ଜେଏନୟୁରେ ବ୍ରାହ୍ମଣ ବିରୋଧି ସ୍ଲୋଗାନ.. ପରିବେଶ ଅଶାନ୍ତ

ନୂଆଦିଲ୍ଲୀ: ଜେଏନୟୁରେ ପୁଣି ଅଶାନ୍ତ ବାତାବରଣ । ବିଶ୍ୱବିଦ୍ୟାଳୟ ପରିସରରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଛି ପୁଣି ବିବାଦ । ଜେଏନୟୁ କାନ୍ଥରେ ଜାତିବାଦ ଏବଂ ବ୍ରାହ୍ମଣ ବିରୋଧୀ ସ୍ଲୋଗାନକୁ ନେଇ ଉତ୍ତେଜନା ଦେଖାଦେଇଛି । ବ୍ରାହ୍ମଣ ଏବଂ ବନିଆ ସମାଜ ବିରୋଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଲେଖାଯାଇଛି । ଏହାକୁ ଏବିଭିପି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହା ପଛରେ ଲେଫ୍ଟ ୱୀଙ୍ଗ ଛାତ୍ରଙ୍କର ହାତ ଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ […]

Continue Reading

ଲୁଧିଆନା କୋର୍ଟ ବିସ୍ପୋରଣ ଘଟଣା: ବିମାନ ବନ୍ଦରରେ ମୁଖ୍ୟ ଅଭିଯୁକ୍ତଙ୍କୁ ମାଡିବସିଲା ପୋଲିସ

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବୋମା ବିସ୍ପୋରଣ ମାମଲାର ତଦନ୍ତ କରୁଥିବା NIAକୁ ମିଳିଛି ବଡ ସଫଳତା । ବିସ୍ପୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ତଥା ଆତଙ୍କବାଦୀ ହରପ୍ରିତ ସିଂକୁ ଗିରଫ କରିଛି । ଫ୍ଲାଇଟରେ ମାଲେସିୟାରୁ ଭାରତ ଆସୁଥିବା ବେଳେ NIA ଇନ୍ଦିରା ଗାନ୍ଧି ଇଣ୍ଟରନେସନାଲ ଏୟାରପୋର୍ଟରୁ ତାଙ୍କୁ ଗିରଫ କରିଛି । ବିସ୍ପୋରଣ କରିବା ପରେ ସେ ଫେରାର ଥିଲେ । ପରେ ହରପ୍ରିତ ସିଂକୁ ଧରିବା ପାଇଁ NIA ୧୦ ଲକ୍ଷ ଟଙ୍କାର ପୁରସ୍କାର […]

Continue Reading

ଯିଏ ରାମଙ୍କୁ ବିଶ୍ୱାସ କରନ୍ତି ନାହିଁ ସିଏ ମୋତେ ରାବଣ କହୁଛନ୍ତି : ମୋଦି

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ସହ ତୁଳନା କରିଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ପାଲଟା ଜବାବ ଦେଇଛନ୍ତି ମୋଦି। ଆଜି ଗୁଜରାଟର ଏକ ନିର୍ବାଚନୀ ସଭାରେ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନଙ୍କ ଉପରେ ବର୍ଷିଛନ୍ତି। ମୋଦି କହିଛନ୍ତି ଯେ, ତାଙ୍କ ବିରୋଧରେ କିଏ କେତେ ଅପଶବ୍ଦ କହିପାରିବ କଂଗ୍ରେସ ଭିତରେ ଏକ ପ୍ରତିଯୋଗିତା ଚାଲୁଛି। ଗୁଜରାଟର ପଞ୍ଚମାହଲ ଜିଲ୍ଲାର କାଲୋଲ ସହରରେ ଦଳୀୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ମୋଦି। ସେ […]

Continue Reading

ଜି-୨୦ର ଅଧ୍ୟକ୍ଷ ହେବା ପରେ ଭାରତକୁ କ’ଣ ଫାଇଦା ମିଳିବ?

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୯ ଏବଂ ୧୦ ସେପ୍ଟେମ୍ବରରେ ଦେଶରେ ଜି -୨୦ ସମ୍ମିଳନୀ ଆୟୋଜିତ ହେବ। ଗୁରୁବାର ଠାରୁ ଭାରତ ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପାଇଛି। ଏହା ସହିତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଭାରତ ୨୦୦ ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି। ଏହି କାର୍ଯ୍ୟକ୍ରମ ଦେଶର ୫୦ ରୁ ଅଧିକ ସହରରେ ଆୟୋଜିତ ହେବ। ଜି -୨୦ ସମ୍ମିଳନୀର ଆୟୋଜନ ଭାରତ ପାଇଁ ସ୍ୱତନ୍ତ୍ର ତଥା ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ। ତଥାପି, […]

Continue Reading

ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବେ ଅଭିନେତା ଖେସାରୀ ଲାଲ!

