ଆଉ ୧୦ ମହାରଣା ସେବାୟତ କରୋନା ପଜିଟିଭ

Top Storise ରାଜ୍ୟ

ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଆଉ ୧୦ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା କଲେକ୍ଟର ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଏହାକୁ ମିଶାଇ ମୋଟ ୧୮ ଜଣ ସେବାୟତଙ୍କ ସମେତ ୧୨ ଜଣ ମହାରାଣା ସେବାୟତ ଏବଂ ୬ ଜଣ ଭୋଇ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସେ କହିଛନ୍ତି।

କରୋନା ଆକ୍ରାନ୍ତ ହୋଇଥିବା ସେବାୟତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *