ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆ ଯିବ ସ୍ୱତନ୍ତ୍ର ଟ୍ରେନିଂ Air Works ସହିତ MoU ସ୍ୱାକ୍ଷରିତ; ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ ଗତ ୧୪ ମାସରେ, ଓଡିଶାର ବିମାନବନ୍ଦର ଗୁଡ଼ିକ 15ଟି ନୂଆ ଗନ୍ତବ୍ୟସ୍ଥଳ ସହିତ ଯୋଡି ହୋଇଛି ଏୟାରପୋର୍ଟ ଗୁଡିକରେ ଫ୍ଲାଇଟ ଟ୍ରେନିଂ, UAV ଟ୍ରେନିଂ , ଓ ଏୟାରସ୍ପୋର୍ଟ୍ସ ପାଇଁ ବ୍ୟବସ୍ଥା କରାଯିବ ଢେଙ୍କାନାଳର ବିରାଶୋଳ […]

Continue Reading

ସ୍କର୍ପିଓରେ ମନ ବୁଝିଲାନି, ମାଗୁଥିଲେ ୩୬ ଲକ୍ଷ ଟଙ୍କା…ପୁଅ ଆଗରେ ଜିଅନ୍ତା ଜାଳିଦେଲେ

ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ତାଙ୍କ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ପୋଲିସ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସମେତ ଚାରି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ଗ୍ରେଟର ନୋଏଡାରେ ଘଟିଥିବା ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୩୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ […]

Continue Reading

ଡିସେମ୍ବର ସୁଦ୍ଧା ଅଗ୍ନିଶମ ବାହିନୀରେ ପୂରଣ ହେବ ୩୦୦ ପଦବୀ: ମୁଖ୍ୟମନ୍ତ୍ରୀ

ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ୬୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୯୧୧ ଅଗ୍ନିଯୋଦ୍ଧା ସାମିଲ ହେଲେ ଅଗ୍ନିଶମ ବାହିନୀରେ ଡିସେମ୍ବର ସୁଦ୍ଧା ପୂରଣ ହେବ ଖାଲିଥିବା ୩୦୦ ପଦବୀ ଗତ ଏକ ବର୍ଷରେ ଓଡ଼ିଶା ଅଗ୍ନିଶମ ୭୫୯୯ ଜୀବନ ବଞ୍ଚାଇଛନ୍ତି, ୧୭ ହଜାର ପ୍ରାଣୀଙ୍କୁ ଉଦ୍ଧାର କରିଛନ୍ତି ଉନ୍ନତ ପ୍ରଶିକ୍ଷଣ ପାଇଁ ୧୦ କୋଟିରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ସିମୁଲେଟର ରାମଚଣ୍ଡୀ ଠାରେ ଜାତୀୟ ସ୍ତରୀୟ ଜଳଦକ୍ଷତା ଓ ଜୀବନରକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‍ ଶୀଘ୍ର କାର୍ଯ୍ୟକ୍ଷମ ହେବ […]

Continue Reading

Kıbrıs’ta Glory Not on GamStop Erişimi empieza Yerel Düzenlemeler

Kıbrıs, çevrimiçi bahis ve casino sektöründe giderek daha fazla tercih edilen bir merkez haline gelirken, Glory Not gibi popüler platformlara erişim konusunda çeşitli yasal empieza teknik engellerle karşılaşılabiliyor. Özellikle GamStop kullanımı dışında kalan kullanıcılar için erişim alternatifleri ve yerel düzenlemelerin etkisi, bu alanda önemli bir tartışma konusu oluyor. Bu makalede, Kıbrıs’ta Glory Not kullanımıyla ilgili […]

Continue Reading

ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗିରଫ: ଏବେ ଦିନ କଟିବ ଜେଲରେ

ସରକାରୀ ଅନୁଦାନ ହେରଫେର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଗତ ୨୦୨୩ ସେପ୍ଟେମ୍ବରରେ ତାଙ୍କ ଲଣ୍ଡନ ଗସ୍ତ ସମ୍ପର୍କରେ ଜେରା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ରାଷ୍ଟ୍ରପତି ଥିବାବେଳେ ଏକ ଉତ୍ସବରେ ଯୋଗଦେବା ଲାଗି ସେ ବ୍ରିଟେନର ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ହାଭାନାରେ ଗ୍ରୁପ ୭୭ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ସେ ଲଣ୍ଡନରେ ରହିଥିଲେ। […]

