ୟୁଟ୍ୟୁବ ଠାରୁ ୭୫ ଲକ୍ଷ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, ଗଣିଲେ ୨୫ ହଜାର ତଣ୍ଡ
ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ହଠାତ୍ ଅଶ୍ଳୀଳ ବିଜ୍ଞାପନ ଆସିଯିବାରୁ ଏହାକୁ ଦେଖିଥିଲେ ଜଣେ ଯୁବକ। ଏଥିଯୋଗୁ ସେ ବିଚଳିତ ହେବା ସହ ପରୀକ୍ଷାରେ ଫେଲ ହୋଇଯାଇଥିଲେ। ଏହା ବିରୋଧରେ ସେ ୟୁଟ୍ୟୁବ ଠାରୁ ୭୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଆଦାୟ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟରେ ଆବେଦଦ କରିଥିଲେ। କିନ୍ତୁ ଆବେଦନକାରୀଙ୍କୁ ସର୍ବୋଚ୍ଚ ଅଦାଲତ ତୀବ୍ର ସମାଲୋଚନା କରି ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏପରି ଆବେଦନକୁ ସୁପ୍ରିମକୋର୍ଟ ଦୁଷ୍ଟାମୀର ପରିଚୟ […]
Continue Reading
