ରାଜ୍ୟରେ ପ୍ରଥମ ଘଟଣା: ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳ

ଭୁବନେଶ୍ୱର: ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ୁଥିବା ବେଳେ ଅନେକ ଭୟଙ୍କର ରୋଗରୁ ଲୋକମାନେ ସୁସ୍ଥ ଲାଭ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ ଏକ ଅସ୍ତ୍ରୋପଚାର କରାଯାଇଛି । ଗୋଟିଏ ୩ ମାସର ଶିଶୁର ରେଟିନା ଅସ୍ତ୍ରୋପଚାର ସଫଳତାର ସହିତ କରାଯାଇଛି । ଏହି ଅସ୍ତ୍ରୋପଚାର ଫଳରେ ଶିଶୁଟି ଏବେ ଭଲଭାବେ ଦେଖି ପାରୁଥିବା ଜଣାପଡ଼ିଛି । ସୂଚନା ମୁତାବକ, ଶିଶୁଟିର ଦୃଷ୍ଟିଶକ୍ତି ଆବଶ୍ୟକତା ଅନୁସାରେ ବିକାଶ ହେଉନଥିବା ସ୍କ୍ରିନିଂ […]

Continue Reading

ଦ୍ୱିତୀୟ ଥର ମା’ ହେବେ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ; Baby Shower ଫଟୋ ଭାଇରାଲ

ମୁମ୍ବାଇ : ଅମ୍ବାନୀ ପରିବାରର ବଡ ବୋହୂ ଯଥା ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ନିକଟରେ ତାଙ୍କ ଶିଶୁ ସାୱାର ସମାରୋହ ଶେଷ ହୋଇଛି । ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଚିତ୍ରଗୁଡ଼ିକରେ ଶ୍ଲୋକା ତାଙ୍କ ସାଙ୍ଗମାନଙ୍କ ସହିତ ବହୁତ ମଜା କରୁଥିବାର ନଜର ଆସିଛନ୍ତି । ଆହୁରି ମଧ୍ୟ ସୋସିଆଲ ମିଡିଆରେ ଶ୍ଲୋକାଙ୍କ ଲୁକକୁ […]

Continue Reading

୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା ।  ଆଜି ଝାରସୁଗୁଡା ତାପମାତ୍ରା ୪୨.୨ ଡିଗ୍ରୀ ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି । ଗତକାଲି ଅପେକ୍ଷା ଆଜି […]

Continue Reading

ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ ଚଳାଇଛି ଇରାନ, ସାଟେଲାଇଟ ଚିତ୍ରରେ ଖୁଲାସା

ତେହେରାନ: ଇସ୍ରାଏଲ ଓ ଆମେରିକାକୁ ଲୁଚାଇ ଇରାନ ମାଟି ତଳେ ପରମାଣୁ ଅସ୍ତ୍ର ନିର୍ମାଣ କାର୍ଯ୍ୟରେ ଲାଗିଛି । ସାଟେଲାଇନ ଚିତ୍ରରୁ ଏହି ଖୁଲାସା ହୋଇଛି । ଇରାନର ନ୍ୟୁକ୍ଲିୟର ସାଇଟଠାରୁ କିଛି ଦୂରରେ ଥିବା ପାହାଡିଆ ଅଂଚଳରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଆରମ୍ଭ ହୋଇଛି । ଆମେରିକା ଓ ଇସ୍ରାଏଲ ଆକ୍ରମଣ କରି ଏହାକୁ ନଷ୍ଟ କରିବା ସମ୍ଭାବନା ଥିବାରୁ ଇରାନ ସେନା ଏହାକୁ ଜଗି ରହିଛନ୍ତି । ୮୦ରୁ ୧୦୦ ମିଟର ତଳେ ଏହାକୁ ନିର୍ମାଣ […]

Continue Reading

୧୦୦୦ ଲୋକଙ୍କୁ ଛଟେଇ କରିବ ରିଲାଏନ୍ସ! ଦଶ ହଜାର କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଏକ କମ୍ପାନୀ ବଡ଼ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ସହାୟକ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଏହାବାଦ ପ୍ରାୟ ୧୦,୦୦୦ ଲୋକଙ୍କ ଚାକିରୀ ଏବେ ବିପଦରେ ପଡିଛି। ଇକୋନୋମିକ୍ସ ଟାଇମ୍ସ ଏହି ରିପୋର୍ଟ କରିଛି। ତେବେ ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ରିଲାଏନ୍ସ ରିଟେଲ କିଛି ଦିନ ପୂର୍ବରୁ ‘ମେଟ୍ରୋ କ୍ୟାଶ ଏବଂ କ୍ୟାରି’ […]

Continue Reading

ମଣିପୁରରେ ପୁଣି ତେଜିଲା ହିଂସା ; ରାଜଧାନୀରେ ଜଳା ପୋଡା , କର୍ଫ୍ୟୁ ଲାଗୁ

ଇମ୍ଫାଲ : ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ତେଜିଛି । ସହରରେ ବିଭିନ୍ନ୍ନ ସ୍ଥାନରେ ପୂର୍ବ ଭଳି ପୋଡା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଇମ୍ଫାଲରେ କର୍ଫ୍ୟୁ ଲାଗୁ କରାଯିବା ସହ ସଶସ୍ତ୍ର ବାହୀନ ମୁତୟନ କରାଯାଇଛି । ଆଜିର ଏହି ତାଜା ହିଂସା ପରେ ସେନା ଏବଂ ସାମରିକ ବାହିନୀ ମଣିପୁରକୁ ପଠାଯାଇଛି। ରାଜ୍ୟ ରାଜଧାନୀ ଇମ୍ଫାଲର ନ୍ୟୁ ଚେକନ୍ ଅଞ୍ଚଳରେ ସ୍ଥାନୀୟ ବଜାରରେ ମେଟେଇ ଏବଂ […]

Continue Reading

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି: ଆଉ ୫ ଦିନ ଏପରି ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିଲାବେଳେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନକରାଯାଇଛି। ସମ୍ବଲପୁର ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାର ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଓ ଭଦ୍ରକର ଜିଲ୍ଲାର ଗୋଟିଏ […]

Continue Reading

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ସେବା ବ୍ୟାହାତ ହେବା ଲୋକଙ୍କୁ ବେଶ୍ ହଇରାଣ ହରକତ କରୁଛି । ଯାହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର […]

Continue Reading

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ରେକର୍ଡ […]

Continue Reading

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ପ୍ରମୁଖ ନେତାଙ୍କୁ ବିବାଦ ଘେରକୁ ଆଣିଥିବା ସତ୍ୟପାଲ ପୁଣିଥରେ ସେହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ଆହୁରି […]

Continue Reading