ମୁମ୍ବାଇ: ଭୋଜପୁରୀ ସିନେମା ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଖେସାରି ଲାଲ ଯାଦବ ତାଙ୍କ ଫିଲ୍ମ ଏବଂ ନୂତନ ଗୀତ ପାଇଁ ସର୍ବଦା ହେଡଲାଇନରେ ରହିଥା’ନ୍ତି। ସେ ଗତ ଦୁଇ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାସନ କରିଆସୁଛନ୍ତି। ଅଭିନୟ ସହିତ ଖେସାରୀଙ୍କ ବିବାଦ ସହିତ ମଧ୍ୟ ଗଭୀର ସମ୍ପର୍କ ରହିଛି। ତାଙ୍କର ଗୀତ କିମ୍ବା ବିବାଦ ହେତୁ ସେ ପ୍ରତିଦିନ ଖବରରେ ରୁହନ୍ତି। କିନ୍ତୁ ଏଥର ବିବାଦର କାରଣ ଖେସାରୀ ଲାଲ ନୁହନ୍ତି ବରଂ ତାଙ୍କ ଝିଅ। ତାଙ୍କ […]

Continue Reading

ମାର୍କେଟରେ ଗଣ୍ଡଗୋଳ କଲେ ଟିମ ଇଣ୍ଡିଆର ମହିଳା କ୍ରିକେଟର

ବିଜୟପୁରା: ମାର୍କେଟରେ ଗଣ୍ଡଗୋଳ କରିଛନ୍ତି ଭାରତୀୟ ମହିଳା ଦଳର ନିୟମିତ ସଦସ୍ୟ ରାଜେଶ୍ୱରୀ ଗାଏକ୍ୱାଡ। କର୍ଣ୍ଣାଟକାର ବିଜୟପୁରାରେ ଗୋଟିଏ ସୁପର ମାର୍କେଟରେ ଗାଏକ୍ୱାଡ ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ଏଠାକୁ କିଛି କଷମେଟିକ କିଣିବାକୁ ଯାଇଥିଲେ। ଏହି ସମୟରେ ଦୋକାନରେ ଥିବା କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତତର୍କ ପରେ ଗାଏକ୍ୱାଡ ମାର୍କେଟରୁ ଚାଲି ଯାଇଥିଲେ। କିନ୍ତୁ ଗାଏକ୍ୱାଡଙ୍କ କିଛି ଲୋକ ମାର୍କେଟରେ ପହଞ୍ଚିଥିଲେ। ସେମାନେ ଦୋକାନ ଭିତରେ ପଶି କର୍ମଚାରୀମାନଙ୍କୁ ମାଡ଼ […]

Continue Reading

୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରିପାରିବେ ; ଝାଡ଼ଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ : ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ଝାଡ଼ଖଣ୍ଡ ହାଇକୋର୍ଟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଗୋଟିଏ ମାମଲାର ଶୁଣାଣୀ ବେଳେ ଜଷ୍ଟିସ୍‌ ଏସ.କେ.ଦ୍ୱିବେଦୀ ଏହି ରାୟ ଶୁଣାଇଥିଲେ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ସେ ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ […]

Continue Reading

ଡିସେମ୍ବର ୫ରେ ହେବ ଲାଲୁଙ୍କ କିଡନୀ ପ୍ରତିରୋପଣ

ପାଟନା: ରାଷ୍ଟ୍ରୀୟ ଜନତା ଦଳର(ଆରଜେଡି) ସଭାପତି ଲାଲୁ ପ୍ରସାଦଙ୍କର ଆସନ୍ତା ଡିସେମ୍ବର ୫ ତାରିଖରେ କିଡନୀ ପ୍ରତିରୋପଣ ହେବ। ସେ ଏବେ ସିଙ୍ଗାପୁରରେ ଅଛନ୍ତି। ଏ ବିଷୟରେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସୂଚନା ଦେଇଛନ୍ତି। କୁରହାନିରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ସେ ଏହା କହିଛନ୍ତି । କୁରହାନି ବିଧାନସଭା ନିର୍ବାଚନ ମଣ୍ଡଳୀର ଅନୀଲ ସାହାଣୀଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ଏଠାରେ ଉପନିର୍ବାଚନ ହେଉଛି। ଡିସେମ୍ବର ୫ରେ […]

Continue Reading

କାଲି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ ଭାରତ, ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବ। ତେଣୁ ଦେଶର ୧୦୦ଟି ସ୍ମାରକୀ ଜି -୨୦ ଲୋଗୋ ସହିତ ଆଲୋକିତ ହେବ। ଏହି ଲୋଗୋରେ ଭାରତର ଜାତୀୟ ପତାକାର ରଙ୍ଗ ସମୂହ ପ୍ରତିଫଳିତ ହୋଇଛି। ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ରହିଛି ବସୁଧୈବ କୁଟୁମ୍ବକମ୍ ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ। ସୂଚନା ଅନୁଯାୟୀ, ଏହି ଜି-୨୦ର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଭାରତ ପାଇଁ ଏକ ବଡ଼ ସୁଯୋଗ ଯାହା […]

Continue Reading

ରାଷ୍ଟ୍ରପତିଙ୍କ ଭାଷଣ ପରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: ଦଣ୍ଡ ସମୟ ସରିଥିବା ଗରୀବ ଆଦିବାସୀ କଏଦୀଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ପଦକ୍ଷେପ ନେଲେ ସୁପ୍ରିମକୋର୍ଟ । ଖୁବ ଶୀଘ୍ର ଜେଲ୍ ରୁ ମୁକୁଳିବେ ସାମାନ୍ୟ ଅପରାଧ ପାଇଁ ଦଣ୍ଡ ସମୟ ସରିଯାଇଥିବା ଗରୀବ ଆଦିବାସୀ କଏଦୀ । ଜାମିନ ପରେ ବି ଛୋଟମୋଟ କଏଦୀ ଜେଲ୍ ଜୀବନ କାଟୁଥିବା ନେଇ ୨୬ ତାରିଖରେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ । ସେହି କଏଦୀଙ୍କ ବିଷୟରେ ନିଷ୍ପତ୍ତି ନେବାକୁ ନିବେଦନ କରିଥିଲେ ରାଷ୍ଟ୍ରପତି । ଆଜି ସୁପ୍ରିମକୋର୍ଟ ଏପରି କଏଦୀମାନଙ୍କ ରିପୋର୍ଟ […]

Continue Reading