ନଭେମ୍ବର ୯ ରେ ମୁଖ୍ୟବିଚାରପତି ଦାୟିତ୍ୱ ଗ୍ରହଣ କରିବେ ଡିୱାଇ. ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି ହେବେ ଜଷ୍ଟିସ ଡିୱାଇ. ଚନ୍ଦ୍ରଚୂଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି କରିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ୯ନଭେମ୍ବରରକୁ ଏହି ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଟୁଇଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନର ମୁଖ୍ୟବିଚାର ୟୁୟୁ ଲଳିତ ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଡିୱାଇ. ଚନ୍ଦ୍ରଚୂଡ଼ଙ୍କ ନାମ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପାରିସ କରିଥିଲେ। ଏହା ପୁର୍ବରୁ ସରକାର ମୁଖ୍ୟବିଚାରପତିଙ୍କୁ […]

Continue Reading

ଟି-୨୦ ବିଶ୍ୱକପ: ଅଭ୍ୟାସ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ ଇଣ୍ଡିଆ

ବ୍ରିସବେନ: ଟି-୨୦ ବିଶ୍ୱକପର ପ୍ରଥମ ଅଭ୍ୟାସ ମ୍ୟାଚ୍‌କୁ ବେଶ ନାଟକୀୟ ଢଙ୍ଗରେ ଜିତିଛି ଟିମ୍‌ ଇଣ୍ଡିଆ। ବିଶ୍ୱକପର ଆୟୋଜକ ଦଳ ଅଷ୍ଟ୍ରେଲିଆକୁ ରୋହିତ ସେନା ୬ ରନରେ ହରାଇ ଦମଦାର ଆରମ୍ଭ ପାଇଛି। ଶେଷ ଓଭରରେ ମହମ୍ମଦ ଶାମିଙ୍କ ସର୍ପାଇଜ୍‌ ଏଣ୍ଟ୍ରି ସାଙ୍ଗକୁ ୪ ବଲରେ ୩ ୱିକେଟ ଦଖଲ ପୂରା ଅଭ୍ୟାସର ମୁଖ୍ୟ ଆକର୍ଷଣ ରହିଥିଲା। ଏଥିସହ ବିରାଟଙ୍କ କୋହିଳଙ୍କ ଗୋଟିଏ ରନ ଆଉଟ ଓ ଶେଷ ଓଭର୍‌ରେ ୱାନ ହାଣ୍ଡେଡ କ୍ୟାଚ୍‌ ମଧ୍ୟ ଫ୍ୟାନ୍ସଙ୍କ […]

Continue Reading

ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ ଦୁଇଜଣ ସାଧାରଣ ନାଗରିକ ଏକ ସେନା କ୍ୟାମ୍ପ ତାଲିମ ସମୟରେ ଗୁଳି ଚଳାଇଥିଲେ ଏବଂ ଏହାର ପାଲଟା ଜବାବରେ ଉଭୟଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ […]

Continue Reading

ମନ୍ଦିରରେ ମୁସଲମାନଙ୍କ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଚତୁଃପାର୍ଶ୍ୱ

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଏବଂ ହିନ୍ଦୁମାନେ ଏକତ୍ର ହୋଇ ପଢୁଛନ୍ତି ହନୁମାନ ଚାଳିଶା। ସାଙ୍ଗରେ ଜୟ ଶ୍ରୀରାମ ଧ୍ୱନୀ ମଧ୍ୟ ଦେଉଛନ୍ତି। ଶନିବାର ଏହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାଟି ଏବେ ଚର୍ଚ୍ଚାର ଶୀର୍ଷରେ ରହିଛି। ପ୍ରାୟ ଏକ ମିନିଟ୍ ପାଞ୍ଚ ସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକେ ବହୁତ ପ୍ରଶଂସା କରିଛନ୍ତି। ଏହି ଭିଡିଓରେ ମୁସଲମାନ ସମାଜର ଲୋକମାନେ ଏକ […]

Continue Reading

କୁଏତରେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ: ଦେଶ ଏବଂ ରାଜ୍ୟ ପାଇଁ ଆଣିଲେ ଗୌରବ

କୁଏତ: ଚତୁର୍ଥ ଏସୀୟ ଯୁବ ଆଥଲେଟିକ ଚାମ୍ପିଅନସିପରେ ଚମକିଲେ ଓଡିଆ ଯୁବ ଆଥଲେଟ୍ ସବିତା ଟପ୍ପୋ । ସେ ଦେଶ ପାଇଁ ରୌପ ପଦକ ହାସଲ କରି ନଜର ଜଲୱା ଦେଖାଇଛନ୍ତି । ମାତ୍ର ୧୪.୧୭ ସେକେଣ୍ଡରେ ସେ ୧୦୦ ମି. ହାଡଲ୍ସରେ ଏହି ରୌପ୍ୟ ପଦକ ଜିତିଛନ୍ତି । ତେବେ ଏହି ଗେମ୍ କୁଏତରେ ଅନୁଷ୍ଠିତ ହୋଇଥିବା ବେଳେ, ଏହା ୧୩ ଅକ୍ଟୋବରରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ତେବେ ଏହି […]

