ବ୍ରିଲିଆଣ୍ଟ ଗ୍ରୁପ ନୂଆ ପ୍ରଡକ୍ଟର ବଜାର୍ ପ୍ରବେଶ

Top Storise ରାଜ୍ୟ

ଭୁବନେଶ୍ୱର: ବ୍ରିଲିଆଣ୍ଟ ଗ୍ରୁପ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ନୂଆ ବ୍ରିଲିଆଣ୍ଟ ନାଇଟ୍, ରାଜ, ଡାଇମଣ୍ଡ, ରୋୟାଲ, ଓମ୍, kids, ପାଞ୍ଚମ ଓଡିଶା ରେ ବଜାର୍ ପ୍ରବେଶ କରିଛି। ଓଡ଼ିଶାର ପ୍ରଥମ କମ୍ପାନୀ ଭାବେ ବ୍ରିଲିଆଣ୍ଟ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ବିଭିନ୍ନ୍ ସ୍ଥାନରେ ବି ନିଜର ବ୍ୟବସାୟୀ ଚଳାଇଛି। ମାତ୍ର ଓଡ଼ିଶାରେ ପ୍ରସ୍ତୁତ ସମାଗ୍ରୀ ଓଡ଼ିଶାରେ ହିଁ ଅଧିକ ବିକ୍ରୟ କରିବାକୁ ମନ ବଳାଇଛନ୍ତି। କମ୍ପାନୀ ଆରମ୍ଭରୁ ପୂଜା ଧୂପରୁ ବ୍ୟବସାୟୀ ଆରମ୍ଭ ହୋଇଥିଲା। ଧୀରେଧୀରେ ଲୋକେ ଭଲ ପାଇବା ଦେବା ସହ ନୂଆ ସମାଗ୍ରୀ ଆଣିବାକୁ ପ୍ରେତ୍ସାହିତ କରିଥିଲେ। ଗ୍ରାହକଙ୍କର ପ୍ରୋତ୍ସାହନ ଦେଖି ଆଗକୁ ମାଡି ଚାଲିଛି ବ୍ରିଲିଆଣ୍ଟ ଗ୍ରୁପ। ବଜାରରେ ମିଳୁଥିବା ଏକାଧିକ କମ୍ପାନୀର ସମାଗ୍ରୀ ଠାରୁ ଏହା ଭିନ୍ନ। ଏପରି ଭଲ ପାଇବା ରହିଲେ ଆଗାମୀ ସମୟରେ ଏପରି ଅନେକ ନୂଆ ସମାଗ୍ରୀ ଗ୍ରାହକଙ୍କୁ ଭେଟି ଦେବେ ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ।

ସେହିପରି ପରିମାଣ, ଗୁଣବତ୍ତା ଦୃଷ୍ଟିରୁ ଏହା ଲୋକଙ୍କ ମନକୁ ଜିଣି ପରିଛି। ଏଥିପାଇଁ ଆମ ସମସ୍ତ ସହଯୋଗୀ, କର୍ମଚାରୀଙ୍କୁ ଧନ୍ୟବାଦ ବୋଲି କହିଛନ୍ତି କମ୍ପାନୀ ମ୍ୟାନେଜର ଆଲୋକ କୁମାର ସୁବୁଦ୍ଧି।

Leave a Reply

Your email address will not be published. Required fields are marked *