ଆଗ୍ରାରେ ଚମକିଲେ ବଣ୍ଡା ଜନଜାତିର ପୁଅ

ମାଲକାନଗିରି: ଆଗ୍ରାରେ ଚମକିଲେ ମାଲକାନଗିରି ବଣ୍ଡା ଜନଜାତିର ପୁଅ। ଆକାଶ ଦେଖାଇଲେ ପାରଦର୍ଶିତା। ୧୨୦୦ ଫୁଟ୍‌ ଉପରୁ ଯୁଦ୍ଧ ବମାନରୁ ପାରା ଗ୍ଲାଇଡିଂ କରି ଓଡ଼ିଶା ତଥା ମାଲକାନଗିରି ପାଇଁ ଗୌରବ ଆଣିଛନ୍ତି ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଲକିନାଥ କିରସାନି। ଆଗକୁ ସେ ସେନା ଯୋଗଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତିର ଛାତ୍ର ଲକିନାଥ କିରସାନୀ। ସେ ମାଲକାନଗିରି ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ର। ସର୍ବ ଭାରତୀୟ […]

Continue Reading

‘Liger’ ଫିଲ୍ମରେ ବିଦେଶୀ ଫଣ୍ଡ: ଫସିଲେ ସାଉଥ ଅଭିନେତା ବିଜୟ, ଯାଞ୍ଚ କରିବ ED

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ମନି ଲଣ୍ଡରିଂ କେସରେ ଫସିଛନ୍ତି ଅଭିନେତା ବିଜୟ ଦେବରାକୋଣ୍ଡା । ବିଜୟଙ୍କ ଅଭିନୀତ ‘ଲାଇଗର’ ଫିଲ୍ମରେ ବିଦେଶୀ ଫଣ୍ଡ ବେଆଇନ ଭାବେ ନିବେଶ ହୋଇଥିବା ଖବର ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତେଣୁ ଖୁବଶୀଘ୍ର ବିଜୟଙ୍କୁ ଜେରା କରାଯିବ । ଏନେଏ ଇଡି ପକ୍ଷରୁ ବିଜୟଙ୍କୁ ସମନ କରାଯାଇଥିବା ଜଣାପଡ଼ିଛି । ବିଜୟଙ୍କ ପୂର୍ବରୁ ଗତ ୧୭ ତାରିଖରେ ଫିଲ୍ମର ପ୍ରଯୋଜକ ଚାର୍ମି କୌର […]

Continue Reading

ଅମିତାଭ ବଚ୍ଚନଙ୍କ ସ୍ୱର ଓ ଫଟୋ ବ୍ୟବହାର ମନା

ନୂଆଦିଲ୍ଲୀ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ଫଟୋ ଓ ଡାଏଲଗ୍ ବ୍ୟବହାର ଉପରେ ଲାଗିଲା କଟକଣା । ଦିଲ୍ଲୀ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ । ଅନୁମତି ବିନା ବିଗ୍-ବିଙ୍କ ସ୍ୱର ଓ ଫଟୋକୁ ବ୍ୟବହାର କରିବାକୁ ମନା କରିବା ନେଇ ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଅନେକ ତାଙ୍କର ସ୍ୱର, ଫଟୋ ବ୍ୟବହାର କରି ବିଜ୍ଞାପନ କରୁଛନ୍ତି । ଟି-ସାର୍ଟ ଠାରୁ ଆରମ୍ଭ କରି ପୋଷ୍ଟର ଓ ଲଟେରିରେ ତାଙ୍କ ଫଟୋକୁ ରଖାଯାଉଛି […]

Continue Reading

ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ-୧୯ ବୁଷ୍ଟର ଡୋଜକୁ ଡିସିଜିଆଇ ମଂଜୁରୀ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଂଟ୍ରାନାଜାଲ କୋଭିଡ ୧୯ ବୁଷ୍ଟର ଡୋଜକୁ ଶୁକ୍ରବାର ଡିସିଜିଆଇ ଅନୁମତି ପ୍ରଦାନ କରାଯାଇଛି । କୋଭାକ୍ସିନ ଓ କୋଭାଶୀଲ୍ଡର ଟୀକା ନେଇଥିବା ବ୍ୟକ୍ତି ଜରୁରୀକାଳୀନ ପରିସ୍ଥିତିରେ ଇନକୋଭାକର ବୁଷ୍ଟର ଡୋଜକୁୁ ବ୍ୟବହାର କରିପାରିବ । ଏହା ଏବେ କେବଳ ବୟସ୍କଙ୍କ ପାଇଁ ଉପଲବ୍ଧ ରହିବ । ଭ୍ୟାକ୍ସିନ ନିର୍ମାତାଙ୍କ ଅନୁସାରେ ଏହି ଟୀକା ନାକରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିବା କ୍ଷମତା ରଖିଛି । ଏହା ଦ୍ୱାରା ସଂକ୍ରମଣ ସମ୍ଭାବନା ବହୁତ କମ […]

