ଫସିଗଲେ ଡ଼ିଡ଼ି କଲେଜ ବିଶ୍ବବିଦ୍ୟାଳୟ କୁଳପତି ଓ ରେଜିଷ୍ଟ୍ରାର୍, ଯାଇପାରନ୍ତି ଜେଲ!
କେନ୍ଦୁଝର: ସବୁଠି ଏବେ ଚାଲିଛି ଚାକିରି ବିକ୍ରି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ବି ଏଥିରୁ ବାଦ ପଡ଼ିଲା ନାହିଁ। ଜିଲ୍ଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଏପରି କିଛି ଘଟଣା। ଅଧ୍ୟାପକ ନିଯୁକ୍ତିକୁ ବିକି ମାଲେମାଲ ହେଇଗଲେ କୁଳପତି ଓ ରେଜିଷ୍ଟ୍ରାର ବୋଲି ଅଭିଯୋଗ ହୋଇଛି। ଖାଲି ଅଭିଯୋଗ ନୁହଁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଯାହାକୁ ନେଇ ଶୁଣାଣିରେ କୁଳପତି ଉପସ୍ଥିତ ନଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଅଦାଲତ […]
Continue Reading
