କେମିତି ଉତ୍ପତ୍ତି ହେଲା ପିଜ୍ଜାର: କାହିଁକି ଏହାକୁ କୁହାଯାଉଥିଲା ଗରିବଙ୍କ ଖାଦ୍ୟ

ପିଜ୍ଜାର ଉତ୍ପତ୍ତି ଇଟାଲୀରେ, ବିଶେଷତ ନେପଲ୍ସରେ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏହା ମୂଳତଃ ଏକ ସରଳ ଖାଦ୍ୟ ଥିଲା, ଯାହା ଫ୍ଲାଟବ୍ରେଡ୍ ଉପରେ ସାଧାରଣ ଉପାଦାନ ଦେଇ ତିଆରି ହେଉଥିଲା। ପ୍ରାଚୀନ ରୋମାନ, ଗ୍ରୀକ ଓ ଇଜିପ୍ଟୀୟ ସଭ୍ୟତାରେ ମଧ୍ୟ ଫ୍ଲାଟବ୍ରେଡ୍ ସହିତ ତେଲ, ମସଲା ଓ ଭେଜିଟେବଲ୍ ମିଶାଇ ଖାଦ୍ୟ ପ୍ରସ୍ତୁତ ହେଉଥିଲା । କିନ୍ତୁ ଆଧୁନିକ ପିଜ୍ଜାର ଜନ୍ମ ହୋଇଥିଲା ୧୮ମ ଶତାବ୍ଦୀରେ ଇଟାଲୀର ନେପଲ୍ସରେ।ନେପଲ୍ସରେ ପିଜ୍ଜା ଥିଲା ଗରିବ ଲୋକଙ୍କର […]

Continue Reading

ରାହୁଲଙ୍କ ଗାଲରେ ଚୁମ୍ବନ ଦେବାକୁ ଚେଷ୍ଟା: ଯୁବକଙ୍କୁ ଅଟକାଇଲେ ସୁରକ୍ଷାକର୍ମୀ

ଭାରତୀୟ ରାଜନୀତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ତାଙ୍କ ସାର୍ବଜନୀନ କାର୍ଯ୍ୟକ୍ରମ ଓ ରାଜନୈତିକ ଯାତ୍ରା ସର୍ବଦା ଚର୍ଚ୍ଚାରେ ରହିଥାଏ। ଏକ ଅଭାବନୀୟ ଘଟଣାରେ, ଜଣେ ଯୁବକ ରାହୁଲ ଗାନ୍ଧୀଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଘଟିଥିଲା, ବିହାରରେ ରାହୁଲ ଗାନ୍ଧୀ ଅଧିକାର ଯାତ୍ରା କରୁଛନ୍ତି । ବାଇକ ରାଲି ସମୟରେ ଜଣେ ଯୁବକ ଭିଡ଼ ମଧ୍ୟରୁ ଆଗେଇ ଆସି […]

Continue Reading

ଶିକ୍ଷାନୁଷ୍ଠାନ ପରିସରରେ ନିଶା ବିକ୍ରି ଓ ସେବନକୁ ନା: ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ନିଶା ଦ୍ରବ୍ୟ ରୋକିବା ସଂପର୍କରେ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ ପରିସର ଏବଂ ସଂଲଗ୍ନ ଅଂଚଳରେ ବେଆଇନ୍‌ ନିଶାଦ୍ରବ୍ୟ ବିକ୍ରୟ , ସେବନ ଓ କାରବାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଦ୍ୟାଳୟ ମହାବିଦ୍ୟାଳୟକୁ ଡ୍ରଗ୍‌ ଫ୍ରି କ୍ୟାମ୍ପସ କରିବା […]

Continue Reading

ଓଡ଼ିଶାରେ ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ପ୍ରଶିକ୍ଷଣ କାର୍ଯକ୍ରମରେ ହେବେ ସାମିଲ

ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଓଡ଼ିଶାରେ ପହଁଞ୍ଚିଛନ୍ତି। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚଦିନ ଧରି ପ୍ରଶିକ୍ଷଣ ନେବେ।ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ସେମାନେ ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ-ଇତିହାସ-ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ଅବଗତ ହେବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପୂର୍ବରୁ ଓ […]

