କେନ୍ଦୁଝର ଜିଲ୍ଲାରେ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା: ଧନ୍ୟବାଦ ଜଣାଇଲେ ଜିଲ୍ଲାବାସ

କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟବୃହତ ଇସ୍ପାତ କାରଖାନା ବିଶ୍ୱର ପ୍ରସିଦ୍ଧ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁ ମିଶି ସ୍ଥାପନ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତାଜଣାଇଲେ ଜିଲ୍ଲାବାସୀ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା […]

Continue Reading

ବେଆଇନ ଚାନ୍ଦା ଆଦାୟ ସମ୍ପୂର୍ଣ୍ଣ ବନ୍ଦ: ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲା ଏସପିଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହ ସହ ତୃଣମୂଳ […]

Continue Reading

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

କଟକ କାଳିଆବୁଦା ସ୍ଥିତ କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଦ୍ୟାଳୟକୁ ଏକ ଜ୍ଞାନ ଦୀପସ୍ତମ୍ଭ, ଯାହା ୬୦ ବର୍ଷ ହେଲାଣି କଟକ ସହରରେ ଜ୍ଞାନର ଆଲୋକ ବିକିରଣ କରୁଛି ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କମଳାକାନ୍ତ ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ହଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ସହାୟତା […]

Continue Reading

ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ: ନିମ୍ନ ମାନର କାମ ହେଲେ କାର୍ଯ୍ୟାନୁଷ୍ଠାନ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଞ୍ଚ ବର୍ଷରେ ୩୦ ହଜାର କିଲୋମିଟର ରାସ୍ତା ଏବଂ ୫୦୦ ସେତୁ ନିର୍ମାଣ ହେବ ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ ସଡକ ଓ ସେତୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ରକ୍ଷଣା ବେକ୍ଷଣ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ କଣ୍ଟ୍ରାକ୍ଟର ମାନଙ୍କ ପାଇଁ ହେବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ […]

Continue Reading

ସୌର ଶକ୍ତି ଚାଳିତ ସ୍ଥାୟୀତ୍ୱରେ ଓଡ଼ିଶା ଅଗ୍ରଣୀ

ଅକ୍ଷୟ ଊର୍ଜା ଦିବସରେ ଆମେ ଅକ୍ଷୟ ଶକ୍ତି ଏବଂ ସ୍ଥାୟୀତ୍ୱ ପ୍ରତି ଭାରତର ଅଟଳ ପ୍ରତିବଦ୍ଧତା ଉତ୍ସବ ପାଳନ କରୁଛୁ। ସୂର୍ଯ୍ୟ ହେଉଛନ୍ତି ନିରନ୍ତର ଶକ୍ତିର ଉତ୍ସ ଏବଂ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତର ଚାବିକାଠି। ଆଜି ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଭଳି ଦୂରଦର୍ଶୀ ଉଦ୍ୟମ ମାଧ୍ୟମରେ ଏହି ଭବିଷ୍ୟତ ଆଉ ଏକ ସୁଦୂର ସ୍ୱପ୍ନ ନୁହେଁ ବରଂ ପ୍ରତ୍ୟେକ ଭାରତୀୟ ପରିବାର ପାଖରେ ପହଂଚିଥିବା ଏକ ବାସ୍ତବତା। ଭାରତର ଶକ୍ତି ସ୍ୱାଧୀନତା […]

Continue Reading

ବିବାହ ପ୍ରସ୍ତାବରେ ରାଜି ନହେବାରୁ ଗାଡ଼ିରେ ବସିଥିବା ପ୍ରେମିକାକୁ ନଦୀରେ ଠେଲି ଦେଲେ, ବିବାହିତ ପ୍ରେମୀର ମାରାତ୍ମକ କାଣ୍ଡ

କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବେଲୁର ତାଲୁକର ଚନ୍ଦନହଲ୍ଲୀ ଅଞ୍ଚଳରେ ୩୨ ବର୍ଷୀୟ ମହିଳା ଶ୍ୱେତାଙ୍କୁ ତାଙ୍କ ବିବାହିତ ପ୍ରେମୀ କେବଳ ଏହି କାରଣରୁ ହତ୍ୟା କରିଛି ଯେ ସେ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହି ଘଟଣା ରବିବାର ରାତିରେ ଘଟିଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ, ଶ୍ୱେତା ଓ ରବିଙ୍କ ପରିଚୟ ବହୁ ବର୍ଷରୁ ଥିଲା। ଉଭୟେ ହାସନରେ କାମ ସମୟରେ […]

