୧୨ ପ୍ରତିଶତ ବଢ଼ିଲା GST କଲେକ୍ସନ: ମଇ ମାସରେ ସଂଗ୍ରହ ହେଲା ୧.୫୭ ଲକ୍ଷ କୋଟି
ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍ଟି ୨୮,୪୧୧ କୋଟି, ଏସ୍ଜିଏସ୍ଟି ୩୫,୮୨୮ କୋଟି ଏବଂ ଆଇଜିଏସ୍ଟି ୮୧,୩୬୩ କୋଟି ରହିଥିଲା। ମଇ ମାସରେ ସରକାର ଇଣ୍ଟିଗ୍ରେଟେଡ୍ ଜିଏସ୍ଟି ରୁ ସେଣ୍ଟ୍ରାଲ୍ ଜିଏସ୍ଟି ରେ ୩୫,୩୬୯ କୋଟି ଏବଂ ରାଜ୍ୟ ଜିଏସ୍ଟିରେ ୨୯,୭୬୯ କୋଟି ଟଙ୍କା ସେଟେଲମେଣ୍ଟ […]
Continue Reading
