ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ
କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଆହତଙ୍କ ପରିବାରଙ୍କୁ ମଧ୍ୟ ଚାକିରୀ ଦିଆଯିବ ବୋଲି ପଶ୍ଚିମବଙ୍ଗ […]
Continue Reading