Continue Reading

ଟ୍ୱିଟର ଆଣିବ ଗୋଲ୍ଡ,, ଗ୍ରେ ଓ ବ୍ଲୁ ଟିକ୍‌, ଘୋଷଣା କଲେ ଏଲନ ମସ୍କ

ନୂଆଦିଲ୍ଲୀ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି। ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାରିଖକୁ ବଦଳାଇ ଦେଇଛନ୍ତି। ଏହାବାଦ ମସ୍କ ଭେରିଫିକେସନ ବ୍ୟବସ୍ଥା ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି। ପୂର୍ବରୁ ଟ୍ୱିଟରେ ଭେରିଫାଏଡ ଆକାଉଣ୍ଟଗୁଡ଼ିକୁ ବ୍ଲୁ […]

Continue Reading

ମଶାଣିରେ ପାଳିଲେ ଜନ୍ମଦିନ, କେକ କାଟିଲେ, ବିରିଆନୀ ଖାଇଲେ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ପାଇଁ  ଜନ୍ମଦିନ ବିଶେଷ ମହତ୍ୱ ରଖେ । ଏହି ଦିନଟିକୁ ସ୍ୱତନ୍ତ୍ର କରିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ ।  ତେବେ କିଏ କେମିତି ଉପାୟରେ ଏହି ଦିନକୁ ସ୍ମରଣୀୟ, ମହନୀୟ କରିବାକୁ ଚାହେଁ ।  ହୋଟେଲ, ରେସ୍ତୋରାଁ, ସମୁଦ୍ର କୂଳ, ପାହାଡ ଉପରେ ଜନ୍ମଦିନ ପାଳିବା ଆମେ ଜାଣିଛେ । କିନ୍ତୁ କେବେ ମଶାଣିରେ ଜନ୍ମଦିନ ପାଳନ କଥା ଶୁଣିଛନ୍ତି ?  ଶୁଣି ନ ଥିବେ ।  କାରଣ ଶୁଭ ଜନ୍ମଦିନରେ  […]

Continue Reading

ଝୁଲା ପୋଲ ଭୁଶୁଡ଼ିବା ଘଟଣା: ଗୁଜରାଟ ସରକାରଙ୍କ ଉପରେ ବର୍ଷିଲେ କୋର୍ଟ

ଅହମଦାବାଦ: ଗୁଜରାଟ ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ କ୍ଷତିଗ୍ରସ୍ତକୁ ମିଳିଥିବା ଆର୍ଥିକ ସହାୟତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗୁଜରାଟ ହାଇକୋର୍ଟ। ମୋର୍ବି ବ୍ରିଜ ଭୁଶୁଡ଼ିବା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର ଦେଇଥିବା ଆର୍ଥିକ ସହାୟତା ଅତ୍ୟନ୍ତ ସ୍ୱଳ୍ପ ବା ଖରାପ। କ୍ଷତିପୂରଣ ବାସ୍ତବବାଦୀ ହେବା ଦରକାର ଓ ବର୍ତ୍ତମାନ ସମୟରେ ଉପଯୁକ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟ ଆହତମାନଙ୍କୁ ଯେଉଁ ପରିମାଣର […]

Continue Reading

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ ଭଟ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯେଉଁମାନେ ପରସ୍ପରକୁ ଟକ୍କର ଦେଉଛନ୍ତି । ଏହି ତାଲିକାରେ ଦୀପିକା ପାଦୁକୋନଙ୍କୁ ୫ମ ସ୍ଥାନ ଦିଆଯାଇଛି । ଏହି ତାଲିକାରେ ତାଙ୍କ ଆଗରେ ନୟନ୍ତରା ଏବଂ […]

Continue Reading

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ବିଜୁଳି ବେଗରେ କାହିଁକି ଇସିଙ୍କୁ ଦିଆଗଲା ନିଯୁକ୍ତି?

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ କେନ୍ଦ୍ରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ଗୋଏଲଙ୍କୁ କାହିଁକି ତରବରିଆ ଓ ଆତୁର ଭାବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଗଲା? ବିଜୁଳି ବେଗରେ ବା ୨୪ ଘଣ୍ଟା ଭିତରେ କେମିତି ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟର ୫ […]

Continue Reading

ଫେସବୁକ୍ ବଢୁଛି, ଟ୍ୱିଟର୍ କମୁଛି

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବ୍ୟବହାର ଏବେ ଦିନକୁ ଦିନ ଖୁବ୍ ବଢ଼ି ଚାଲିଛି। ବର୍ତ୍ତମାନ ଏହାକୁ କେତେ ଲୋକ ବ୍ୟବହାର କରୁଛନ୍ତି, କେଉଁ ସୋସିଆଲ ନେଟଓ୍ୱାର୍କ ବେଶୀ ଲୋକପ୍ରିୟ ଅର୍ଥାତ୍ କେଉଁ ସୋସିଆଲ ନେଟଓ୍ୱାର୍କକୁ ଅଧିକ ଲୋକେ ବ୍ୟବହାର କରୁଛନ୍ତି, ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି।

Continue Reading