ମଦ ବେପାରରେ ରେକର୍ଡ ଭାଙ୍ଗିଲା ଓଡିଶା, ଜାଣନ୍ତୁ କେତେ ରାଜସ୍ବ ଆଦାୟ
ଭୁବନେଶ୍ୱର: ରାଜ୍ୟରେ ଏକାଧିକ ମଦୁଆ ପ୍ରତିଦିନ ମଦ ପିଅନ୍ତି। ତାଙ୍କ ମନ ରଖିବା ତଥା ଶୁଦ୍ଧ ଓଡ଼ିଆରେ ମଦ୍ୟପ ବୋଲି କୁହାଯାଏ। ତାଙ୍କ ମଧ୍ୟରୁ କିଛି ସମ୍ପୂର୍ଣ୍ଣ ମଦୁଆ(ମଦ୍ୟପ) ଆଉ କିଛି ଅକେଜନାଲି ମଦୁଆ(ମଦ୍ୟପ)। ଏପରିକି ଅନେକ ବ୍ୟକ୍ତି ଘର ବାଡ଼ି ବିକ୍ରି କରି ମଦ ରେ ଉଡ଼ାଇବା ଭଳି ନଜିର ବି ରହିଛି। ଆଉ କିଛି ମଦ ପାଇଁ ସବୁଦିନ ସନ୍ଧ୍ୟାରେ ଝଗଡ଼ା ବି ଲାଗନ୍ତି। ଏପରିକି ଟଙ୍କା ପାଇଁ କିଛି ବି କରିବାକୁ ଏମାନେ […]
Continue Reading
