ଶିବ ତାଣ୍ଡବ ସ୍ତୋତ୍ରର ଅମାପ ମହିମା

ଭୁବନେଶ୍ୱର : ରାବଣ ଥିଲା ପ୍ରଭୁ ଶିବଙ୍କ ପରମ ଭକ୍ତ । ରାବଣ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତ୍ରୋତ୍ର ଆଜି ବି ଶିବଭକ୍ତି ମାନେ ପରମଭକ୍ତିରେ ପାଠ କରନ୍ତି । ଛନ୍ଦ-ତାଳ- ଲୟ ସଅ ଅତ୍ୟନ୍ତ ଉଚ୍ଚକୋଟୀର ଭାବ ଭାଷା ନେଇ ଲିଖିତ ଏହି ସ୍ତୋତ୍ରକୁ ପରମ ଭକ୍ତିର ସହ ପାଠ କଲେ ବହୁ ସୁଫଳ ମିଳିଥାଏ ବୋଲି ବିଶ୍ୱାସ । ବିଶେଷ କରି ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ ମନୋକାମନା ଅଚିରେ ପୂରଣ […]

Continue Reading

ଧନୀ ହେବା ଲାଗି ମାନନ୍ତୁ ଚାଣକ୍ୟଙ୍କ ଏହି ୫ଟି କଥା!

ଭୁବନେଶ୍ବର: ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ ଗୋଟିଏ ହେଲା ଜୀବନରେ ଧନର ଆବଶ୍ୟକତା। ଚାଣକ୍ୟ କୁହନ୍ତି ସୁଖୀ ଜୀବନ ଲାଗି ଧନ ବହୁତ ଜରୁରୀ। ଚାଣକ୍ୟ କହିଛନ୍ତି ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ। ଟଙ୍କା ରୋଜଗାର ଲାଗି […]

Continue Reading

ସିଝା ଚିକେନ୍‌‌ ଖାଉଛନ୍ତି କି? ଜାଣନ୍ତୁ

ଚିକେନ୍‌‌ର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ଅଧିକାଂଶ ଲୋକଙ୍କୁ ଚିକେନ୍‌‌ ଖାଇବା ବେଶ ପସନ୍ଦ। ଚିକେନକୁ ନେଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଏ। ଚିକେନ୍‌‌ ସୁପ୍‌‌, କଷା ଆଦି। ମାତ୍ର ମସଲା ବ୍ୟବହାର କରି ପ୍ରସ୍ତୁତ କରିବା ଅପେକ୍ଷା ଏହାକୁ ସିଝାଇ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ। ଜାଣନ୍ତୁ..ଚିକେନ ତରକାରୀ ଓ ଚିକେନ କଷା ଆଦି ହଜମ ହେବାକୁ ଅଧିକ ସମୟ ଲାଗି ଥାଏ। ଏହାସହ ଏଥିରେ ମସଲା ଓ […]

Continue Reading

କୋଟିପତି କରୁଛି ଟମାଟୋ

ନୂଆଦିଲ୍ଲୀ: ଟମାଟୋ ଚାଷ କରୁଥିବା ଚାଷୀମାନେ ୨୦୨୩ ବର୍ଷକୁ ନିଜ ଜୀବନ ସାରା ଭୁଲି ପାରିବେନି। ଜୁଲାଇରେ ହଠାତ୍‌ ଟମାଟୋ ଦରରେ ହୋଇଥିବା ବୃଦ୍ଧି ବହୁ ଚାଷୀଙ୍କୁ କୋଟିପତି କରିଦେଇଛି। ଟମାଟୋ ଚାଷରେ ଆଗୁଆ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଅଧିକ ଟମାଟୋ ଚାଷୀ କୋଟିଏ ଟଙ୍କାରୁ ଅଧିକ ଆୟ କରିଛନ୍ତି। ଆନ୍ଧପ୍ରଦେଶର କରକାମଣ୍ଡା ଜିଲ୍ଲାର ଦୁଇ ଚାଷୀ ପି. ଚନ୍ଦ୍ରମୌଲି ଓ ପି. ମୁରଲୀ ୧୦ଲକ୍ଷ କେଜିରୁ ଅଧିକ ଟମାଟୋ ବିକି ୩ […]

Continue Reading

ଗାଈ ଗୋବରରେ ପରିବେଶ ଅନୁକୂଳ ସ୍ଥାୟୀ ଘର

ଅହମ୍ମଦାବାଦ: ପିଲାଦିନରେ ମିଳିଥିବା ଶିକ୍ଷା ଆମର ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗୁଜୁରାଟର ଗୋଣ୍ଡଲର ୪୪ ବର୍ଷୀୟ ରମେଶ ରୁପରେଲିଆ ଗାଈର କ୍ଷୀର ଓ ଗୋବରର ଉପକାର ବିଷୟରେ ପିଲାଦିନରୁ ଶୁଣୁଥିଲେ। ଆଜି ରମେଶ ଗାଈ ଆଧାରିତ ଚାଷ କାର୍ଯ୍ୟ କରି ଭାରତ ସହିତ ବିଶ୍ୱର ୧୨୩ଟି ଦେଶକୁ ଜୈବ ଉତ୍ପାଦ ଓ ଘିଅ ପଠାଉଛନ୍ତି। ଏହା ସହିତ ଗାଈ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ଜିନିଷର ମହତ୍ତ୍ୱ ବୁଝି ସେ ସେଗୁଡିକୁ […]

Continue Reading

ଶରୀରକୁ ସୁସ୍ଥ ରଖେ ନଡ଼ିଆ ପାଣି

ଭୁବନେଶ୍ବର: ନଡ଼ିଆ ପାଣିର ସ୍ୱାଦ ଭାରି ମିଠା। ଏହା ଆମ ଶରୀର ପାଇଁ ଖୁବ୍ ହିତକାରକ। ଏହାକୁ ଛୋଟ ଠାରୁ ବଡ଼ ସବୁ ବୟସ୍କର ଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁ ସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରା ଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ।ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ […]

Continue Reading

ପାକିସ୍ତାନରେ ଭୀଷଣ ଟ୍ରେନ ଦୁର୍ଘଟଣା: ୧୫ ମୃତ, ୫୦ ଆହତ

ଇସଲାମାବାଦ: ଆଜି ପାକିସ୍ତାନର ଶାହାଜାଦପୁର ଏବଂ ନବାବଶା ମଧ୍ୟରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଟ୍ରେନ୍ ଦୁର୍ଘଟଣାରେ ହାଜାରା ଏକ୍ସପ୍ରେସର ପ୍ରାୟ ୧୦ ଟି ବଗି ବିଛିନ୍ନ ହୋଇଥିବା ଜଣାପଡିଛି ​​| ଏହି ଦୁର୍ଘଟଣାରେ ସମୁଦାୟ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରେନ୍ କରାଚିରୁ ପଞ୍ଜାବକୁ ଯାଉଥିବାବେଳେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପାକିସ୍ତାନ ରେଡିଓର ରିପୋର୍ଟ ଅନୁଯାୟୀ, […]

Continue Reading

Vavada Casino

Вавада как быстро вывести деньги без проблем Вавада как вывести деньги Вавада: как быстро вывести деньги без проблем Этап 3: Введите сумму, которую хотите вывести. Имейте в виду, что минимальная сумма может варьироваться в зависимости от выбранного способа. Не забывайте о возможных комиссиях, которые могут применяться. Следуя этим простым шагам, вы сможете быстро и без […]

Continue Reading