ଜାଣିଲେ ଆଶ୍ଚର୍ଯ୍ୟ ହେବେ: ଜାପାନର ଛାଡପତ୍ର ମନ୍ଦିର

ଜାପାନରେ ଛାଡପତ୍ର ମନ୍ଦିର, ଯାହାକୁ ଜାପାନୀ ଭାଷାରେ “ଏନକିରି ଦେରା କୁହାଯାଏ, ଏକ ଅନନ୍ୟ ସାଂସ୍କୃତିକ ଓ ଧାର୍ମିକ ପରମ୍ପରାକୁ ପ୍ରତିନିଧିତ୍ୱ କରେ। ଏହି ମନ୍ଦିରଗୁଡ଼ିକ ସେହି ବ୍ୟକ୍ତିମାନଙ୍କୁ ସହାୟତା କରିବା ପାଇଁ ପ୍ରସିଦ୍ଧ, ଯେଉଁମାନେ ସମ୍ପର୍କ ବିଚ୍ଛେଦ କରିବାକୁ କିମ୍ବା ନକାରାତ୍ମକ ବନ୍ଧନରୁ ମୁକ୍ତି ପାଇବାକୁ ଚାହାଁନ୍ତି। ଏହା କେବଳ ବିବାହ ବିଚ୍ଛେଦ ପାଇଁ ନୁହେଁ, ବରଂ ବିଷାକ୍ତ ବନ୍ଧୁତ୍ୱ, କାର୍ଯ୍ୟକ୍ଷେତ୍ରରେ ଅସୁବିଧା, କିମ୍ବା ଅନ୍ୟାନ୍ୟ ଅବାଞ୍ଛିତ ସଂଯୋଗରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହୃତ ହୁଏ। […]

Continue Reading

ମୁମ୍ବାଇରେ ବଡ଼ ଅଘଟଣ: ଚାରି ମହଲା କୋଠା ଭୁଶୁଡ଼ି ୩ମୃତ

ମୁମ୍ବାଇ ପାଲଘର ଜିଲ୍ଲା ଭିରାରରେ ଘଟିଛି ବଡ଼ ଅଘଟଣ । ଚାରି ମହଲା କୋଠାର ପଛରୁ କିଛି ଅଂଶ ଭୁଶୁଡି ପଡିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୮ରୁ୯ ଜଣଙ୍କର ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ ଭିରାର ରମାବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF ଦଳ […]

Continue Reading

ଜମ୍ମୁ ଏବଂ କାଶ୍ମୀରରେ ଭୟଙ୍କର ଭୂସ୍ଖଳନରେ ୩୦ରୁ ଅଧିକ ମୃତ

ଜମ୍ମୁ ଏବଂ କାଶ୍ମୀରର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ଯାହା ଫଳରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଲଗାତାର ୩ ଦିନ ଧରି ଜମ୍ମୁ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ   ସମସ୍ତ ନଦୀ ଏବେ ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ଏହାଦ୍ବାରା ଅନେକ ସଂଖ୍ୟାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ବିପର୍ଯ୍ୟୟ ପାଇଁ ଜମ୍ମୁ କାଶ୍ମୀରରେ ବାଦଲଫଟା […]

Continue Reading

ରାକ୍ଷସ ପାଲଟିଲା ସ୍ବାମୀ: ସ୍ତ୍ରୀ ପାଟିରେ ପୁରେଇଦେଲା ଗରମ ଛୁରୀ

ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ ମାଡ ମାରିବା ସହ ଏକ ତତଲା ଛୁରୀକୁ ପାଟି ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଅଧିକ ଯୌତୁକ ପାଇଁ ଦାବି କରୁଥିଲେ ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଖୁସବୁ ନାମକ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ଖୁସବୁକୁ ପସନ୍ଦ କରୁନଥିଲେ ଓ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ଖୁସବୁକୁ […]

