ଚୀନର ସୈତାନୀ ବୁଦ୍ଧି

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସ˚ସ୍ଥା ଏଚ୍‌ଡିଏଫ୍‌ସି ୨୦୨୦, ମାର୍ଚ୍ଚ ୩୧ ପରେ ଯେତେବେଳେ ଷ୍ଟକ୍‌ ଏକ୍‌ସଚେଞ୍ଜଗୁଡ଼ିକୁ ସୂଚିତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ୍‌ ପିପୁଲ୍‌ସ ବ୍ୟାଙ୍କ୍‌ ଅଫ୍‌ ଚାଇନା (ପିବିଓସି) କମ୍ପାନିର ୧.୭୫ କୋଟି ସେୟାର କିଣି ୧.୦୧% ଅ˚ଶଧନର ଅଧିକାରୀ ହୋଇଛିି, ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା। କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ‘ପିବିଓସି’ ଏହି […]

Continue Reading

ପ୍ରଭୁଙ୍କ ଇଚ୍ଛା

ଜଣେ ସାଧାରଣ ଓଡ଼ିଆ କୌଣସି ମାନବ ସାମର୍ଥ୍ୟ ଅତିକ୍ରମୀ ନୈରାଶ୍ୟଜନକ ପରିସ୍ଥିତିରେ ପଡ଼ି ଯେତେବେଳେ ସ˚ପୂର୍ଣ୍ଣ ଆତ୍ମ ସମର୍ପଣ ମୁଦ୍ରାରେ ଦୁଇ ବାହୁ ଊର୍ଦ୍ଧ୍ବକୁ ପ୍ରସାରିତ କରି ‘ଯାହା ପ୍ରଭୁଙ୍କ ଇଚ୍ଛା’ ବୋଲି କହି ଉଠେ, ସେତିକି ବେଳେ ପ୍ରଭୁଙ୍କ ଲୀଳାମୟତାର ଅଲୌକିକତାକୁ ନେଇ ତା’ ମନରେ ତଥାପି ଆସ୍ଥା ଟିକିଏ ବଞ୍ଚି ରହିଥାଏ ଯେ ପ୍ରଭୁଙ୍କ ସେହି ଇଚ୍ଛା ଯୋଗୁ ଯଦି ‘ପୃଥ୍ବୀ କ୍ଷଣ କ୍ଷଣକେ ଆନ’, ତେବେ ହୁଏ’ତ ତାର ଏ ହତାଶାଜନକ ସ୍ଥିତି […]

Continue Reading