ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି: ଆଉ ୫ ଦିନ ଏପରି ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିଲାବେଳେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନକରାଯାଇଛି। ସମ୍ବଲପୁର ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାର ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଓ ଭଦ୍ରକର ଜିଲ୍ଲାର ଗୋଟିଏ […]

Continue Reading

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ୍ ସେବା ବ୍ୟାହାତ ହେବା ଲୋକଙ୍କୁ ବେଶ୍ ହଇରାଣ ହରକତ କରୁଛି । ଯାହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର […]

Continue Reading

ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର: ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି। ରାଜ୍ୟରେ ଚଳିତ ବର୍ଷ ରେକର୍ଡ […]

Continue Reading

ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି। କିଛି ଦିନ ତଳେ ପୁଲୱାମା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ପ୍ରମୁଖ ନେତାଙ୍କୁ ବିବାଦ ଘେରକୁ ଆଣିଥିବା ସତ୍ୟପାଲ ପୁଣିଥରେ ସେହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ଆହୁରି […]

Continue Reading

ଅଷ୍ଟ୍ରେଲିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ ; ବିଦେଶ ମାଟିରେ ତ୍ରିରଙ୍ଗା ହଲାଇ ମୋଦୀଙ୍କୁ କରାଗଲା ସ୍ୱାଗତ

ନୂଆଦିଲ୍ଲୀ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କର ତିନି ଦିନିଆ ବିଦେଶ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନିରୁ ଅଷ୍ଟ୍ରେଲିଆର ସିଡନୀରେ ପହଞ୍ଚିଛନ୍ତି ମୋଦୀ । ଅଷ୍ଟ୍ରେଲିଆ ବିମାନ ବନ୍ଦରରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସେ ବନ୍ଦେ ମାତାରାମ ସ୍ଲୋଗାନ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୨୨ ରୁ ୨୪ ମେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଗସ୍ତରେ […]

Continue Reading

କେନ୍ଦ୍ର-ଦିଲ୍ଲୀ କଳି, କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କୁ ନିଯୁକ୍ତି, ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶକୁ ନେଇ ରାଜନୈତିକ ଉଷ୍ମତା ଭିତରେ ଆପକୁ ସମର୍ଥନ ଜଣାଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ସୋମବାର କହିଛନ୍ତି, ଦିଲ୍ଲୀ ସରକାର ଅଧିକାରୀଙ୍କୁ ନେଇ ସୁପ୍ରିକୋର୍ଟ ଦେଇଥିବା ରାୟ ସହ ଆମେ ଅଛୁ । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମ୍ମାନ କରନ୍ତୁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗତକାଲି କେଜ୍ରିୱାଲଙ୍କୁ ଭେଟିବା ପରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼଼ଗେ […]

Continue Reading

ରାହୁଲଙ୍କ ପଥରେ ମୋଦୀ ; ଦେଶ ନୁହେଁ ବିଦେଶରେ କରିବେ ପଦଯାତ୍ରା, ଆମେରିକାର ୨୦ଟି ବଡ ସହରରେ ହେବ ‘ଭାରତ ଏକତା’ ପଦଯାତ୍ରା

ୱାଶିଂଟନ୍ : ରାହୁଲଙ୍କ ଭାରତ ଯୋଡା ପଦଯାତ୍ରା ଶେଷ ହେଲା ବେଳକୁ ତାଙ୍କ ନାଁ ପୂର୍ବରୁ ଥିବା ପପୁ ଟ୍ୟାଗ୍ ହଟି ସାରିଥିଲା । କେବଳ ସେତିକି ନୁହେଁ କର୍ଣ୍ଣାଟକରେ ନିର୍ବାଚନରେ କଂଗ୍ରେସର ବିଜୟ ପରେ ପ୍ରାୟ ସମସ୍ତ ଶ୍ରେୟ ରାହୁଲଙ୍କୁ ଯାଇଥିଲା । ତେଣୁ ରାହୁଲ ଆଉ ପପୁ ହୋଇ ନାହାଁନ୍ତି ବୋଲି ଏଥିରୁ ସ୍ପଷ୍ଟ ହୋଇଥିଲା । କିନ୍ତୁ ଏବେ ଅନ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ […]

Continue Reading

ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ; ୭ ଜଣଙ୍କ ମୃତ୍ୟୁ, ଅନେକ ଲୋକ ଆହତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲା ଅନ୍ତର୍ଗତ ଏଗ୍ରା ଖାଦିକୁଲ ଗାଁରେ ଏକ ଭୟଙ୍କର ବିସ୍ଫୋରଣ ଘଟିଯାଇଛି । ବେଆଇନ ବାଣ କାରଖାନାରେ ହଠାତ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ସେଠାରେ ବାଣ ତିଆରି ନାଁରେ ବୋମା ଭିଡାଯାଉଥିଲା । ଅସାବଧାନତା ଯୋଗୁଁ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି ଏବଂ ୭ […]

Continue Reading

ଖରାଦିନେ ଜଳ ସଙ୍କଟ; ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକେ

ଢେଙ୍କାନାଳ : ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ପାଣି ପାଇଁ ଡହଳ ବିକଳ ଲୋକେ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ପାନୀୟ ସମସ୍ୟାକୁ ନେଇ ଆଜି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି । ଦୀର୍ଘଦିନ ହେବ ଗାଁରେ ପାନୀୟ ଜଳର ସମସ୍ୟାକୁ ନେଇ […]

Continue Reading

ବଜ୍ରକାପ୍ତା ଚାଲାଣ କରୁଥିଲେ ଫରେଷ୍ଟର, ମାଡି ବସିଲା ପୋଲିସ

ବାରିପଦା: ବାଡ଼ ଖାଇଗଲା ଫସଲ  । ଯାହା ହାତରେ ଥିଲା ସୁରକ୍ଷା ସିଏ ସାଜିଲା ଯମ ।  ବଜ୍ରକାପ୍ତା ଚାଲାଣ ଡ଼ିଲ ଚାଲିଛି ଫରେଷ୍ଟରଙ୍କ ନିର୍ଦ୍ଦେଶରେ  ।  ଜଣେ ଫରେଷ୍ଟର ବଜ୍ରକାପ୍ତା ଡ଼ିଲ ବେଳେ ପଡିଛନ୍ତି ପୋଲିସ ହାବୁଡ଼ରେ । କପ୍ତିପଦା ପୋଲିସ ଚଢ଼ାଉ କରି ବଜ୍ରକାପ୍ତା ବେପାରର ପର୍ଦାଫାଶ କରିଛି ।  ବଜ୍ରକାପ୍ତା ବେପାରରେ ବନ ବିଭାଗ ଲିଙ୍କ ଥିବା ସାମ୍ନାକୁ ଆସିଛି  । କପ୍ତିପଦା ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ବଡ଼ଝାଡ଼ ଅଂଚଳରେ ଚଢ଼ାଉ […]

Continue Reading