ବିହାରରେ ୩ ଆତଙ୍କବାଦୀ: କରୁଛନ୍ତି ଆକ୍ରମଣର ବଡ଼ ଯୋଜନା
ବିହାରରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ । ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀଙ୍କ ପ୍ରବେଶ ଖବର ପାଇ ପୋଲିସ ମୁଖ୍ୟାଳୟ ଏବଂ ବରିଷ୍ଠ ଅଧିକାରୀମାନେ ଆକ୍ସନ ମୋଡ଼ରେ ରହିଛନ୍ତି। ଏହି ତିନି ଜଣ ନେପାଳ ଦେଇ ବିହାରରେ ପ୍ରବେଶ କରିଛନ୍ତି । ସମସ୍ତେ ପାକିସ୍ତାନୀ । ହସନୈନ ଅଲି ରାୱଲପିଣ୍ଡିର ବାସିନ୍ଦା । ଆଦିଲ ହୁସେନ ଉସମାନ୍ ଉବାହଲପୁରର ବାସିନ୍ଦା । ସେହିପରି ମହମ୍ମଦ ଉସମାନ୍ ବାହାବଲପୁରର ବାସିନ୍ଦା […]
Continue Reading
