ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..

ଉଟୀ:  ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାତାମିଲନାଡୁରବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା ସର୍ବାଧିକ ୪୫ ବଟିକା ଖାଇ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତି […]

Continue Reading

ତ୍ରିପୁରାରେ ପୁଣି ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମାଣିକ ସାହା

ନୂଆଦିଲ୍ଲୀ: ତ୍ରିପୁରା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରାଯାଇଛି । ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ସିଂହାସନ ଆରୋହଣ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସାହା । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ରମନ୍ତ୍ରୀ ଭାବରେ ଶାସନ କରିବେ । ବିଧାୟକ ଦଳର ବୈଠକରେ ଏ ନେଇ ନିଷ୍ପତ୍ତି ପରେ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିବେ ମାଣିକ ସାହା । ନିଜ ସିଟରୁ ନିର୍ବାଚନ ଲଢିବା ସହ ପ୍ରତ୍ୟେକ ସିଟରେ ନେତୃତ୍ୱ ନେଇଥିଲା […]

Continue Reading

ଟିଭି ନ୍ୟୁଜ୍ ଚ୍ୟାନେଲ ଏବଂ ଏଫଏମ୍ ରେଡିଓକୁ ଦୈନିକ ପାଣିପାଗ ପୂର୍ବାନୁମାନ ସୂଚନା ଦେବାକୁ ନିର୍ଦ୍ଦେଶ ଦେଲେ ମୋଦୀ

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ପ୍ରବେଶ କରୁ କରୁ ଗରମ ଅସମ୍ଭାଳ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ଆଗାମୀ ଗ୍ରୀଷ୍ମ ପୂର୍ବରୁ ଗରମ ପାଗ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପିଏମଓ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ମୌସୁମୀ ପୂର୍ବାନୁମାନ, ରବି ଫସଲ ଉପରେ ପ୍ରଭାବ, ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତି, ବିପର୍ଯ୍ୟୟ ସହ ଜଡିତ ପ୍ରସ୍ତୁତି ଏବଂ କ୍ଷତିକାରକ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। […]

Continue Reading

ଚାକିରି ବଦଳରେ ଜମି ମାମଲା, ଜେରା ପାଇଁ ଲାଲୁ ଯାଦବଙ୍କୁ CBI ନୋଟିସ୍

ନୂଆଦିଲ୍ଲୀ: ଲାଲୁ ଯାଦବଙ୍କୁ ସିବିଆଇର ସମନ । ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କୁ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିଲା । ସୂଚନା ଅନୁସାରେ, ଜମି ବଦଳରେ ରେଲୱେରେ ଚାକିରି ଦେବା ମାମଲାରେ […]

Continue Reading

କାର୍ଲିଫର୍ଣ୍ଣିଆରେ ଜରୁରୀକାଳୀନ ଘୋଷଣା, ୧୨ ଫୁଟ ଉଚ୍ଚାରେ ଜମିଲା ବରଫ

ନ୍ୟୁୟର୍କ: କାର୍ଲିଫର୍ଣ୍ଣିଆର ସରକାର ଗାଭିନ ନ୍ୟୁସମ ତୁଷାରପାତ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜାରି ହୋଇଥିବା ତୁଷାରପାତ, ପ୍ରବଳ ପବନ ଏବଂ ଅଧିକ ବନ୍ୟା ପରିସ୍ଥିତି ଏହି ନୂତନ ଭୟଙ୍କର ପାଣିପାଗ ପ୍ରଣାଳୀରୁ ବୁଧବାର ବିଳମ୍ବିତ ରାତିରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଘୋଷଣା କରିଛି ଯେ, ତୁଷାର ଝଡ଼ରେ ପ୍ରଭାବିତ କାଲିଫର୍ନିଆବାସୀଙ୍କୁ ଜୀବନ ରକ୍ଷାକାରୀ ସହାୟତା ତ୍ୱରାନ୍ୱିତ କରିବା ପାଇଁ ଜରୁରୀକାଳୀନ ଘୋଷଣା କରାଯାଇଛି। ଆଲିସିଆ ଦେ ଲା ଗାରଜା କାର୍ଲିଫର୍ଣ୍ଣିଆ କାର୍ଯ୍ୟାଳୟର ଜରୁରୀକାଳୀନ ସେବା […]

