ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ ବ୍ୟାଙ୍କ ସେବା
ଭୁବନେଶ୍ବର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଘରେ ପହଞ୍ଚି ବ୍ୟାଙ୍କଗୁଡ଼ିକ ମୌଳିକ ବ୍ୟାଙ୍କିଙ୍ଗ ସେବା ଯୋଗାଇବେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ତାହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଅନେକ ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ବ୍ୟାଙ୍କ କର୍ମଚାରୀମାନେ ସହଯୋଗ କରୁନଥିବାର ଖବର ଆସୁଛି। ତାହାକୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ତରଫରୁ ଏହି […]
Continue Reading