Continue Reading

ଖୁସି ଖବର ଦେଲେ ପରୀ: ସୋସିଆଲ ମିଡ଼ିଆରେ କଲେ ଘୋଷଣା

ଖୁବଶୀଘ୍ର ମାଆ ହେବେ ପରିଣୀତି  ! ସୋସିଆଲ ମିଡ଼ିଆରେ  ଖୁସିଖବର ଦେଲେ ବଲିଉଡ ଅଭିନେତ୍ରୀ ।  ଚାରିଆଡ଼ୁ ତାଙ୍କ ପାଇଁ ଶୁଭେଛାର ସୁଅ ଛୁଟୁଛି । ପରିଣୀତି ଚୋପ୍ରା ସ୍ୱାମୀ ରାଘବ ଚଢାଙ୍କ ସହ ଗର୍ଭବତୀ ହେବାର ଘୋଷଣା ସୋସିଆଲ ମିଡ଼ିଆରେ କରିଛନ୍ତି। କହିଛନ୍ତି ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖିବାକୁ ମିଳୁଛି । ଏହି କେକ୍ ଉପରେ ଛୋଟ […]

Continue Reading

ଡ୍ରିମ୍ ୧୧ ହଟିବା ପରେ ଏବେ କିଏ ହେବ ଟିମ୍ ଇଣ୍ଡିଆର ପ୍ରାୟୋଜକ?

ଦେଶରେ ଅନଲାଇନ୍ ଗେମିଂ ଆଇନ ଲାଗୁ ହେବା ପରେ, ଫ୍ୟାଣ୍ଟାସି ଗେମିଂ କମ୍ପାନି ଡ୍ରିମ-୧୧ ଏହାର ଅନଲାଇନ୍ ବ୍ୟବସାୟ ବନ୍ଦ କରିଦେଇଛି। ବିସିସିଆଇର ବଡ଼ ନିଷ୍ପତ୍ତି । ଏସିଆ କପ୍ ପୂର୍ବରୁ ଏହାର ସବୁଠାରୁ ବଡ଼ ସ୍ପୋନ୍ସର ଅନଲାଇନ୍ ଗେମିଂ ଆପ୍ – ଡ୍ରିମ୍ ଇଲେଭେନ୍ ସହ ସବୁ ପ୍ରକାର ଚୁକ୍ତି ବାତିଲ୍ କରିଛି ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) । ଭାରତ ସରକାରଙ୍କ ଅନଲାଇନ୍ ଗେମିଂ ନିୟମାବଳୀ ଓ ନିଷେଧ […]

Continue Reading

ଆଗାମୀ ୪୮ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଆସନ୍ତାକାଲି ପ୍ରବଳରୁ ପ୍ରବଳ ବର୍ଷା

ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ରପତ୍ତନ ଠାରୁ ୧.୫ ଏବଂ ୫.୮କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ, ଆଗାମୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ବହିବା ନେଇ ପାଣିପାଗ ବିଭାଗ ଆଗାମୀ ୫ ଦିନ ପାଇଁ ଚେତାବନୀ ଜାରି […]

Continue Reading

ଗର୍ଭବତୀ ପତ୍ନୀକୁ ମାରିଲା, ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା… ତା ପରେ ନଦୀରେ ଫିଙ୍ଗିଲା

ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ  ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ। ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। […]

Continue Reading

ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସମ୍ପ୍ରତି ବହୁ ଚର୍ଚ୍ଚା ହେଉଛି । ଗତ ୧୭ ଅଗଷ୍ଟ ୨୦୨୫ରେ ଡିହାଇଡ୍ରେସନ ଯୋଗୁଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ସୁସ୍ଥତା ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଗଷ୍ଟ ୨୫, ୨୦୨୫ରେ ନବୀନ ନିବାସ ଯାଇ ତାଙ୍କୁ ଭେଟିଥିଲେ। ଏହି ଭେଟରେ ରାଜ୍ୟପାଳ […]

Continue Reading

ଢେଙ୍କାନାଳର ବିରାଶୋଳ ଠାରେ ଏକ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆ ଯିବ ସ୍ୱତନ୍ତ୍ର ଟ୍ରେନିଂ Air Works ସହିତ MoU ସ୍ୱାକ୍ଷରିତ; ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ ଗତ ୧୪ ମାସରେ, ଓଡିଶାର ବିମାନବନ୍ଦର ଗୁଡ଼ିକ 15ଟି ନୂଆ ଗନ୍ତବ୍ୟସ୍ଥଳ ସହିତ ଯୋଡି ହୋଇଛି ଏୟାରପୋର୍ଟ ଗୁଡିକରେ ଫ୍ଲାଇଟ ଟ୍ରେନିଂ, UAV ଟ୍ରେନିଂ , ଓ ଏୟାରସ୍ପୋର୍ଟ୍ସ ପାଇଁ ବ୍ୟବସ୍ଥା କରାଯିବ ଢେଙ୍କାନାଳର ବିରାଶୋଳ […]

Continue Reading