ଛାଡପତ୍ର ପରେ ମୁଁହ ଖୋଲିଲେ ଧନଶ୍ରୀ: କହିଲେ ସେଦିନ ମୁଁ ଗୋଟା ଥରୁଥିଲି

ଛାଡପତ୍ର ପରେ ପ୍ରଥମ ଥର ପାଇଁ ଚହଲଙ୍କୁ ନେଇ ଧନଶ୍ରୀ ମୁହଁ ଖୋଲିଛନ୍ତି।  କହିଛନ୍ତି ଯେ ଯେତେବେଳେ ସେମାନଙ୍କ ଛାଡପତ୍ରର ନିଷ୍ପତ୍ତି ଘୋଷଣା କରାଯାଉଥିଲା, ସେ କାନ୍ଦୁଥିଲେ ଏବଂ ଥରୁଥିଲେ। ସେହିପରି ଧନଶ୍ରୀ, ଚହଲଙ୍କ `ସୁଗାର ଡାଡି’ ଟି-ସାର୍ଟ ଉପରେ ମଧ୍ୟ ନୀରବତା ଭାଙ୍ଗିଛନ୍ତି। ଏକ ସାକ୍ଷାତକାରରେ ଛାଡପତ୍ର ଦିନକୁ ନେଇ ସେ କହିଛନ୍ତି, “ମୋର ଏବେ ବି ମନେ ଅଛି, ଯେତେବେଳେ ଶୁଣାଣି ଚାଲିଥିଲା, ମୁଁ ଠିଆ ହୋଇ ରହିଥିଲି । ଯଦିଓ ଆମେ ମାନସିକ […]

Continue Reading

ଟ୍ରେନରେ ଯାତ୍ରା କରୁଛନ୍ତି ଯଦି ଜାଣି ରଖନ୍ତୁ ଏହି ନୂଆ ନିୟମ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ସୂଚନା । ଯାତ୍ରୀମାନଙ୍କ ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି। ଏବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଲଗେଜର ସୀମା ସ୍ଥିର ହେବ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଲଗେଜ ବହନ କଲେ ଯାତ୍ରୀମାନଙ୍କୁ ଜରିମାନା ଦେବାକୁ ପଡିବ।ଏୟାରପୋର୍ଟ ଭଳି ଷ୍ଟେସନରେ ବି ଏବେ ଓଜନ ହେବ ଯାତ୍ରୀଙ୍କ ବ୍ୟାଗେଜ। ଯେପରି […]

Continue Reading

ଦ ବ୍ୟାଡ୍ସ ଅଫ୍ ବଲିଉଡର ପ୍ରିଭ୍ୟୁ ରିଲିଜ, ଦେଖିବାକୁ ମିଳିଲେ ଅନେକ ଷ୍ଟାର… ବବି ତ କିଛି ଅଲଗା ଅନ୍ଦାଜରେ

ଆର୍ଯ୍ୟନ ଖାନଙ୍କ ପ୍ରଥମ ୱେବ ସିରିଜ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ’ ର ପ୍ରିଭ୍ୟୁ ରିଲିଜ  । ନିକଟରେ ଏହାର ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଶାହାରୁଖ ନିଜେ ତାଙ୍କ ପତ୍ନୀ ଗୌରୀଙ୍କ ସହ ବୁଧବାର ଏକ କାର୍ଯ୍ୟକ୍ରମରେ ପହଞ୍ଚି ଶୋ’ର ପ୍ରିଭ୍ୟୁ ଲଞ୍ଚ କରିଥିଲେ । ଆର୍ଯ୍ୟନ, ବବି ଦେଓଲ ଏବଂ ଲକ୍ଷ୍ୟଙ୍କ ସମେତ ଶୋ’ର ଷ୍ଟାରକାଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରିଭ୍ୟୁ ଭିଡିଓ ଶାହରୁଖ ଖାନଙ୍କ ଭଏସ୍ ଓଭର […]

