telegram nude ✓ Discover Top Channels for Adult Content ➔ 2023
telegram nude Discover exclusive channels for sharing explicit content on Telegram. Join now for ✓ private groups, ➔ encrypted chats, and ★ exciting visuals!
Continue Readingtelegram nude Discover exclusive channels for sharing explicit content on Telegram. Join now for ✓ private groups, ➔ encrypted chats, and ★ exciting visuals!
Continue Readingକଣିହାଁ: ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ସକାଳ ୬ଟା ଠାରୁ କଣିହାଁ ଏନଟିପିସି ମୁଖ୍ୟଦ୍ୱାର ସମ୍ମୁଖରେ କମିଟିର ସଦସ୍ୟମାନେ ବସି ଅର୍ଥନୈତିକ ଅବରୋଧ କରିଛନ୍ତି। ଫଳରେ ଏନଟିପିସି ପ୍ଲାଣ୍ଟକୁ ଶ୍ରମିକମାନେ କାମ କରିବା ପାଇଁ ଯାତାୟାତ କରିବାରେ ଅସୁବିଧା ହୋଇଛି। ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ କମିଟିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ କଣିହାଁ କୋଇଲା ଖଣିରୁ […]
Continue Reading1.Get all the latest and breaking news of Odisha provides the latest Odisha news, India and the world. Get today’s news from Politics, Crime, Business, Environment, Technology, Bollywood 2.Read today Odia news
Continue Readingଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ୧୮୨୪ରେ ‘ଇଷ୍ଟ୍ ଇଣ୍ତିଆ କ˚ପାନି’ ନିୟନ୍ତ୍ରଣାଧୀନ ବଙ୍ଗ ସରକାର ଏକ ଅଧ୍ୟାଦେଶ (ଅର୍ଡିନାନ୍ସ) ଜାରି କରିଥିଲେ। କୌଣସି କାରଣ ନ ଦର୍ଶାଇ ଯେକୌଣସି ଖବରକାଗଜର ପ୍ରକାଶନ ଅଧିକାର (ଲାଇସେନ୍ସ) ବାତିଲ କରିବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଥିଲା। ସେତେ ବେଳେ କୋଲକାତାରେ ଇ˚ରେଜୀ ଓ ବା˚ଲା ଭାଷାରେ ପତ୍ର-ପତ୍ରିକା ପ୍ରକାଶନ କରୁଥିବା ବୁଦ୍ଧିଜୀବୀ ଏବ˚ ସ˚ପାଦକମାନଙ୍କୁ ଏହି ଅଧ୍ୟାଦେଶ କ୍ଷୁବ୍ଧ କରିଥିଲା। ଅଧ୍ୟାଦେଶ ବିରୋଧରେ ପ୍ରଥମେ ସ୍ବର […]
Continue Readingକରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତର ଅର୍ଥନୀତି କଥା ବିଚାରକୁ ନେଲେ କୃଷିକ୍ଷେତ୍ର କଥା ବିଚାରକୁ ନେବାକୁ ହେବ, କାରଣ ଆଜି ବି ଭାରତରେ ଅଧାରୁ ଅଧିକ ପରିବାର କୃଷି ଉପରେ ନିର୍ଭରଶୀଳ। କରୋନା ଜନିତ ‘ଲକ୍ଡାଉନ୍’ ହେତୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଗାଁ ଲେଉଟାଣି ଓଡ଼ିିଶା ଗ୍ରାମାଞ୍ଚଳରେ ଏକ ସମ୍ପୂର୍ଣ୍ଣ ନୂଆ ଦୃଶ୍ୟପଟ ସୃଷ୍ଟି କଲାଣି। ଏହି ସବୁ ଅଞ୍ଚଳରେ ଅପେକ୍ଷାକୃତ ସ୍ବଳ୍ପ ଶିଳ୍ପ-ଅଭିବୃଦ୍ଧି ହେତୁ ସ˚ଖ୍ୟାଧିକ ଲୋକ କୃଷି କାର୍ଯ୍ୟକୁ ଆପଣାଇ ଥାଆନ୍ତି। କିନ୍ତୁ […]
