ଚା ବିକି ସ୍ୱପ୍ନ ପୂରଣ କରିବେ ଛାତ୍ରୀ, ‘ବିଟେକ୍ ଚାୟବାଲି’ ନାଁରେ ଖୋଲିଲେ ଦୋକାନ
ନୂଆଦିଲ୍ଲୀ: ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ସେହି ଦୃଢ ଇଛାଶକ୍ତି ବଳରେ ସ୍ୱପ୍ନ ପୂରଣ କରିଛନ୍ତି ଜଣେ ଛାତ୍ରୀ। ବିହାରର ବିଟେକ୍ ଛାତ୍ର ଭର୍ତ୍ତିକା ସିଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହରିୟାଣାର ଫରିଦାବାଦରେ ଏକ ଚା ଦୋକାନ ଖୋଲିଛନ୍ତି। ଭର୍ତ୍ତିକା ସର୍ବଦା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। କିନ୍ତୁ ସେ ଷ୍ଟାର୍ଟଅପ୍ ଆରମ୍ଭ କରିବା ପୂର୍ବରୁ […]
Continue Reading
