ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି ଛାରଖାର୍ କରି ଦେଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଦୁର୍ଗା […]

Continue Reading

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଖେଳିବେନି ବିରାଟ କୋହଲି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଆସନ୍ତାକାଲି ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବ। ଭାରତ ଆଗୁଆ ଏହି ଟି-୨୦ ସିରିଜ୍‌କୁ ଜିତି ସାରିଥିବାରୁ ଆସନ୍ତକାଲି ମ୍ୟାଚ୍‌ରେ ନିଜର ବେଞ୍ଚ ଷ୍ଟ୍ରେନ୍ଥକୁ ଆକଳନ କରିବ। ବିଶ୍ୱକପ ପୂର୍ବରୁ ଏହା ଶେଷ ଟି-୨୦ ମ୍ୟାଚ୍‌। ତେଣୁ ଆସନ୍ତାକାଲି ଭାରତ ଅନେକ ପରୀକ୍ଷାନୀରିକ୍ଷା କରିପାରେ। ଏସବୁ ଭିତରେ ଆସନ୍ତାକାଲି ଷ୍ଟାର ବ୍ୟାଟର ତଥା ନିକଟରେ ଫର୍ମକୁ ଫେରିଥିବା ବିରାଟ କୋହଲି ଖେଳିବେ ନାହିଁ। ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ବିଶ୍ରାମ […]

Continue Reading

ବିମାନରେ ବୋମା, ଦିଲ୍ଲୀରେ ଅବତରଣ ପାଇଁ ମିଳିଲାନି ଅନୁମତି; ପିଛା କରୁଛି ବାୟୁସେନା

ନୂଆଦିଲ୍ଲୀ: ଇରାନର ଏକ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳି ଯାଇଛି । ଭାରତୀୟ ବାୟୁସୀମାରେ ବିମାନଟି ଉଡ଼ୁଥିବା ବେଳେ ବୋମା ଥିବା ଖବର ଆସିଥିଲା । ଫଳରେ ଦିଲ୍ଲୀରେ ବିମାନ ଅବତରଣ ନେଇ ଅନୁମତି ଦିଆଯାଇ ନଥିଲା । ସୂଚନା ପରେ ଭାରତୀୟ ବାୟୁସେନା ହାଇ ଆଲର୍ଟରେ ରହିଛି । ପଞ୍ଜାବ ଓ ଯୋଧପୁର ଏୟାରବେସରୁ ୨ଟି ସୁଖୋଇ ବିମାନ ଫ୍ଲାଇଟର ପିଛା କରୁଛି । ସୂଚନା ଅନୁସାରେ, ଫ୍ଲାଇଟକୁ […]

Continue Reading

ବିଶ୍ବକୁ ଆତଙ୍କବାଦୀ ଏକ୍ସପର୍ଟ କରୁଛି ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନର ଦୋମୁହାଁ ନୀତିକୁ ନେଇ ବର୍ଷିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସେ କହିଛନ୍ତି ଭାରତ ବିଶ୍ବକୁ ଇନଫରମେସନ ଟେକ୍ନୋଲୋଜୀ ଏକ୍ସପର୍ଟ କରୁଥିବା ବେଳେ ପାକିସ୍ତାନ ବିଶ୍ବକୁ ଆତଙ୍କବାଦୀ ରପ୍ତାନୀ କରୁଛି । ବର୍ଷ ବର୍ଷ ଧରି ପାକିସ୍ତାନ ଏପରି କରିଆସୁଥିଲା । ପ୍ରଥମରୁ ଏହି କଥା କେହି ବିଶ୍ବାସ କରୁନଥିଲେ । ପଡୋଶୀର ଆତଙ୍କବାଦୀ ପୋଷା ନୀତିକୁ ଏବେ ଆମେ ପ୍ରମାଣ କରି ଦେଖାଇଛୁ । ପାକିସ୍ତାନର ଅସଲ ଚେହେରା ଏବେ ଧରାପଡିଯାଇଛି […]

Continue Reading

ଇସ୍ତଫା ଦେଲେ ବିହାର କୃଷିମନ୍ତ୍ରୀ

ପାଟନା: ବିହାର କୃଷି ମନ୍ତ୍ରୀ ସୁଧାକର ସିଂ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦେଇଛନ୍ତି। ବିହାର ଆରଜେଡି ସଭାପତି ସୁଧାକରଙ୍କ ବାପା ଜଗଦାନନ୍ଦ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଜଗଦାନନ୍ଦ କହିଛନ୍ତି ଯେ, ମୋ ପୁଅ ଚାଷୀମାନଙ୍କ ଅଧିକାର ଲାଗି ଲଢ଼େଇ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ସେ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। […]

