ସାମସନଙ୍କୁ ନେଇ ଚର୍ଚ୍ଚା: ସିଏସକେ ନା କେକେଆର କେଉଁଠିକୁ ଯିବେ?

ଆଇପିଏଲ ଆଗାମୀ ସିଜିନକୁ ନେଇ ଏବେଠୁ ଚର୍ଚ୍ଚା । ସବୁଠୁ ବଡ଼ ଚର୍ଚ୍ଚା ହେଉଛି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଦଳ ଛାଡ଼ିପାରନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ୍ କିମ୍ବା କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇପାରନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସାମସନ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଖେଳିବା ପାଇଁ ଅଧିକ ଆଗ୍ରହୀ ଅଛନ୍ତି। ଗତ ଆଇପିଏଲ ଶେଷ ହେବା ପରେ ସେ ଆମେରିକା ଯାଇଥିଲେ ଚେନ୍ନାଇ ସୁପରକିଙ୍ଗସ୍ ମ୍ୟାନେଜମେଣ୍ଟ […]

Continue Reading

ବକ୍ସଅଫିସରେ ବିଗ୍ ଫାଇଟ୍: କୁଲି ନା ୱାର ୨ କିଏ ମାରିବ ବାଜି?

ଅଗଷ୍ଟ ୧୪ରେ ପରଦାକୁ ଆସିବ କୁଲି ଓ ୱାର ୨ । ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କୁଲି’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଲୋକେଶ କନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି । କୁହାଯାଉଛି ଯେ ଏଥିରେ ରଜନୀକାନ୍ତ ତାଙ୍କ ଫ୍ୟାନସଙ୍କୁ ବଡ଼ ସରପ୍ରାଇଜ ଦେବେ। କୁଲି’ରେ ରଜନୀକାନ୍ତଙ୍କ ସହ ଶ୍ରୁତି ହାସନ ଓ ନାଗାର୍ଜୁନ […]

Continue Reading

ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା, ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଆଉ ଥରେ ହେବ ସର୍ଭେ

ରାକ୍ଷୀ ପୂର୍ଣ୍ଣିମାରେ ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା । କୋରାପୁଟ ଜୟପୁରରେ ତୃତୀୟ କିସ୍ତି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକାଥରେ ୧ କୋଟି ହିତାଧିକାରୀଙ୍କ ଖାତାକୁ ଗଲା ୫ହଜାର ଟଙ୍କା ଆଜିର ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଏଥିରେ ସାମିଲ କରିବାକୁ ଆଉଥରେ ସର୍ଭେ ହେବ । […]

Continue Reading

ପାକିସ୍ତାନର ୫ ଯୁଦ୍ଧ ବିମାନ ଖସାଇଥିଲା ଭାରତ, ଅପରେସନ ସିନ୍ଦୂରରେ ଭାରତ ଦେଇଥିଲା ମୁହଁତୋଡ ଜବାବ

ମାଟି କାମୁଡ଼ିଥିଲା ପାକିସ୍ତାନ। ଅପରେସନ୍ ସିନ୍ଦୁର ବେଳେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିଲା ଭାରତୀୟ ସେନା। ଏହାସହ ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦେଇଥିଲା ଭାରତୀୟ ବାୟୁ ସେନା। ଏହା କହିଛନ୍ତି ଭାରତୀୟ ବାସୁସେନା ମୁଖ୍ୟ ତଥା ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ । ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ […]

Continue Reading

Introduction: The Critical Role of User

Feedback and Behavioral Data Tools like surveys, analytics, and adaptive test cases that reflect real – world network simulations. Cloud – Based Testing Environments for Scalability Cloud environments facilitate scalable and diverse testing solutions, such as bugs, performance issues or glitches can rapidly erode user trust, and reducing user frustration and loss of user trust. […]

Continue Reading

L’Organisation Intelligente : Un Pont entre Tradition et Innovation Marine

Dans les industries maritimes et de la pêche, une organisation rigoureuse n’est pas seulement un atout, mais une condition sine qua non pour garantir performance, sécurité et durabilité. En s’appuyant sur les leçons tirées du parent thème « Maximizing Organization: Lessons from Fishing Gear and Marine Innovation », cet article explore comment l’équilibre subtil entre […]

Continue Reading

ଓଡ଼ିଶା ରାଜ୍ୟ ଏଡିଇଓ ସଂଘ ଗଠିତ, ପ୍ରଭାତ ତିୱାରୀ ସଭାପତି

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଥିବା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ (ଏଡିଇଓ) ମାନଙ୍କୁ ନେଇ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ନୂତନ ଭାବେ ଓଡ଼ିଶା ରାଜ୍ୟ ଏଡିଇଓ ସଂଘ (ଓସା) ଗଠନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଅଶୋକ ନଗରଠାରେ ଥିବା ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କୁ ନେଇ ନୂତନ ରାଜ୍ୟ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ […]

Continue Reading