ବିନା କୋଚିଂରେ ପାଠ ପଢ଼ା ଠପ୍ : ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ

ବିନା କୋଚିଂରେ ପାଠ ପଢ଼ା ଠପ୍ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ । ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ ବା କୋଚିଂ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅଭିଭାବକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟ୍ୟୁସନ ଓ କୋଚିଂ ପାଇଁ ସହାରାଞ୍ଚଳରେ ଛାତ୍ର ପିଛା ୧୦ ହଜାର ୮୯୯ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୩ ହଜାର ୫୪୭ ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲରେ ଶିକ୍ଷକ […]

Continue Reading

ଦିନରେ ଚୋରି ରାତିରେ ପ୍ରବଚନ: କହୁଥିଲା ଚେଞ୍ଜ୍ ୟୋର୍ ଲାଇଫ୍

ଦିନ ହେଲେ ଘରେ ପଶି ଚୋରି କରୁଥିଲା, ଆଉ ସଞ୍ଜବେଳା କ୍ୟାମେରା ଆଗରେ କହୁଥିଲା ‘ଚେଞ୍ଜ୍ ୟୋର୍ ଲାଇଫ୍’। ପେଶାଦାର ଚୋର ଦେଖିଥିବେ, ହେଲେ ୟା ଭଳି ନୁହେଁ। ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ ।ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ନାଁରେ ୧୦ରୁ ଅଧିକ […]

Continue Reading

ବିହାରରେ ୩ ଆତଙ୍କବାଦୀ: କରୁଛନ୍ତି ଆକ୍ରମଣର ବଡ଼ ଯୋଜନା

ବିହାରରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ । ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ଆକ୍ସନ ମୋଡ଼ରେ ରହିଛନ୍ତି। ଏହି ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସମସ୍ତେ ପାକିସ୍ତାନୀ । ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା । ଆଦିଲ ହୁସେନ ଉସମାନ୍ ଉବାହଲପୁରର ବାସିନ୍ଦା । ସେହିପରି ମହମ୍ମଦ ଉସମାନ୍ ବାହାବଲପୁରର ବାସିନ୍ଦା […]

Continue Reading

ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: କାହିଁକି କହିଲେ ରାଜନାଥ ସିଂହ

ଅପରେସନ୍ ସିନ୍ଦୂର ପରେ ଭାରତୀୟ ସେନାଙ୍କୁ ପରାମର୍ଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭାରତୀୟ ସେନାକୁ ସେମାନଙ୍କର ପ୍ରସ୍ତୁତିକୁ ମଜବୁତ କରିବାକୁ କହିଛନ୍ତି । ମଧ୍ୟପ୍ରଦେଶର ଡ.ଆମ୍ବେଦକରନଗର ସ୍ଥିତ ସୈନ୍ୟ ଛାଉଣୀରେ ଆୟୋଜିତ ‘ରଣ ସଂବାଦ ୨୦୨୫’ ସମ୍ମିଳନୀରେ ସେ କହିଛନ୍ତି ଯେ, ଭାରତର ସଶସ୍ତ୍ର ବାହିନୀ ଛୋଟ ଯୁଦ୍ଧଠୁ ଆରମ୍ଭ କରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ । ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଜେନେରାଲ ଅନିଲ […]

Continue Reading

ବନ୍ୟାରେ ଭାସିଗଲା ଶେର-ଏ-ପଞ୍ଜାବ ରେଷ୍ଟୁରାଣ୍ଟ

ମୌସୁମୀ ବର୍ଷା ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବ୍ୟାସ ନଦୀ ଉଗ୍ର ରୂପ ଧାରଣ କରିଛି। କୁଲୁ ଜିଲ୍ଲାର ମନାଲିରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ଅନେକ ଦୋକାନ ଭାସି ଯାଇଛି, ଘର ଭାଙ୍ଗି ପଡ଼ିଛି, ରାସ୍ତା ବନ୍ଦ ହୋଇଛି ଏବଂ ଘରବାଡ଼ି ଜଳମଗ୍ନ ହୋଇଛି। ଏହି ବିପର୍ଯ୍ୟୟରେ ମନାଲିର ପ୍ରସିଦ୍ଧ ଶେର-ଏ-ପଞ୍ଜାବ ରେଷ୍ଟୁରାଣ୍ଟ ମଧ୍ୟ ଆସିଛି। ଏହି ଆଇକନିକ ରେଷ୍ଟୁରାଣ୍ଟର କେବଳ ଗେଟ ଭାଗ ବଞ୍ଚିଛି, ପଛ ଭାଗ ସମ୍ପୂର୍ଣ୍ଣ ବନ୍ୟାରେ ଭାସି ଯାଇଛି। […]

Continue Reading

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଲେ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ: ତେଲୁଗୁ ଫିଲ୍ମରେ ୫୦ବର୍ଷ

ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ବନାଇଛନ୍ତି ତେଲୁଗୁ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣ। ଭାରତୀୟ ସିନେମାରେ ମୁଖ୍ୟ ଅଭିନେତା ଭାବରେ ୫୦ ବର୍ଷର ଚମତ୍କାର କ୍ୟାରିଅର ପାଇଁ ରେକର୍ଡସ କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ସୋସିଆଲ ମିଡିଆରେ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ୟୁକେର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ସ୍ୱୀକୃତି ନନ୍ଦମୁରୀ ବାଲକ୍ରିଷ୍ଣଙ୍କ ଅସାଧାରଣ ଯାତ୍ରାର ଏକ ପ୍ରମାଣ। ଏନେଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ର ସିଇଓ […]

Continue Reading

ଆହୁରି 3ଦିନ ବର୍ଷିବ ! ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଚେତାବନୀ

ଓଡିଶା ଉପକୂଳ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଆଜି ଏହା ସାରା ଓଡ଼ିଶାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ । ଆଜି ସାରା ଓଡ଼ିଶାରେ ବର୍ଷା ସହ କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର ଓ ବରଗଡ଼ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ । […]

Continue Reading

ଯୌତୁକ ପାଇଁ ବୋହୂକୁ ଜିଅନ୍ତା ଜାଳିଦେଲେ: ସ୍ବାମୀ ପୁଲିସ କନଷ୍ଟେବଲ

ପୁଣି ଉତ୍ତର ପ୍ରଦେଶରୁ ଆସିଛି ଯୌତୁକ ନିର୍ଯାତନାର ଭୟଙ୍କର ଚିତ୍ର। କିଛି ଦିନ ତଳେ ଗ୍ରେଟର ନୋଏଡାରେ ୨୬ ବର୍ଷୀୟ ନିକ୍କି ଭାଟିଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକ ଜୀବନ୍ତ ପୋଡ଼ି ମାରି ଦେଇଥିଲେ। ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ସବୁ ସୀମା ପାର କରି ଯାଇଛନ୍ତି। ସେମାନେ ଘରର ବୋହୂଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଏବେ ମହିଳା […]

Continue Reading

ଚାଷୀ ଭାଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି

ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, […]

Continue Reading

How to Access Bonus Content

Easily In the world of gaming, where mythic figures influence societal resilience by inspiring innovation and humor, serving as symbolic acts of misrule, ultimately inspiring progress. Their subtle presence encourages exploration and reinforces the mythic narrative The strategic use of color – coded diagrams, mythological maps, or digital icons — the core purpose of mystery […]

Continue Reading