Continue Reading

ଦେଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ 5G: ମୋଦି

ନୂଆଦିଲ୍ଲୀ: ଇଣ୍ଟରନେଟ ଫର୍ ଅଲ୍। ଏଣିକି ସମସ୍ତଙ୍କ ପାଇଁ ଇଣ୍ଟରନେଟ। ଫାଇଭ୍-ଜି ର ଶୁଭାରମ୍ଭ ଅବସରରେ ଆଜି ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀର ପ୍ରଗତି ମୈଦାନରେ ଷଷ୍ଠ ମୋବାଇଲ କଂଗ୍ରେସର ଉଦ୍‌ଘାଟନ ସହିତ ଆଜି ଫାଇଭ୍ ଜି ସର୍ଭିସର ଶୁଭାରମ୍ଭ କରିଛନ୍ତି ମୋଦି। ଏହି ଅବସରରେ ସେ କହିଛନ୍ତି, ଫାଇଭ୍ ଜି ହେଉଛି ୧୩୦ କୋଟି ଭାରତୀୟଙ୍କୁ ଟେଲିକମ୍ ଶିଳ୍ପର ଉପହାର। ଦେଶରେ ଏହା ନୂଆ ଅଧ୍ୟାୟ ଆରମ୍ଭ କରିବ। ଫାଇଭ୍ ଜି […]

Continue Reading

ପିଏଫଆଇର ଧମକ : କେରଳରେ ପ୍ରମୁଖ ଆରଏସଏସ ନେତାଙ୍କୁ ୱାଇ ସୁରକ୍ଷା

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ନେଇ କେନ୍ଦ୍ର ସରକାର ପପୁଲାର ଫ୍ରଂଟ ଅଫ ଇଣ୍ଡିଆକୁ ବ୍ୟାନ କରିଛି । ଏନଆଇଏ ସେପ୍ଟମ୍ବର ୨୨ରେ ୧୫ ରାଜ୍ୟରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପିଏଫଆଇ ସଦସ୍ୟ ମହମ୍ମଦ ବଶୀରଙ୍କ ଘରୁ କେରଳର ୫ ଆରଏସଏସ ଟାର୍ଗେଟରେ ଥିବା ପ୍ରମାଣ ମିଳିଥିଲା । ଏହାକୁ ଦେଖି କେନ୍ଦ୍ର ସରକାର ଏହି ୫ ନେତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ପ୍ରଦାନ କରିଛି । ଗୃହ ମନ୍ତ୍ରଣାଳୟ ଓ ଗୋଇନ୍ଦ ବିଭାଗ […]

Continue Reading

ଦିଲ୍ଲୀରେ ବସି ୟୁରୋପରେ କାର୍‌ ଚଳାଇଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀରେ ବସି ୟୁରୋପ୍‌ରେ କଲେ କାର୍‌ ଡ୍ରାଇଭ୍‌। ନିଜେ 5G ସେବାର ମଜା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 5G ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ୍‌ରେ ଏକ କାର୍‌ର ଟେଷ୍ଟ ଡ୍ରାଇଭ୍‌ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ବସି ମୋଦି 5G ଟେକ୍‌ନିକ୍‌ ଜରିଆରେ ୟୁରୋପ୍‌ରେ କାର୍‌ ଚଳାଇବାର ମଜା ନେଇଛନ୍ତି। ମୋଦିଙ୍କ ଏହି କାର୍‌ ଟେଷ୍ଟ୍ ଡ୍ରାଇଭ୍‌ର ଫଟୋକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍‌ ଟ୍ୱିଟର୍‌ରେ ଶେଆର କରିଛନ୍ତି। ସେ […]

Continue Reading

ନୂଆ ସଂସଦ ଭବନରେ ଲାଗିଥିବା ସିଂହ ହିଂସ୍ର ନୁହଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଆଡଭୋକେଟ ଆଲଦାନିଶ ରେନ୍ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେଥିରେ କୁହାଯାଥିଲା ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅନାବରଣ କରାଯାଇଥିବା ଜାତୀୟ ପ୍ରତୀକ […]

Continue Reading

ଦାୟିତ୍ୱ ଗ୍ରହଣ କଲେ ନୂଆ ସିଡିଏସ ଅନିଲ ଚୌହ୍ୱାନ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଅନିଲ ଚୌହାନ। ସିଡିଏସ୍ ହେବା ପରେ ଅନିଲ ଚୌହ୍ୱାନ ଦେଶର ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଯାହାଦ୍ୱାରା ଦେଶର ସୈନ୍ୟବାହିନୀ ଭବିଷ୍ୟତର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ। ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଭାରତର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ନଅ ମାସରୁ ଅଧିକ ସମୟ ପରେ ଖାଲି ପଡିଥିବା ଏହି ପଦକୁ ପୂରଣ କରିଛନ୍ତି କେନ୍ଦ୍ର […]

Continue Reading