Continue Reading

ଏସିଆର ସବୁଠୁ ଧନୀ ଗାଁ ଭାରତରେ: ବ୍ୟାଙ୍କରେ ଜମା ଅଛି ୭ ହଜାର କୋଟି

ଦେଖାଯାଏ ତେବେ ସାଧାରଣତଃ ଗାଁ ସମ୍ପର୍କରେ ଆମର ଧାରଣା ଏହା ଥାଏ ଯେ ସେଠାରେ ଜୀବନଶୈଳୀ ସହରାଞ୍ଚଳ ତୁଳନାରେ କମ୍‌ ହୋଇଥାଏ। ଆଉ ଏକ ଧାରଣା ହେଉଛି ଯେ ଏଠାରେ ରହୁଥିବା ଲୋକମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ନୁହନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିଆର ସବୁଠାରୁ ଧନୀ ଗାଁ କେଉଁଠି ଅଛି? ଆସନ୍ତୁ ଏହି ଲେଖାରେ ଏହା ବିଷୟରେ ବିସ୍ତୃତ ଭାବେ ଜାଣିବା। ଏସିଆର ସବୁଠାରୁ ଧନୀ ଗାଁ ଭାରତର ଗୁଜରାଟ ରାଜ୍ୟରେ ଅଛି। […]

Continue Reading

୪୫୧୫ କୋଟିର ଶିଳ୍ପ ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରି

୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଢେଙ୍କାନାଳରେ ବ୍ୟାଟେରୀ ଷ୍ଟୋରେଜ ବି ନିର୍ମାଣ ହେବ ଖୋର୍ଦ୍ଧାରେ ନୂଆ ଇଭି କାରଖାନା ଜଗତସିଂପୁରରେ ହେବ ୩ଷ୍ଟାର ହୋଟେଲ ଅନୁଗୁଳରେ ହେବ ଏନର୍ଜି ଯନ୍ତ୍ରାଂଶ କାରଖାନା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି, ରାଜ୍ୟସ୍ତରୀୟ ସିଂଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୩୯ତମ ବେଠକ। ବୈଠକରେ ୪,୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ସବୁ ଅନୁଗୁଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, […]

Continue Reading

ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିସଚାର୍ଜ ସମୟରେ ନବୀନ କହିଲେ ଆଇ ଆମ ଫାଇନ ନାଓ । ହସ୍ପିଟାଲରେ ଭଲ ଯତ୍ନ ନେଇଥିବାରୁ ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତର ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ମେଡିକାଲ୍‌ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ବିଲକୁଲ ଭଲ ଅଛି। […]

Continue Reading

ଦିନକୁ କେତେ ଥର ପିଇବେ ଗ୍ରୀନ ଟି: ଦେହ ପାଇଁ ଭଲ ତ ?

କେବେ ଚାହା କେବଳ ଥକାପଣ ଦୂର କରିବାର ଏକ ଉପାୟ ଥିଲା, କିନ୍ତୁ ଏବେ ଚାହା ସ୍ୱାସ୍ଥ୍ୟର ମଧ୍ୟ ଏକ ଅଂଶ ହୋଇଗଲାଣି। ବଦଳୁଥିବା ଦୈନନ୍ଦିନ ଜୀବନଶୈଳୀ ଓ ବଢୁଥିବା ଚାପ ମଧ୍ୟରେ ଆଜି ଲୋକମାନେ ପୂର୍ବାପେକ୍ଷା ଅଧିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇଛନ୍ତି। ଏହି ସ୍ୱାସ୍ଥ୍ୟକର ପରିବର୍ତ୍ତନର ଏକ ବଡ ଅଂଶ ହେଉଛି ‘ଗ୍ରୀନ ଟି’, ଯାହା ଏବେ ଭାରତୀୟ ରୋଷେଇ ଘରେ ମଧ୍ୟ ନିଜର ସ୍ଥାନ ତିଆରି କରିଛି। ଗ୍ରୀନ ଟିର ପତ୍ରରେ ଏପରି […]

Continue Reading