Continue Reading

ଧନିଆ ପତ୍ର ପାଣି ପିଅନ୍ତୁ: ୟୁରିକ ଏସିଡ ସମସ୍ୟାକୁ ବାଏ ବାଏ କୁହନ୍ତୁ

ପରିବର୍ତ୍ତିତ ଖାଦ୍ୟପେୟ କାରଣରୁ ଆମ ଶରୀରରେ ଅନେକ ଜିନିଷ କମ୍‌-ଅଧିକ ହେଉଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ୟୁରିକ୍‌ ଏସିଡ। ଆଜିକାଲି ୟୁରିକ୍‌ ଏସିଡ ବୃଦ୍ଧି ସମସ୍ୟା ବହୁତ ବଢ଼ିଯାଇଛି। ଯେତେବେଳେ କାହାର ୟୁରିକ୍‌ ଏସିଡ ବଢ଼ିଯାଏ, ତେବେ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଏବଂ ଚାଲିବୁଲିରେ ଅସୁବିଧା ହେବାକୁ ଲାଗେ। ଯଦି ୟୁରିକ୍‌ ଏସିଡର ଚିକିତ୍ସା ନ କରାଯାଏ, ତେବେ ଏହା ଗାଉଟ୍‌ (ଗଠିଆ) ରୋଗର କାରଣ ହୋଇପାରେ। ଯେଉଁମାନଙ୍କର ୟୁରିକ୍‌ ଏସିଡ ବଢ଼ିଯାଏ, ସେମାନେ ୟୁରିକ୍‌ […]

Continue Reading

ଭୁବନେଶ୍ୱର ବିମାନବନ୍ଦରରେ ଉଡାନ ଯାତ୍ରୀ କାଫେର ଉଦଘାଟନ: ଶସ୍ତାରେ ମିଳିବ ଖାଇବା

ଉଡାନ ଯାତ୍ରୀ କାଫେର ଶୁଭ ଉଦଘାଟନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ନିକଟରେ ଉଡାନ ଯାତ୍ରୀ କାଫେର ଶୁଭ ଉଦଘାଟନ ହୋଇଯାଇଛି। ଏହି କାଫେ ଯାତ୍ରୀମାନଙ୍କ ପାଇଁ ଏକ ଆଧୁନିକ ଏବଂ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ନିର୍ମିତ ହୋଇଛି। ବିମାନବନ୍ଦରର ଟର୍ମିନାଲ-୧ର ଡିପାର୍ଚର ଏରିଆରେ ଅବସ୍ଥିତ ଏହି କାଫେ ଯାତ୍ରୀମାନଙ୍କୁ ସୁସ୍ୱାଦୁ ଖାଦ୍ୟ, ପାନୀୟ ଏବଂ ଶାନ୍ତ ପରିବେଶ ଯୋଗାଇ ଦେବାକୁ ପ୍ରସ୍ତୁତ। ଓଡ଼ିଆ ପାରମ୍ପରିକ ଖାଦ୍ୟ ଉଦଘାଟନ ଉତ୍ସବରେ ବିମାନବନ୍ଦର କର୍ତ୍ତୃପକ୍ଷ, […]

Continue Reading

ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ତାରିଖ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୨୫ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ […]

Continue Reading

ଆପଣଙ୍କର କିଛି ସମସ୍ୟା ଅଛି କି ସରକାର କରିବେ ସମାଧାନ: ଫୋନ କରିବେ ସରକାର ବୁଝିବେ ଆପଣଙ୍କ ସମସ୍ୟା

ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ଠାରୁ ମତାମତ ନେବେ ସରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ‘ ଆମ ଶାସନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନସେବାର ଏହି ନୂତନ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଟେଲିଫୋନ […]

Continue Reading

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ବଢୁଛି ସୁବର୍ଣ୍ଣରେଖା… ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ

ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । […]

Continue Reading

ଆସୁଛି ଯୋଗୀଙ୍କ ଫିଲ୍ମ: ବମ୍ବେ ହାଇକୋର୍ଟରୁ ମିଳିଲା ଗ୍ରୀନ ସିଗନାଲ୍

ଅଜୟ: ଦ ଅନଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ’ ଫିଲ୍ମ ନିର୍ମାତାଙ୍କୁ ଆଶ୍ୱସ୍ତି । ରିଲିଜ ହେବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ’ ।ସୋମବାର ବମ୍ବେ ହାଇକୋର୍ଟ ଫିଲ୍ମର ରିଲିଜକୁ ମଞ୍ଜୁରୀ ଦେଇଛନ୍ତି ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)ର ଚଳଚ୍ଚିତ୍ରକୁ ପ୍ରମାଣପତ୍ର ପ୍ରଦାନ କରିବାକୁ ମନା କରିବାର ନିଷ୍ପତ୍ତିକୁ ଖାରଜ କରିଛନ୍ତି । ଚଳଚ୍ଚିତ୍ର ନେଇ ନିର୍ମାତାମାନଙ୍କ ତରଫରୁ ସେନ୍ସର ବୋର୍ଡ ଉପରେ ଅଭିଯୋଗ ଲଗାଯାଇଥିଲା ଏବଂ […]

Continue Reading