ଗ୍ରାମାଞ୍ଚଳରେ ବିଦ୍ୟୁତ ସଂସ୍କାର ପାଇଁ ଟିପିସିଓଡିଏଲକୁ ଏଡିକନ ୨୦୨୬ରେ ଗୋଲ୍ଡ ଆୱାର୍ଡ
ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ ଏଆଇଡିଏ ଗୋଲ୍ଡ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର ଗ୍ରାମାଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଉପଭୋକ୍ତା ମାନଙ୍କ ସହ ସମ୍ପର୍କକୁ ଗଭୀର କରିବା ପାଇଁ ଟିପିସିଓଡିଏଲ ର ନିରନ୍ତର ପ୍ରୟାସକୁ ପ୍ରତିପାଦିତ କରୁଛି। ଅଲ୍ ଇଣ୍ଡିଆ ଡିସକମ୍ ଆସୋସିଏସନ (ଏଆଇଡିଏ) ର ବାର୍ଷିକ ସମ୍ମିଳନୀରେ […]
Continue Reading
