ଫିଲ୍ମ ‘ଫାଇଟର’ରେ ଅନୀଲଙ୍କ ଏଣ୍ଟ୍ରି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଫିଲ୍ମ ଫାଇଟରରେ ଏଣ୍ଟ୍ରି କଲେ ଅନୀଲ କପୁର। ଡିସେମ୍ବର ୨୪ରେ ଅନିଲ କପୁର ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି।

ଏହି ଅବସରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କୁ ଫିଲ୍ମ ‘ଫାଇଟର’ କାଷ୍ଟରେ ସ୍ୱାଗତ ମଧ୍ୟ କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ସାହାଯ୍ୟରେ ଏହା ବଲିଉଡର ପ୍ରଥମ ଆକ୍ସନ୍ ଫ୍ରାଞ୍ଚାଇଜ୍ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।

Leave a Reply

Your email address will not be published. Required fields are marked *