରିକି ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ଯାଚିକା ଦାୟର ହୋଇଥିଲା […]

Continue Reading

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ ଗୁଳୁଗୁଳିରେ ଡହଳ ବିକଳ ହେଉଛନ୍ତି । ଝାରସୁଗୁ଼ଡ଼ାରେ ଆଜି ପାରଦ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୪୩.୨ ଡିଗ୍ରୀ, […]

Continue Reading