Continue Reading

ପରଲୋକରେ ପଞ୍ଜାବର ଲୋକପ୍ରିୟ ହାସ୍ୟ ଅଭିନେତା

ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଡକ୍ଟର ଜସବିନ୍ଦର ଭଲ୍ଲାଙ୍କ ପରଲୋକ ହୋଇଛି। ଶୁକ୍ରବାର ସକାଳେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସମଗ୍ର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଶନିବାର ଦିନ ୧୨ଟାରେ ମୋହାଲି ନିକଟସ୍ଥ ବାଲୋଙ୍ଗି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରିପୋର୍ଟ ଅନୁଯାୟୀ, ଜସୱିନ୍ଦର ଭଲ୍ଲା ଗତ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ମୋହାଲିର […]

Continue Reading

ଵିଵାହ କଲେ ଆପଣଙ୍କ ଗୋପି ବୋହୂ : କାହିଁକି କଲେ ଏମିତି ଵିଵାହ

ସାଥ୍ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ ବିବାହ କରିଛନ୍ତି  । ବନ୍ଧୁ ବରୁଣ ଜୈନଙ୍କୁ ବିବାହ କରିଛନ୍ତି । ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହ ଘୋଷଣା କରିଥିଲେ । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜିୟା ଲେଖିଛନ୍ତି ଆମେ ଏକାଠି ଭଗବାନ ଏବଂ ଗୁରୁଙ୍କ କୃପା ଏବଂ ପ୍ରେମରେ, ଆମେ ସବୁଦିନ ପାଇଁ ଏକାଠି ହୋଇଛୁ । ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି […]

Continue Reading

ଆନନ୍ଦ ବଜାର ଭିତରେ ଖୋଲାଯିବ ପୋଲିସର ଏକ ପୋଷ୍ଟ , ସାବାଡ ହେବେ ଅମାନିଆ

ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି ଶୁକ୍ରବାର ଶ୍ରୀମନ୍ଦିର ଥାନାରେ ଅଟକ ରହିଥିବା ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶ ଆଜମଗଡର ମନୋଜ ସିଂ। ସେ ଜଣେ ସାଧାରଣ ସେବକ ବେଶରେ ଆସିଥିଲେ, ପଶ୍ଚିମଦ୍ବାର ସମ୍ମୁଖସ୍ଥ  ନୃସିଂହ ମନ୍ଦିର ଦେଇ ଉପରକୁ ଚଢିଥିଲେ। ଏହା ଦେଖି ଶ୍ରୀମନ୍ଦିର […]

Continue Reading

ସାବଧାନ! ବୁଲା କୁକୁରଙ୍କୁ ଦେଇପାରିବେନି ବାହାରେ ଖାଇବା, ନମାନିଲେ କଡ଼ା ଦଣ୍ଡ

ବୁଲା କୁକୁରଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍ । ନିର୍ଦ୍ଦିଷ୍ଟ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ନିର୍ଦ୍ଦେଶ । ହିଂସାତ୍ମକ କୁକୁରଙ୍କୁ ନିର୍ଦ୍ଦିଷ୍ଟ ସେଲଟର୍‌ରେ ରଖିବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ କହିଛନ୍ତି, କୁକୁରଙ୍କୁ ପ୍ରଥମେ ବନ୍ଧ୍ୟାକରଣ କରାଯାଇ ପରେ ମୁକ୍ତ ଭାବରେ ଛଡାଯିବା ଉଚିତ୍‌। ଆଶ୍ରୟ ଘରେ ଥିବା କୁକୁରଙ୍କୁ ଇଞ୍ଜେକ୍‌ସନ୍‌ ଦେବା ପରେ ସେମାନଙ୍କୁ ମଧ୍ୟ ଛଡାଯିବ। କୁକୁରଙ୍କୁ ଉଦ୍ଧାରକାରୀ ଟିମ୍‌ଙ୍କ […]

Continue Reading

ସାରା ରାତି ଝରକା ରେଲିଂରେ ଫସି ରହିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା।ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ସାରା ରାତି ବିଦ୍ୟାଳୟ ଘରର ଝରକା ରେଲିଂରେ ଫସି ରହିଥିଲେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ। ସକାଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଛାତ୍ରୀ ଜଣକ ସୁସ୍ଥ ଅଛନ୍ତି। ଗୁରୁବାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଞ୍ଜର ଠାରେ ଦ୍ଵିତୀୟ ଶ୍ରେଣୀର ଛାତ୍ରୀ ବିଦ୍ୟାଳୟ ଭିତରେ ରହିଯାଇଥିଲେ।  ଆଜି ବିଦ୍ୟାଳୟ ଗେଟ୍ ଖୋଲି ତାକୁ ବାହାର କରା ଯାଇଥିଲା। ପରେ […]

Continue Reading