Continue Readingଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସ˚ସ୍ଥା ଏଚ୍ଡିଏଫ୍ସି ୨୦୨୦, ମାର୍ଚ୍ଚ ୩୧ ପରେ ଯେତେବେଳେ ଷ୍ଟକ୍ ଏକ୍ସଚେଞ୍ଜଗୁଡ଼ିକୁ ସୂଚିତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍ ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା (ପିବିଓସି) କମ୍ପାନିର ୧.୭୫ କୋଟି ସେୟାର କିଣି ୧.୦୧% ଅ˚ଶଧନର ଅଧିକାରୀ ହୋଇଛିି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା। କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ‘ପିବିଓସି’ ଏହି […]
Continue Readingଜଣେ ସାଧାରଣ ଓଡ଼ିଆ କୌଣସି ମାନବ ସାମର୍ଥ୍ୟ ଅତିକ୍ରମୀ ନୈରାଶ୍ୟଜନକ ପରିସ୍ଥିତିରେ ପଡ଼ି ଯେତେବେଳେ ସ˚ପୂର୍ଣ୍ଣ ଆତ୍ମ ସମର୍ପଣ ମୁଦ୍ରାରେ ଦୁଇ ବାହୁ ଊର୍ଦ୍ଧ୍ବକୁ ପ୍ରସାରିତ କରି ‘ଯାହା ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଉଠେ, ସେତିକି ବେଳେ ପ୍ରଭୁଙ୍କ ଲୀଳାମୟତାର ଅଲୌକିକତାକୁ ନେଇ ତା’ ମନରେ ତଥାପି ଆସ୍ଥା ଟିକିଏ ବଞ୍ଚି ରହିଥାଏ ଯେ ପ୍ରଭୁଙ୍କ ସେହି ଇଚ୍ଛା ଯୋଗୁ ଯଦି ‘ପୃଥ୍ବୀ କ୍ଷଣ କ୍ଷଣକେ ଆନ’, ତେବେ ହୁଏ’ତ ତାର ଏ ହତାଶାଜନକ ସ୍ଥିତି […]
Continue Readingନୂଆଦିଲ୍ଲୀ: ଘରେ ଘରେ ସୁଲଭ ମୂଲ୍ୟର ବ୍ରଡ୍ବ୍ୟାଣ୍ଡ୍ ସେବା ପହଞ୍ଚାଇବା ଲାଗି ଲାଇସେନ୍ସ ଫି’ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି। ଯଦି ଏନେଇ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯିବ ତେବେ ଲୋକମାନେ ସୁଲଭ ମୂଲ୍ୟରେ ବ୍ରଡ୍ବ୍ୟାଣ୍ଡ୍ ସେବା ପାଇପାରିବେ। ଲୋକମାନଙ୍କ ଘର ପର୍ଯ୍ୟନ୍ତ ଯେଉଁ ଫିକ୍ସଡ୍ ଲାଇନ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଦିଆଯାଉଛି ତାହାର ଲାଇସେନ୍ସ ଫି’ କମ୍ କରାଯିବ। ଏହି ସେବା ସହ ସମ୍ପର୍କିତ ମନ୍ତ୍ରଣାଳୟଗୁଡ଼ିକ ଠାରୁ ସରକାର ମତାମତ ଲୋଡ଼ିଛନ୍ତି। ଏହା ପରେ […]
Continue Readingଆଜିକୁ ୪୫ ବର୍ଷତଳେ ରଥଯାତ୍ରା ଭଳି ଏକ ପବିତ୍ର ତିଥିରେ ଜନ୍ମ ନେଇଥିଲା – ଓଡ଼ିଶା ଶିଳ୍ପଜଗତର ଏକ ନୂଆ ସମ୍ଭାବନା ‘ରୁଚି’। କଟକର ମଧୁପାଟଣା ଶିଳ୍ପାଚଂଳ – ଯାହା ଦିନେ ଉତ୍କଳଗୌରବ ମଧୁବାବୁଙ୍କ ପୁଣ୍ୟସ୍ମୃତିରେ ହୋଇ ଉଠିଥିଲା ସ୍ମରଣୀୟ, ସେହି ଭୂମିରେ ନିଜ ଜନ୍ମଜାତକର ଅୟମାରମ୍ଭ କରିଥିଲା ଏଇ ଅନୁଷ୍ଠାନ। ଆଜି ତା’ର ୪୫ତମ ଶୁଭ ସ୍ବନକ୍ଷତ୍ର ପାଳନ କରୁଛି ଭାରତୀୟ ଶିଳ୍ପ ସମ୍ରାଜ୍ୟର ଏଇ ସମୃଦ୍ଧ ଓ ବିକଶିତ ଉଦ୍ୟୋଗଟି। ଓଡ଼ିଶାର ପୁରପଲ୍ଲୀଠାରୁ ଭାରତର […]
Continue Reading