ଆଗାମୀ ଫିଲ୍ମର ପ୍ରଥମ ଲୁକ୍‌ ଜାରି କଲେ ଐଶ୍‌

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମ ମଣି ରତ୍ନାମ ପିରିୟଡ ଡ୍ରାମା ‘ପୋନିୟିନ ସେଲଭାନ’ର ପ୍ରଥମ ଲୁକ ଜାରି କରିଛନ୍ତି। ଏହି ଚଳଚ୍ଚିତ୍ରରେ ଐଶ୍‌ଙ୍କ ସହ ବଡ଼ ପରଦାରେ ନଜର ଆସିବେ ସାଉଥ୍‌ ଅଭିନେତା କାର୍ଥି।

ପୋନିୟିନ୍ ସେଲଭାନ୍ ହେଉଛି ଏକ ତାମିଲ୍ ପିରିୟଡ୍ ଡ୍ରାମା। ଏକାସଙ୍ଗେ ଏହାର ଲେଖକ, ନିର୍ଦ୍ଦେଶିତ ଏବଂ ପ୍ରଯୋଜିତ ହେଉଛନ୍ତି ମଣି ରତ୍ନାମ।

ଏହି ଐତିହାସିକ ନାଟକରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିକ୍ରମ, କାର୍ତ୍ତି, ଜୟମ ରବି, ଜୟରାମ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତ୍ରିଶା।

ଏହାର ସଂଗୀତ ରଚନା କରିଛନ୍ତି ଏ ଆର୍ ରହମାନ। ପୋନିୟିନ୍ ସେଲଭାନ୍ ହେଉଛି କାଳ୍ପନିକ ଉପନ୍ୟାସରେ ଆଧାରିତ କଳକୀ କୃଷ୍ଣମୂର୍ତ୍ତିଙ୍କ ଐତିହାସିକ ସମୟର।

Leave a Reply

Your email address will not be published. Required fields are marked *