Continue Reading

ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି। ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ ତାଙ୍କ ଉଡ଼ାଣ ରଦ୍ଦ କରାଯାଇଥିଲା। ଏହାପରେ ଏୟାରପୋର୍ଟ ପୁଲିସ ଓ ଆସାମ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖେଡ଼ାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ଅଭିଯୋଗ […]

Continue Reading

ଫେବୃଆରୀରୁ ତାତିଲାଣି ବାୟୁମଣ୍ଡଳ: କାହିଁକି ସମୟ ପୂର୍ବରୁ ଆସୁଛି ହିଟ ୱେଭ?

ନୂଆଦିଲ୍ଲୀ: ବର୍ତ୍ତମାନ ଫେବୃଆରୀ ମାସ ଚାଲିଥିବା ବେଳେ ଏବେଠୁ ହିଁ ସାରା ଦେଶରେ ହିଟ ୱେଭ ଅନୁଭୂତ ହେଲାଣି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ତାତି ଉଠିଲାଣି ବାୟୁମଣ୍ଡଳ । ଗରମ ଦାଉରେ ସିଝିବାରେ ଲାଗିଛି ପ୍ରାଣୀଜଗତ । ମାସ ଆରମ୍ଭ ପର୍ଯ୍ୟନ୍ତ ଥଣ୍ଡା ଏବଂ ଶୀତରେ କଲବଲ ହେଉଥିବା ବେଳେ ଦୁଇ ସପ୍ତାହ ଭିତରେ ଗରମ ଏବଂ ତାତିରେ ଜଳୁଛନ୍ତି ଦେଶବାସୀ । ତେବେ ହଠାତ କାହିଁକି ବଦଳିଗଲା ମୌସୁମୀ ? କାହିଁକି ଶୀତ […]

Continue Reading

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ ପାଇଁ ସେ ଅନେକ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ଆଜି ତାଙ୍କୁ ମିଳିପାରିଛି । ଲଗାତାର ଭାବେ ସୁନ୍ଦର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳର ଉପଅଧିନାୟକ ପଦ ଉପହାର ମିଳିଛି । ଆସନ୍ତା ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟରୁ […]

Continue Reading

ଭାରତକୁ ନେଇ ବଡ ଘୋଷଣା କଲେ ଋଷର ରାଷ୍ଟ୍ରପତି: ଚୀନ ବିଷୟରେ କ’ଣ କହିଲେ ପୁତିନ?

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ସମ୍ବୋଧିତ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ରାଜଧାନୀ ମସ୍କୋର ଗୋଷ୍ଟିବନୀ ଡାବର ହଲରେ ନିଜ ଅଭିଭାଷଣ ସମୟରେ ପୁତିନ କହିଛନ୍ତି ଯେ, ଋଷ ବର୍ତ୍ତମାନ ୟୁକ୍ରେନରେ ସ୍ପେଶାଲ ଅପରେସନ ଜାରି ରଖିଛି । ତେବେ ଏଡି ସମ୍ବୋଧନରେ ସେ ଭାରତକୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ । ଭାରତ ସହ ବ୍ୟାପାର ଏବଂ ସହଯୋଗିତା ଋଷ ଜାରି ରଖିବ ବୋଲି […]

Continue Reading

ବାଇଡେନ୍ ଙ୍କ କିଭ୍ ଗସ୍ତର ଇଫେକ୍ଟ , ପରମାଣୁ ଚୁକ୍ତି ବାତିଲ କଲା ଋଷ

ଋଷ: ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ସହ ଥିବା ଶେଷ ପରମାଣୁ ଚୁକ୍ତିକୁ ବାତିଲ କରିଛନ୍ତି।  ରଏଟର୍ସର ସୂଚନା ମୁତାବକ, ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷ ସଂସଦରେ ଭାଷଣ ଦେବା ପରେ ପୁଟିନ ସାଂସଦମାନଙ୍କୁ କହିଛନ୍ତି, ମୁଁ ଆଜି […]

Continue Reading