ଟିକା ନେଇନଥିବା ଯୋଗୁ ୯୯.୨ ପ୍ରତିଶତ ଆମେରିକୀୟ କରୋନାରେ ପ୍ରାଣ ହରାଇଛନ୍ତି; ଡା. ଫାଉସୀ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀ ଦାବି କରିଛନ୍ତି ଯେ ଆମେରିକାରେ ସମ୍ପ୍ରତି କରୋନା ମୃତ୍ୟୁର ୯୯ ପ୍ରତିଶତରୁ ଅଧିକ ଟିକାକୃତ ନୁହେଁ।

ଏକ ସାକ୍ଷାତକାରରେ ଡା. ଫାଉସି କହିଛନ୍ତି ଯେ ଜୁନ୍ ମାସରେ କରୋନା ସମ୍ବନ୍ଧୀୟ ମୃତ୍ୟୁହାର ୯୯.୨ ପ୍ରତିଶତ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ଘଟିଛି।

ସେ କହିଛନ୍ତି ଯେ ଭୂତାଣୁ ଏବଂ ଏହାର ପ୍ରକାରରୁ ରକ୍ଷା କରିବାର ସର୍ବୋତ୍ତମ ଉପାୟ ହେଉଛି ‘ସମ୍ପୂର୍ଣ୍ଣ ଟିକାକରଣ’।

Leave a Reply

Your email address will not be published. Required fields are marked *