Continue Reading

ନବଜାତର ଜନ୍ମ ପ୍ରମାଣପତ୍ର ସହ ତିଆରି ହେବ ଆଧାର କାର୍ଡ

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜୀକରଣ ସୁବିଧା ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ ଆଧାର ପଞ୍ଜୀକରଣ ବ୍ୟବସ୍ଥା ରହିଛି। ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଧୀରେ ଧୀରେ ଅନେକ ରାଜ୍ୟ ସାମିଲ ହୋଇଥିଲା। ଏବେ ବାକି ରାଜ୍ୟଗୁଡ଼ିକ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) […]

Continue Reading

ଦେଶରେ ପ୍ରଥମ: ହିନ୍ଦୀରେ ପିଲା ପଢ଼ିବେ ମେଡିକାଲ ପାଠ

ଭୋପାଲ: ଦେଶର ମେଡିକାଲ ପାଠ୍ୟକ୍ରମ୍ୟ ବା ଏମବିବିଏସ୍‌ରେ ପୂର୍ବରୁ ଯାହା ହୋଇ ନଥିଲା, ସେକଥା ପ୍ରଥମଥର ପାଇଁ ମଧ୍ୟପ୍ରଦେଶରେ ହେବାକୁ ଯାଉଛି। ଦେଶର ପ୍ରଥମ ରାଜ୍ୟ ଭାବେ ମଧ୍ୟପ୍ରଦେଶର ସମସ୍ତ ୧୩ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍‌ର ୩ଟି ବିଷୟ ହିନ୍ଦୀ ଭାଷାରେ ପିଲାମାନଙ୍କୁ ପଢ଼ାଯିବ। ଆନାଟୋମୀ, ଶରୀର ବିଜ୍ଞାନ ଓ ଜୈବ ରସାୟନ ପାଠକୁ ଏମବିବିଏସ୍‌ର ପ୍ରଥମ ବର୍ଷର ପିଲାମାନେ ହିନ୍ଦୀ ଭାଷାରେ ପଢ଼ିବେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୧୬ ଅର୍ଥାତ […]

Continue Reading

ପୁଣି ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କୀ

ଶ୍ରୀନଗର: ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କଶ୍ମୀର ପଣ୍ଡିତ ଜଣଙ୍କ ତାଙ୍କ ଘର ବାହାରେ ଥିବା ବେଳେ ଆତଙ୍କୀମାନେ ତାଙ୍କୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କଶ୍ମୀର ପଣ୍ଡିତ ଜଣଙ୍କ ହେଲେ ପୂରନ କୃଷ୍ଣ ଭଟ। ଆଜି ସକାଳେ […]

Continue Reading

ଫିଲ୍ମ ‘କାନ୍ତାରା’ ଟିମ ସହ ଭେଟି ସଫଳତାର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କନ୍ନଡ ବକ୍ସ ଅଫିସରେ ସଫଳତା ହାସଲ କରିବା ପରେ ଫିଲ୍ମ ‘କାନ୍ତାରା’ ପାନ ଇଣ୍ଡିଆରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରକୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରେମ ମିଳୁଛି। ଚଳଚ୍ଚିତ୍ରଟି କନ୍ନଡ ସଂସ୍କରଣରେ ରିଲିଜ୍ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍ସହିତ ସୃଷ୍ଟି କରିଥିଲା। ଏହି ଫିଲ୍ମଟି ହିନ୍ଦୀ ସଂସ୍କରଣ ରିଲିଜ୍ ହେବା ପରେ ଦର୍ଶକଙ୍କ ଉତ୍ସାହ ଦୁଇଗୁଣ ବଢିଯାଇଛି। ଧନୁଷ, ଅନିଲ କୁମ୍ବଲେ, ପ୍ରଶାନ୍ତ ନୀଲ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଏହି ଚଳଚ୍ଚିତ୍ରକୁ […]

Continue Reading

ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା, ବିଧାୟକ ପଦ ଗଲା

ପାଟନା: ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି। ଦିଲ୍ଲୀର ଏକ ସିବିଆଇ ଅଦାଲତା ଦ୍ୱାରା ସେ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି। ବିହାର ବିଧାନସଭା ସଚିବ ପୱନ କୁମାର ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସାହାଣଙ୍କୁ ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡାଦେଶ ଆରମ୍ଭ ହେବା ଦିନରୁ ଅଯୋଗ୍ୟ ଘୋଷିତ କରାଯାଇଛି। ବିହାରର କୁଢ଼ନି ବିଧାନସଭା ଆସନରୁ […]

Continue Reading