Continue Reading

ଆଉ ଜେଲ୍‌ରୁ ଚାଲିପାରିବନି ସରକାର, ଜେଲ୍ ଗଲେ ଯିବ ପଦ

ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ନିଆଯିବ କଡ଼ା ଆକ୍ସନ । କୌଣସି ସଂଗୀନ ଅପରାଧିକ ମାମଲାରେ ଲଗାତାର ୩୦ ଦିନ ଧରି କଷ୍ଟଡି ବା ହାଜତରେ ରହିଲେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ। ଅନ୍ୟଥା ୩୧ତମ ଦିନରେ ଆପେ ଆପେ ପଦ ହରାଇବାକୁ ପଡ଼ିବ। ଦେଶର […]

Continue Reading

ପାଚିଲା କଦଳୀ ଖାଆନ୍ତୁ: ମିଳିବ ଏହି ସବୁ ଫାଇଦା, ଓଜନ ବି ରହିବ ନିୟନ୍ତ୍ରଣରେ

ପାଚିଲା କଦଳୀ ଏକ ଅତି ଲୋକପ୍ରିୟ ଓ ପୁଷ୍ଟିକର ଫଳ, ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ। ଏହାର ମିଠା ସ୍ୱାଦ ଓ ନରମ ଗଠନ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରେ। ପାଚିଲା କଦଳୀରେ ଭିଟାମିନ୍, ଖନିଜ ପଦାର୍ଥ, ଓ ଅନ୍ୟାନ୍ୟ ପୁଷ୍ଟିକର ତତ୍ତ୍ୱ ରହିଛି, ଯାହା ଶରୀରକୁ ଅନେକ ଉପକାର ପ୍ରଦାନ କରେ। ନିମ୍ନରେ ପାଚିଲା କଦଳୀ ଖାଇଲେ ମିଳୁଥିବା କିଛି ପ୍ରମୁଖ ଫାଇଦା ବିଷୟରେ ଆଲୋଚନା କରାଯାଇଛି। […]

Continue Reading

ପରଲୋକରେ ଅଚ୍ୟୁତ ପୋତଦାର: ୧୨୫ରୁ ଅଧିକ ସିନେମାରେ କାମ କରିଛନ୍ତି

ମରାଠୀର ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ସୋମବାର ଦିନ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ରିପୋର୍ଟ ଅନୁଯାୟୀ, ତାଙ୍କୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିନେତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ […]

Continue Reading

ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍: ପଢନ୍ତୁ ପୁରା ଖବର

ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ,ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର। ୩ ଲକ୍ଷ ୧୦ ହଜାର ୮୩୯ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ସ୍କୁଲ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ ପାଇଁ ପ୍ରତି ଛାତ୍ର ପାଇଁ ଏକ ହଜାର ଟଙ୍କା ପାଣ୍ଠି ଆବଶ୍ୟକ। ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓସେପା। ମନ୍ତ୍ରୀ କହିଛନ୍ତି ରାଜ୍ୟର ୪୫ ହଜାର […]

Continue Reading

ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମନିକା ବିଶ୍ୱକର୍ମା

ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ । ୧୮ ଅଗଷ୍ଟରେ ଜୟପୁରରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ଭାରତର ବିଭିନ୍ନ ସ୍ଥାନରୁ ୪୮ ଜଣ ପ୍ରତିଯୋଗୀ […]

Continue Reading

ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍

ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବି. ସୁଦର୍ଶନ ରେଡ୍ଡୀ ହୋଇଛନ୍ତି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଥିଲେ ବି. ସୁଦର୍ଶନ ରେଡ୍ଡୀ । ଦୁଇ ଦିନ ତଳେ NDA, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।ଉପରାଷ୍ଟ୍ରପତି […]

Continue Reading

ଏସିଆ କପ୍ ୨୦୨୫ ପାଇଁ ଭାରତୀୟ T20 ଦଳ ଘୋଷଣା

ଏସିଆ କପ୍ ୨୦୨୫ ପାଇଁ ଭାରତୀୟ T20 ଦଳ ଘୋଷଣା । ଦଳରେ ମୋଟ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଦଳର କମାଣ୍ଡ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇ ଥିବାବେଳେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଜସପ୍ରୀତ ବୁମରାହ ଏବଂ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳର ଅଂଶ ଥିବା ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ରମନଦୀପ ସିଂହ, ରବି […]

Continue Reading