୨୩ ରିଲିଜ କରିବ ଟାଇଗର୍‌ଙ୍କ ଆକ୍ସନ ଥ୍ରୀଲର୍‌ ମୁଭି ‘ଗଣପତ୍‌’

Top Storise ମନୋରଞ୍ଜନ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଡିସେମ୍ବର ୨୩ରେ ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘ଗଣପତ୍‌’ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବହଲ। ପୁଣିଥରେ ଦର୍ଶକମାନେ ଟାଇଗରଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଥ୍ରୀଲର ଫିଲ୍ମ ଦେଖିବାକୁ ପାଇବେ। ଏଥିରେ ଟାଇଗର୍‌ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ କିତ୍ରି ସାନନ୍‌। ଟାଇଗର ସୋସିଆଲ ମିଡିଆରେ ସେୟାର କରି ଫିଲ୍ମ ରିଲିଜ ବିଷୟରେ ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆରେ ଏହି ଟିଜରକୁ ସେୟାର କରି ଟାଇଗର ଶ୍ରଫ ଲେଖିଛନ୍ତି, ‘ଉସ୍‌କୀ ହଟେଗୀ ତୋ ସବ୍‌କୀ ଫଟେଗୀ’ ଆ ରେଲା ହୈ ଗଣପତ୍‌, ପ୍ରସ୍ତୁତ ରୁହ”। ଗଣପତି ୨୩ ଡିସେମ୍ବର ୨୦୨୨ ରେ ସିନେମାରେ ହଲ୍‌ରେ ମୁକ୍ତିଲାଭ କରିବ। ଟିଜର୍‌ରେ ଟାଇଗର୍‌ ସମ୍ପୂର୍ଣ୍ଣ ଆକ୍ସନ ମୁଡ୍‌ରେ ଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *