ପୃଥିବୀର ସବୁଠୁ ବଡ଼ ଫିଲିଙ୍ଗ୍ ଷ୍ଟେସନ

ଆମେରିକା : ଦେଶରେ ଥିବା ସବୁଠୁ ବଡ଼ ଫିଲିଙ୍ଗ ଷ୍ଟେସନ କଥା ଶୁଣିଲେଣି? ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେରେ ରହିଛି ଏକ ଫିଲିଂ ଷ୍ଟେସନ୍ ଯାହା ହେଉଛି ପୃଥିବୀର ବୃହତ୍ତମ ଫିଲିଙ୍ଗ ଷ୍ଟେସନ। ବକ୍‌-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା ହାସଲ କରିଛି। ଏଠାରେ ଏକା ସଙ୍ଗରେ ୧୨୦ଟି କାର୍‌ରେ ତେଲ ଭର୍ତ୍ତି କରିବାର ବ୍ୟବସ୍ଥା ରହିଛି।ଦୀର୍ଘ ୭୪,୦୦୦ ବର୍ଗ ଫୁଟ ପରିମିତ ଏହି କେନ୍ଦ୍ରରେ ଗ୍ରାହକଙ୍କ […]

Continue Reading

ଉଦ୍ଧାର ହେଲା ଦାମୀ ଷଣ୍ଢ, ମୂଲ୍ୟ କୋଟିଏ

ନୂଆଦିଲ୍ଲୀ: ଗାଁ ରୁ ନେଇ ସହର ଯାଇ ଅନେକ ଗାଈଗୋରୁ ଓ ଷଣ୍ଢ ବୁଲୁଥିବାର ଆପଣ ଦେଖିଥିବେ ।କିନ୍ତୁ ଏହି ଷଣ୍ଢମାନଙ୍କର କୌଣସି ମୂଲ୍ୟ ନଥାଏ । ମାତ୍ର ଯଦି ଆମେ କହୁ ଗୋଟେ ଷଣ୍ଢର ଦାମ୍ କୋଟିଏ ଟଙ୍କା । ତାଯୁକ୍ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ହେଉଛି ଏକ ବାସ୍ତବ ଘଟଣା । ଏନ୍‌ଡିଆରଏଫ୍‌ ଯବାନମାନେ ନଏଡ଼ା ଅଞ୍ଚଳର ବନ୍ୟା ଜଳରୁ ଦେଶର ସବୁଠୁ ମୂଲ୍ୟବାନ୍‌ ବିରଳ ପ୍ରଜାତିର ଷଣ୍ଢ ଉଦ୍ଧାର କରିଛନ୍ତି। […]

Continue Reading

ଡ୍ରାଗନ ଜୀବ ନୁହେଁ ଡ୍ରାଗନ ମନ୍ଦିର

ବ୍ୟାଙ୍ଗକ୍‌ : ଡ୍ରାଗନ ଜୀବ କଥା ନିଶ୍ଚୟ ଶୁଣିଥିବେ ହେଲେ ଡ୍ରାଗନ ମନ୍ଦିର କଥା ଜାଣିଛନ୍ତି କି? ଥାଇଲାଣ୍ଡର ନାଖୋଁ ପାଥମ୍‌ ପ୍ରଦେଶରେ ରହିଛି ଏହି ଡ୍ରାଗନ୍ ମନ୍ଦିର । ୱାଟ୍‌ ସାମ୍ଫ୍ରାନ୍‌ ମନ୍ଦିରର ଏହି ସ୍ଥାପତ୍ୟ ଶୈଳୀ ଆଶ୍ଚର୍ଯ୍ୟ ଜନକ । ରାଜଧାନୀ ବ୍ୟାଙ୍ଗକକ୍‌ ଠାରୁ ୪୦ କି.ମି. ଦୂରରେ ନିର୍ମିତ ଏହି ୧୭ ମହଲା ବିଶିଷ୍ଟ ଏବଂ ଏହି ମନ୍ଦିରର ଉପରୁ ତଳ ଯାଏ ୮୦ ମିଟର ଲମ୍ବର ଏକ ବିଶାଳ ଡ୍ରାଗନ୍‌ ଗୁଡ଼େଇ […]

Continue Reading

ଶାନ୍ତି ଦେବ ବଟବୃକ୍ଷ

ପୁରାଣ ଶାସ୍ତ୍ର ଅନୁସାରେ ବରଗଛକୁ ଦେବବୃକ୍ଷ ବୋଲି ପୂଜାର୍ଚ୍ଚନା କରାଯାଇଥାଏ । ଏହି ବୃକ୍ଷରେ ତ୍ରିଦେବ ବାସ କରୁଥିବାର ମାନ୍ୟତା ମଧ୍ୟ ରହିଛି। ଏହାସହ ଲୋକ ବିଶ୍ୱାସ ଅନୁଯାୟୀ ବରଗଛର ମୂଳରେ ବ୍ରହ୍ମା , ଗଣ୍ଡିରେ ବିଷ୍ଣୁ ଓ ଡ଼ାଳପତ୍ରରେ ସ୍ୱୟଂ ଶିବ ବାସ କରନ୍ତି । ଏଥିପାଇଁ ବରଗଛକୁ ପୂଜା କରିବା ଦ୍ୱାରା ତ୍ରିଦେବ ପ୍ରସନ୍ନ ହୋଇ ଧନ ସମ୍ପତି ପ୍ରଦାନ କରିବା ସହ ଏହାଦ୍ବାରା ମହିଳାମାନେ ସୈାଭାଗ୍ୟବତୀ ହୋଇଥାନ୍ତି । ବରଗଛ ପୂଜା କରିବା […]

Continue Reading

ବର୍ଷାଦିନିଆ ସଚେତନ ସୂତ୍ର

ବର୍ଷାଦିନେ ଅନେକ ରୋଗ ବ୍ୟାପିଥାଏ । ପାଗ ବଦଳିବାରୁ ଲୋକମାନେ ଥଣ୍ଡା, ସର୍ଦ୍ଦି ଭଳି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯତ୍ନବାନ ରହିବା ନିହାତି ଆବଶ୍ୟକ । ବର୍ଷା ଋତୁରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ଅନେକ ସଂକ୍ରମଣ ଜନିତ ରୋଗ ହୋଇଥାଏ । କେତେକ ବିଶେଷ ନିୟମ ରହିଛି ଯାହାକୁ ଅବଲମ୍ବନ କରି ଆପଣ ଏହି ରୋଗରୁ ନିଜକୁ ରକ୍ଷା କରିପାରିବେ । ବର୍ଷାଋତୁରେ […]

Continue Reading

ହରୋର୍‌ ମୁଭି ଭେଟି ଦିଏ ଚକ୍ଷୁ ସମସ୍ୟା

ସାଧାରଣ ଭାବରେ ଚଳଚ୍ଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଅନେକ ହରୋର୍‌ ମୁଭି ଦେଖିବାକୁ ଭଲ ପାଆନ୍ତି । ଅନ୍ୟ ଅର୍ଥରେ କହିଲେ ଚଳଚ୍ଚିତ୍ର ହେଉଛି ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । କିନ୍ତୁ ଲଗାତର ଭାବରେ ଏହାର ଅଭ୍ୟାସ ଦ୍ୱାରା ଅନେକ କ୍ଷତି ହୋଇଥାଏ । ଏକ ଅନୁଧ୍ୟାନ ଅନୁସାରେ ଜଣାପଡିଛି ଯେ ଆମମାନଙ୍କ ମଧ୍ୟରୁ ୯ ପ୍ରତିଶତ ଲୋକ ହରର୍‌ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଭୟ ଲାଗିଲେ ବି […]

Continue Reading

ମାରାତ୍ମକ ହୋଇପାରେ ଟାଟୁ

ଭୁବନେଶ୍ୱର: ଦିନକୁ ଦିନ ବଦଳୁଛି ସମୟ । ସମୟ ସହ ବଦଳିଲାଣି ଲୋକମାନଙ୍କ ଚିନ୍ତାଧାରା । ଆଜିର ଆଧୁନିକ ଯୁଗରେ ସମସ୍ତେ ସ୍ମାର୍ଟ ଦେଖାଯିବା ସହ ଅପଡେଟ୍ ହେଲେଣି ଲୋକେ । ମୋବାଇଲ ଫୋନର ସ୍ମାର୍ଟ ଫିଚର ପରି ନିଜ ଶରୀରର ଅଙ୍ଗରେ ଅନେକ ପ୍ରକାରର ଟାଟୁ‌ କରି ନିଜକୁ ସ୍ମାର୍ଟ ଦେଖେଇ ମେଣ୍ଟେନ୍ କରିବାକୁ ପସନ୍ଦ କଲାଣି ନୂତନ ପିଢି । ପୁରୁଷ କୁହନ୍ତୁ ବା ମହିଳ ଆଜିକାଲି ସମସ୍ତେ ଯେ କୌଣସି ସମୟ ହେଲେ […]

Continue Reading

ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ […]

Continue Reading